ଆଜି ଭିନ୍ନକ୍ଷମ ଦିବସ : ସରକାର କରୁଛନ୍ତି ଭିନ୍ନକ୍ଷମ ଶିଶୁଙ୍କ ‘ଡାଟା ବେସ୍’ ପ୍ରସ୍ତୁତି
ଭୂବନେଶ୍ଵର, ୩/୧୨: ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଭିନ୍ନକ୍ଷମଙ୍କ ବାବଦ ପୂର୍ଣ୍ଣାଙ୍ଗ ସର୍ବେକ୍ଷଣ (ସର୍ଭେ) କରୁଛନ୍ତି ସରକାର। ମହିଳା-ଶିଶୁ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା-ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏନେଇ ମିଳିତ ପ୍ରକ୍ରିୟା ଚାଲିଛି। ଏହି ସର୍ଭେ ଜରିଆରେ ପ୍ରସ୍ତୁତ ‘ଡାଟା ବେସ୍’ ସରକାରଙ୍କ ପାଇଁ ବେଶ ଉପଯୋଗୀ ହେବ। ଭିନ୍ନକ୍ଷମଙ୍କ ଲାଗି ନୀତି ପ୍ରଣୟନ ଓ କଲ୍ୟାଣ କ୍ଷେତ୍ରରେ ଏହି ‘ଡାଟା ବେସ୍’କୁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ୩୦ ଜିଲାରେ ଘର ଘର […]
ସଂପୂର୍ଣ୍ଣ ପଢନ୍ତୁ