ବୈତରଣୀରେ ବନ୍ୟା: ଦଶରଥପୁରରେ ବିପଦସଙ୍କେତ ଉପରେ ବଢ଼ିପାଣି
ଦଶରଥପୁର: ବୈତରଣୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି, କିନ୍ତୁ ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ୍ରେ ଏବେବି ବିପଦ ସଂକେତ ଉପରେ ବଢ଼ିପାଣି ପ୍ରବାହିତ ହେଉଛି। ଦଶରଥପୁର ରେ ୦୯. ୫୨ ମିଟର ବିପଦ ସଂକେତ ଥିବା ବେଳେ ଏବେ ୯. ୭୪ ମିଟର ରେ ବନ୍ୟାଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନାରେ, ବଲ୍ଲଭୀଘାଟରେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି l ବିପଦ ସଙ୍କେତ ୧୩.୩୪ମିଟର ଥିବା ବେଳେ ଏବେ ଏହା ୧୧.୦୦ ମିରେ […]
ସଂପୂର୍ଣ୍ଣ ପଢନ୍ତୁ