ଧୂପ ଦେଇ ଆମ-ବସ୍ କୁ ପୂଜା

ଭୂବନେଶ୍ଵର ୪/୧: ରୂପାଲୀ ଛକ ଆମ-ବସ୍ ଦୁର୍ଘଟଣାରେ ଅଟୋ ଚାଳକଙ୍କ ପ୍ରତିବାଦ । ଆମ-ବସ୍ ଆଗରେ ଧୂପ ବୁଲାଇ ପ୍ରତିବାଦ କଲେ ସ୍ମାର୍ଟସିଟି ଅଟୋ ଆସୋସିଏସନର ବିକ୍ଷୋଭ ।ଗତକାଲି ଭୁବନେଶ୍ବର ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ପ୍ରତିବାଦ କର ରାସ୍ତାକୁ ଓହ୍ଲାଇଛି ସ୍ମାର୍ଟସିଟି ଅଟୋ ଆସୋସିଏସନର । କ୍ରୁଟ ର ଗାଡକଣ ବସ ଡିପୋ ସାମ୍ନାରେ ପ୍ରତିବାଦ କରିଛନ୍ତି ଅଟୋ ଚାଳକ । ଅନୁରୂପ ଭାବେ ଓମଫେଡ଼ […]

ସଂପୂର୍ଣ୍ଣ ପଢନ୍ତୁ

ରାଜନଗର ବିଡିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ

ରାଜନଗର, ୪/୧: କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ହୋଇଛି। ରାଜନଗର ନିର୍ବାଚନମଣ୍ଡଳୀର ବିଜେପି ନେତା ତଥା ୨୦୨୪ରେ ବିଜେପି ଟିକଟରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଲଳିତ ବେହେରା ତାଙ୍କ ଉପରକୁ କମ୍ପ୍ୟୁଟର ଫିଙ୍ଗି ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିଛନ୍ତି। ବିଡିଓଙ୍କ ସୁରକ୍ଷା ଦେବା ପାଇଁ ଏସ୍‌‌ପିଙ୍କ ସହ ଜିଲାପାଳ ଆଲୋଚନା କରିଛନ୍ତି। ବିଡିଓ ତିଳୋତ୍ତମା ପୃଷ୍ଟି ଘଟଣା ସମ୍ପର୍କରେ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀ ଦ୍ବାରିକାନାଥ ଦାସଙ୍କ ପୀଠ ରେ ବିଶ୍ଵଶାନ୍ତି ମହାଯଜ୍ଞ

କଟକ,୩/୧: କଟକ ସଦର ୪୨ମୌଜା ଅନ୍ତର୍ଗତ ଗୋବିନ୍ଦପୁର ଛକ ସ୍ଥିତ ବୈଷ୍ଣବବାଗ, ମଠବଣ ରେ ଶ୍ରୀ ଦ୍ବାରିକାନାଥ ଦାସଙ୍କ ୨୫ ତମ ବିଶ୍ଵଶାନ୍ତି ମହାଯଜ୍ଞ ନୂଆ ବର୍ଷ ଦିନ ୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ କଳସ ଶୋଭାଯାତ୍ରା ହୋଇଥିବା ବେଳେ ୨ ତାରିଖ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଆଲୋଚନାଚକ୍ର ସରିଥିବା ବେଳେ ୩ ତାରିଖ ଦିନ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ପୁର୍ଣ୍ଣ।ହୁତି କାର୍ଯ୍ୟକ୍ରମ ହୋଇଯାଇଛି। ସନ୍ଧ୍ୟା ରେ ଭଜନ କାର୍ଯ୍ୟକ୍ରମ […]

ସଂପୂର୍ଣ୍ଣ ପଢନ୍ତୁ

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୪ତମ ଦିନରେ ୧. ୨୨ କୋଟି ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର, ୩/୧: ଡିସେମ୍ବର ୨୦ ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୪ତମ ଦିନରେ, ବିଭାଗ ପକ୍ଷରୁ ୧୬୬ଟି ମାମଲା ରୁଜୁ ହେବା ସହ ୧. ୨୨ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ନିଶା ସାମଗ୍ରୀ ଜବତ ହୋଇଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନଭରି ହୋଇଥିବା ଅଭିଯାନ ସମୟରେ ମାମଲାରେ ଜଡିତ ୮୯ ଜଣଙ୍କୁ ଗିରଫ କରାଯାଇଛି I ଏଥିମଧ୍ୟରୁ ୭ଟି ମାମଲା NDPS ଆଇନ ରେ ରୁଜୁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ଭିଜିଲାନ୍‌ସ ଏକାଡେମୀକୁ ISO 9001:2015 ସାର୍ଟିଫିକେଟ

ଭୁବନେଶ୍ୱର, ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍‌ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି। ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣ ରୁକ୍ମଣୀ ସାହୁଙ୍କ ବିୟୋଗରେ ଶୋକ

ମାହାଙ୍ଗା, ୩ /୧: ଭଦ୍ରେଶ୍ୱର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଧର୍ମପ୍ରାଣା ମହିଳା ରୁକ୍ମଣୀ ସାହୁଙ୍କ ପରଲୋକ ଘଟିଛି l ସ୍ଥାନୀୟ ହିନ୍ଦୁସ୍ତାନ ପେଟ୍ରୋଲିୟମ ର ମାଲିକ ନୃସିଂହ ଚରଣ ସାହୁଙ୍କ ମାଆ ରୁକ୍ମଣୀ ଦେଵୀ ଜଣେ ପରୋପକାରୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକବାଦୀ ମହିଳା ଥିଲେ l ସ୍ଥାନୀୟ ଅଂଚଳରେ ବହୁ ସେବା ମୂଳକ କାର୍ଯ୍ୟକରିବା ଫଳରେ ଲୋକେ ତାଙ୍କୁ ବେଶ ଭଲ ପାଉଥିଲେ l ରୁକ୍ମଣୀ ଦେବୀଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସତ୍କାର କରାଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

କୁହୁଣ୍ଡାରେ ଯାନ୍ତ୍ରିକ ଧାଡିବୁଣା ଧାନଚାଷୀଙ୍କ କର୍ମଶାଳା

ମାହାଙ୍ଗା, ୩/୧ ମାହାଙ୍ଗା ବ୍ଲକ କୁହୁଣ୍ଡା ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଚାଷୀ ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବ୍ଲକ ସହକାରୀ କୃଷି ଅଧିକାରୀ ସାର୍ଥକ କୁମାର ପାଣି ଉଦଘାଟନ କରିଥିଲେ l ସରକାରୀ ପ୍ରୋତ୍ସାହନରେ ଯାନ୍ତ୍ରିକ ଧାଡିବୁଣା ଧାନଚାଷ କରିଥିବା ଚାଷମାନଙ୍କୁ ଅଧିକ ଫସଲ ଅମଳ ପାଇଁ ଶ୍ରୀ ପାଣି ତାଲିମ ପ୍ରଦାନ କରିବା ସହିତ, ସେମାନେ କିପରି କୃଷି କାର୍ଯ୍ୟରେ ଅଧିକ ସଚେତନ ହୋଇପାରିବେ ସେ ନେଇ ପରାମର୍ଶ […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜା ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା

କଟକ,୩/୧: କଟକ ସଦର ବ୍ଲକ ଅନ୍ତର୍ଗତ ଦଧିବାମନପୁର ଗ୍ରାମ ପଞ୍ଚାୟତ ବଉଳକୁଦ ଗ୍ରାମ ମା ଶାରଳା ଡ୍ରାମାଟିକ୍ କ୍ଲବ ତରଫରୁ ସଞ୍ଜୟ ବେହେରା,ରଜତ ଦେବତା, ରବିନ୍ଦ୍ର ଦେବତା ଏବଂ ସନାତନ ବେହେରା ପ୍ରମୁଖ ନୂତନ ବର୍ଷ ଉପଲକ୍ଷେ ୪୨ ମୌଜା ଥାନା ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀ ଙ୍କୁ ସମ୍ବର୍ଦ୍ଧନା ଓ ନୂତନ ଶୁଭେଚ୍ଛା ଜଣାଇବା ସହିତ କ୍ଲବର ବାର୍ଷିକ ଉତ୍ସବ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ରୁପାଲି ଛକରେ ଭୟଙ୍କର ଦୁର୍ଘଟଣା: ଆମ ବସ୍‌ ନେଲା ଜୀବନ

ଭୁବନେଶ୍ୱର,୩/୧: ପୁଣି ଆମ ବସ୍‌ ନେଲା ଜୀବନ। ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକ୍‌ ଉପରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଅଟୋ ପଛରୁ ପିଟିଲା ଆମ ବସ୍‌। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ହୋଛନ୍ତି । ମୃତକ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ

ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ- ମୋକିମ

ଭୁବନେଶ୍ୱର, ୩/୧: ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ସେ କହିଛନ୍ତି ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି, ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ, କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ, କିଏ ନା କିଏ ଏହାକୁ […]

ସଂପୂର୍ଣ୍ଣ ପଢନ୍ତୁ