୨୦୩୬ରେ ଓଡ଼ିଶା ୫୦୦ ବିଲିୟନ ଅର୍ଥନୀତିରେ ପହଞ୍ଚାଇବ

ଭୁବନେଶ୍ବର, ୨୫/୧୧: ଓଡ଼ିଶା ସରକାର ଏବଂ ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଜନତା ମୈଦାନଠାରେ ‘ସମୃଦ୍ଧ ଓଡିଶା ୨୦୩୬ କନକ୍ଲେଭ’ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟିତ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି । ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ଡ୍ରିମ୍ ଡିକେଡ । ଗତ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରେମ ପାଇଁ ବାଇକ୍ ଚୋରି

ଭୁବନେଶ୍ୱର,୨୫/୧୧: ପ୍ରେମ ସଜାଇଲା ବାଇକ୍ ଚୋର। ପ୍ରେମିକାକୁ ଖୁସି କରିବା ନିଶାରେ ଜଣେ ଯୁବକ ରାଜଧାନୀରେ ବାଇକ୍ ଚୋରି କରି ପୋଲିସ ଜାଲରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ଵରରେ। ଅଭିଯୁକ୍ତ ଜଣକ ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ ଏକ ସୁପର ବାଇକ୍ ଚୋରି କରିଥିଲେ। ଚୋରି ବାଇକ୍‌ରେ ଗାର୍ଲଫ୍ରେଣ୍ଡକୁ ବସାଇ ରାଜଧାନୀରେ ବୁଲାଉଥିବା ବେଳେ ପୁଲିସ୍‌ ତାଙ୍କୁ ପିଛା କରିଥିଲା। ପରେ ଦୁହେଁ ସହରସାରା ବୁଲି ଆଇଜି ପାର୍କରେ ସମୟ ବିତାଉଥିବା ବେଳେ ପୁଲିସ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ରାମଚନ୍ଦ୍ର ମହାରଣାଙ୍କ ଏକାଦଶାହ ରେ ସ୍ମୃତିଚାରଣ ଓ ଭଜନ ସନ୍ଧ୍ୟା

ଝଙ୍କଡ଼,୨୫/୧୧: କଟକ ର ଏକ ଖବରକାଗଜ ପ୍ରେସ ର ଅବସରପ୍ରାପ୍ତ କର୍ମଚାରୀ, ଝଙ୍କଡ଼ ସାରଳା ପୀଠ, ମୁଳିସିଂହ ପଞ୍ଚାୟତ, ବାବା ଗୋଠେଶ୍ୱର ମହାଦେବ ଙ୍କ ମନ୍ଦିରରେ ସ୍ବର୍ଗତ ରାମଚନ୍ଦ୍ର ମହାରଣା ଙ୍କ ଏକାଦଶl ହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା , ଆଧ୍ୟାତ୍ମିକ ପ୍ରବଚନ ଓ ଭଜନ ସମାରୋହ ଗତ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ସାରଳା ସଂସ୍କୃତି ଗବେଷଜ ରମାକାନ୍ତ ରାଉଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱl ବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ […]

ସଂପୂର୍ଣ୍ଣ ପଢନ୍ତୁ

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ ମାତୃସମ୍ମିଳନୀ

ଝଙ୍କଡ଼,୨୪/୧୧: ବାଣୀକ୍ଷେତ୍ର ଝଙ୍କଡ଼, କନକପୁର ପଞ୍ଚାୟତ ଛତ୍ରମଠ, ତରାପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ, ପରିଚାଳନା କମିଟି ର ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷ୍ ତା ରେ ମାତୃସମ୍ମିଳନୀ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ, ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ଶିକ୍ଷକ କୈଳାଶ ଚନ୍ଦ୍ର ନନ୍ଦ, ସମ୍ମାନିତ ଅତିଥି ତିର୍ତୋଲଖଣ୍ତ ର ପର୍ଯ୍ୟାବରଣ ପ୍ରମୁଖ ସୁଶ୍ରୀ ସଂଯୁକ୍ତା ପଣ୍ଡା ଓ […]

ସଂପୂର୍ଣ୍ଣ ପଢନ୍ତୁ

ଦିନରେ ଶ୍ରମିକ, ରାତିରେ ଡକାୟତି ଗ୍ୟାଙ୍ଗର ଡ୍ରାଇଭର

କୋଇଡ଼ା, ୨୪/୧୧: ପୁଲିସ ଏନ୍‌କାଉଣ୍ଟରବେଳେ ଗିରଫ କେ. ବଲାଙ୍ଗ ରକ୍ସିର ସନିଆ ‌କେର୍କେଟା (୨୨)। ଡକାୟତିରେ ବ୍ୟବହାର ହେଉଥିବା ସ୍କର୍ପିଓ (ଓଡି ୦୨ଟି-୫୪୦୦)ର ମାଲିକ। ରାତାରାତି ଲକ୍ଷପତି ହେବାର ଲୋଭରେ ବଶବର୍ତ୍ତୀ ହୋଇ ସାମିଲ ହୋଇଥିଲା ଅପରାଧୀ ଗ୍ୟାଙ୍ଗରେ। ଦିନରେ ରେଳସାଇଡିଂରେ ଶ୍ରମିକ ଭାବେ କାମ କରୁଥିଲା। ରାତିରେ ଡକାୟତି ଗ୍ୟାଙ୍ଗକୁ ନିଜ ସ୍କର୍ପିଓରେ ବସାଇ ଠିକଣା ଜାଗାରେ ପହଞ୍ଚାଉଥିଲା। ନିର୍ଦ୍ଧାରିତ ଠିକଣାରେ ପହଞ୍ଚିବାର ଭଡ଼ା ମାତ୍ର ଦେଢ଼ ହଜାର ଥିଲେ। ଡକାୟତି ଗ୍ୟାଙ୍ଗଠୁ ଭଡ଼ା ବାବଦରେ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରାପଡ଼ାରେ ଗୁଳି କାଣ୍ଡ: ଅଳ୍ପକେ ବର୍ତ୍ତିଲେ ଯୁବ ଇଞ୍ଜିନିୟର‌

କେନ୍ଦ୍ରାପଡ଼ା, ୨୪/୧୧: କେନ୍ଦ୍ରାପଡ଼ା ସଦର ଥାନା ‘ଗରାପୁର ଦି ପ୍ୟାଲେସ୍‌’ ପଛପଟେ ଗୁଳିକାଣ୍ତ ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ଦୁର୍ବୃତ୍ତ ଦାନା ନେ କହି ଜଣେ ଯୁବ ଇଞ୍ଜିନିୟରଙ୍କୁ ଗୁଳିମାଡ଼ କରିଛି। ତେବେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହେଇଯିବାରୁ ବିଏସ୍‌ଏନ୍‌ଏଲ୍‌ରେ କାର୍ଯ୍ୟରତ ଏହି ଯୁବ ଇଞ୍ଜିନିୟର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁଳିମାଡ଼ କରିଥିବା ଯୁବକ ଜଣକ ଗରାପୁର ହନୁମାନ ମନ୍ଦିର ଛକ ଅଞ୍ଚଳର ଶିବପ୍ରସାଦ ସାହୁ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ କାବୁ କରିବାକୁ ଯାଇ ଇଞ୍ଜିନିୟର ଓ […]

ସଂପୂର୍ଣ୍ଣ ପଢନ୍ତୁ

ବାମରା ଛାତ୍ରୀ ନିବାସରୁ ନିଖୋଜ ୩ ନାବାଳିକା କୁଚିଣ୍ଡାରୁ ଉଦ୍ଧାର

କୁଚିଣ୍ଡା, ୨୪/୧୧: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ୧୦୦ ଶଯ୍ୟା ଛାତ୍ରୀ ନିବାସରୁ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଅଞ୍ଚଳର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଓ କୁଚିଣ୍ଡା ବାମରା ଥାନା ଅଞ୍ଚଳର ଦୁଇଜଣ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ରହିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଆଜି ୨୪ ତାରିଖ ସକାଳେ ସହର ନିକଟସ୍ଥ ସାଇଡା ଠାରୁ ଉଦ୍ଧାର କରିଛନ୍ତି। ଏସଡିପିଓ ପ୍ରଦୀପ ଦାଶ ଏ ନେଇ ତଦନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଅମଲାତନ୍ତ୍ରକୁ ରାଜସ୍ଵ ମନ୍ତ୍ରୀଙ୍କ କଡା ତାଗିଦ୍ ଲୋକଙ୍କ ସେବକ ହୋଇ କାମ କର

ଭୁବନେଶ୍ଵର, ୨୪/୧୧: ଲୋକଙ୍କ ସେବକ ହୋଇ କାମ କରିବାକୁ କଡା ନିର୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ୍ କରିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରୁ ଯେଉଁ ଲୋକମାନେ ଆସୁଛନ୍ତି , ସେମାନଙ୍କୁ ବସିବାକୁ ଚୌକି ଦିଅ ଏବଂ ପିଇବାକୁ ପାଣି ଦିଅ। ଧୖର୍ଯ୍ୟ ସହକାରେ ଲୋକଙ୍କ ଅଭିଯୋଗ ଶୁଣ ଏବଂ ନିର୍ଦିଷ୍ଟ ସମୟରେ କାମ ସାର। ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି

ଭୁବନେଶ୍ବର, ୨୪/୧୧: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ। ୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଆଜି ଗାନ୍ଧୀ ମାର୍ଗରେ ଶହ ଶହ ଅଙ୍ଗନଓ୍ବାଡି କର୍ମୀ ଏକାଠି ହୋଇ ବିଶାଳ ସମାବେଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କୁ ଶିକ୍ଷକ ମାନ୍ୟତା ଦାବି କରିବା ସହ ଦରମା ୧୮ ହଜାର ଟଙ୍କା ଦରମା ବୃଦ୍ଧି ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଅଙ୍ଗନଓ୍ବାଡି କର୍ମୀମାନେ […]

ସଂପୂର୍ଣ୍ଣ ପଢନ୍ତୁ

ଯୁବକଙ୍କୁ ମାରି ରାସ୍ତାକଡରେ ଫିଙ୍ଗିଦେଲେ

ଭୁବନେଶ୍ଵର, ୨୪/୧୧ : ଭୁବନେଶ୍ବର ଚନ୍ଦକା ଥାନା ଗୋଡିବାରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରି ରାଜପଥ କଢ଼ରେ ଫିଙ୍ଗି ଦିଆଯାଇଛି । ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ଏକ ଟେଣ୍ଟ ହାଉସରେ କାମ କରୁଥିଲେ। ଏବଂ ଯୁବକଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ମଦ ପିଉଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। […]

ସଂପୂର୍ଣ୍ଣ ପଢନ୍ତୁ