ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩/୧: ଆଧୁନିକ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ ଉଦଘାଟିତ ହୋଇଛି। ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। ସମାୋହରେ ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରପ୍ପା ମୋଇଲି, ରାଜ୍ୟସଭା ସଦସ୍ୟ ରଣଦୀପ ସୁର୍ଜେୱାଲା, କୋରାପୁଟ ସାଂସଦ ସପ୍ତଗିରି ଉଳ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର

ତାଳଚେର, ୩/୧: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ଲଗାତାର ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ଆଜି ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ଟି ସହର ରହିଛି । ୩୫୫ଏକ୍ୟୁଆଇ ସହ ଆଜି ମଧ୍ୟ ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଚିଲିକାର ହେବ ପୁନରୁଦ୍ଧାର

ଭୂବନେଶ୍ଵର, ୩/୧: ଚିଲିକା ହ୍ରଦର ହେବ ପୁନରୁଦ୍ଧାର । ଏନେଇ ଡ଼ିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜୈବ ବିବିଧତା ଓ ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ।ଚିଲିକା ହ୍ରଦକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଶେଷକରି ଜୈବ ବିବିଧତା ଓ ହ୍ରଦର ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଚିଲିକା ହ୍ରଦର ପୁନରୁଦ୍ଧାର ନିଷ୍ପତ୍ତି ନିଆଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଆଧୁନିକ ଓଡିଶାର ନିର୍ମାତା ଥିଲେ ଡଃ ହରେକୃଷ୍ଣ ମହତାବ

ଝଙ୍କଡ଼, ୨/୧: ଓଡିଶାର ବିଚକ୍ଷଣ ରାଜନୈତିକ, ଐତିହାସିକ, ସାହିତ୍ୟିକ, ବିଶିଷ୍ଟ ସାମ୍ବାଦିକ ଓ ସର୍ବୋପରି ନବଉତ୍କଳ ର ନିର୍ମାତା ଥିଲେ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ l ତାଙ୍କର ଅଣଚାଳିଶିତମ ଶ୍ରାଦ୍ଧବାର୍ଷିକ ପାଳନ ଉପଲକ୍ଷେ ଆୟୋଜିତ ସଭାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତପ୍ରକାଶ କରିଛନ୍ତି l ଖବର ଅନୁଯାଇ ଗତ ଶୁକ୍ରବାରଦିନ, ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ଏହି ସଭା, ଜଗତସିଂହପୁର ସାରସ୍ୱତ ପରିଷଦ […]

ସଂପୂର୍ଣ୍ଣ ପଢନ୍ତୁ

ସୁରେଶ ଚନ୍ଦ୍ର ଜେନା ଜିଲ୍ଲା ଉପ ସଭାପତି ଓ ଅଶୋକ ସାହୁ ସାଧାରଣ ସମ୍ପାଦକ ଭାବେ ମନୋନୀତ

କଟକ, ୨/୧ : ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ସୁକାନ୍ତ ବିଶ୍ୱାଳ କଟକ ସହର ଜିଲ୍ଲା କମିଟି ଘୋଷଣା କରିଛନ୍ତି, ଏହି କମିଟିରେ କଟକ ସଦର ବ୍ଲକର ପୂର୍ବତନ ବିଜେପି ସଭାପତି ଓ ବର୍ତମାନ କଟକ ସଦର ନିର୍ବାଚନ ମଣ୍ଡଳୀର ସଂଯୋଜକ ଶ୍ରୀ ସୁରେଶ ଚନ୍ଦ୍ର ଜେନାଙ୍କୁ ଜିଲ୍ଲା ଉପସଭାପତି ଓ ଜ଼ିଲ୍ଲା ବିଜେପି ଯୁବ ମୋର୍ଚା କାରିଣୀ ସଦସ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଭାବେ ନିଯୁକ୍ତ ହେଲେ ସନ୍ତୋଷ କୁମାର ରାଉତ

କଟକ, ୨/୧ : କଟକ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି)ର ସାଧାରଣ ସଂପାଦକ ଭାବେ ସାଲେପୁର ବ୍ଲକ୍ ପୁରୁଣାହାଟ ପଂଚାୟତ କିଶନନଗର ଥାନା ଅନ୍ତର୍ଗତ ସୋଗଲ ଗ୍ରାମର ଯୁବ ରାଜନୀତିଜ୍ଞ,ସଂଗଠକ,ପରିବେଶବିତ୍ ତଥା ବିଶିଷ୍ଟ ସାମାଜିକ କର୍ମୀ ସନ୍ତୋଷ କୁମାର ରାଉତଙ୍କୁ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ଗ୍ରାମୀଣ ବିଜେପି ସଭାପତି ରାମ ନାରାୟଣ ମହାନ୍ତି ନିଯୁକ୍ତି ପ୍ରଦାନ କରିଛନ୍ତି । ତାଙ୍କର ଏହି ନିଯୁକ୍ତି ନେଇ ସନ୍ତୋଷ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଦ୍ବାରା ଫରେଷ୍ଟର ଗିରଫ

ଭବାନୀପାଟଣା, ୨/୧ : କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ନିଲମ୍ବିତ ଫରେଷ୍ଟର ଜୟକୁମାର ଜୁଆଡଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଥୁଆମୂଳ ରାମପୁର ବ୍ଲକ୍ ର ତଲଝାପି, ପୋଖରିଗୁଡ଼ା ଆଦି ଜଙ୍ଗଲରେ ଚାରା ରୋପଣ ରେ ହେରଫେର, ଏସଏମସି , ସିଏଲେଣ୍ଡ ଆଦି କାର୍ଯ୍ୟରେ ଶ୍ରୀ ଯୁଆଡ ପ୍ରାୟ ୬୨ ଲକ୍ଷ ଟଙ୍କା ହେରଫେର କରିଥିବା ପୂର୍ବରୁ “ସମାଜ” ରେ ଖବର ପ୍ରକାଶ ପାଇଥିଲା । ସେହି ଘଟଣାର ତଦନ୍ତ କରି ପ୍ରାୟ ୫୫ ଲକ୍ଷରୁ ଅଧିକ […]

ସଂପୂର୍ଣ୍ଣ ପଢନ୍ତୁ

୩୨ଲକ୍ଷରୁ ଉର୍ଦ୍ଧ ଟଙ୍କା ଖାଇ ଗିରଫ ହେଲେ ପୂର୍ବତନ ଅଧ୍ୟକ୍ଷ

ଯାଜପୁର, ୨୧: ସରକାରୀ ପାଣ୍ଠିରୁ ୩୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରି ପୂର୍ବତନ ଅଧ୍ୟକ୍ଷ ଓ ସଭାପତି ଗିରଫ । ଯାଜପୁର ଜିଲା ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତ୍ତନ ଅଧ୍ୟକ୍ଷ ଓ ସଭାପତିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ।ଯାଜପୁର ଜିଲ୍ଲା ଚିତାଳୋ ଡିଗ୍ରୀ ମୋହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ମଲ୍ଲିକ ଏବଂ ସହ ପ୍ରାଧ୍ୟାପକ ଶ୍ରୀ ବଦ୍ରି ନାରାୟଣ ରାୟଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ଉକ୍ତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମରକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ତୃତୀୟ ସନ୍ତାନ ପାଇଁ ରଦ ହେଲା ସରପଞ୍ଚ ପଦ

ବସ୍ତା, ୨/୧: ବାଲେଶ୍ୱର ଜିଲା ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଭବାନୀ ଜେନ।ଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଆଜି ଅଯୋଗ୍ୟ ଘୋଷଣା କରାଯାଇଛି । ଶ୍ରୀମତୀ ଜେନ।ଙ୍କର ତିନୋଟି ପିଲା ଥିବାରୁ ଗ୍ରାମ ପଞ୍ଚାୟତ ବିଭାଗ ପକ୍ଷରୁ ତାଙ୍କୁ ଚିଠି(ନଂ ୩/୨.୧.୨୦୨୬) କରାଯାଇ ଅଯୋଗ୍ୟ ବିବେଚିତ କରାଯାଇଛି । ଏହାସହ ନାଏବ ସରପଞ୍ଚ ମିନତୀ ଖଟୁଆଙ୍କୁ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବସ୍ତା ବିଡ଼ିଓ ମିହିର ରଞ୍ଜନ ବେହେରା […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର, ୨/୧: ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ବିଜ୍ଞପ୍ତି ଜାରି କରିଛି ପରିବହନ ବିଭାଗ ।ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ବିଜ୍ଞପ୍ତି ଜାରି କରିଛି ପରିବହନ ବିଭାଗ । ଆରଟିଓ ମାନଙ୍କରେ ଗ୍ରୀନ୍ ଷ୍ଟିକର୍ ପ୍ରଦାନ କରାଯିବ । ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଥିବ […]

ସଂପୂର୍ଣ୍ଣ ପଢନ୍ତୁ