ପ୍ରବଳ ବର୍ଷାରେ ବେହାଲ ଭାସିଲା ବୋଲେରା ଗାଡି
ମୋହନା, ୨/୨୫: କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ପବଳ ବର୍ଷା ଯୋଗୁ ଗଜପତି ଜିଲାର ଆର.ଉଦୟଗିରି ଗ୍ରାମ୍ୟ ପରିମଳ ବିଭାଗୀୟ ଉପଖଣ୍ଡ କାର୍ଯ୍ୟାଳୟର ପରିସରରେ ଏକ ବୋଲେରା ଗାଡିଟି ବୁଡି ଯାଇଛି। ଉଦୟଗିରି ଠାରୁ ରାମଗିରିକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟକାୟ ଗଛ ପଡିବା ସହ ପାହାଡ଼ରୁ ଅତଡ଼ା ଖସିଛି। ଖଜୁରୀପଦା ୩୨୬ ଜାତୀୟ ରାଜପଥରେ ୨ ଫୁଟ୍ର ପାଣି , ଛେଳିଗଡ଼ ପଞ୍ଚାୟତର […]
ସଂପୂର୍ଣ୍ଣ ପଢନ୍ତୁ