ପରୋପକାରୀ ନିତ୍ୟାନନ୍ଦ ମୁଦୁଲିଙ୍କ ପରଲୋକ

ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ବରୁଣପଡା ଗ୍ରାମର, ଧର୍ମପ୍ରାଣ, ଆଧ୍ୟାତ୍ମିକବାଦୀ ଓ ପରୋପକାରୀ ଦରଦୀବନ୍ଧୁ ନିତ୍ୟାନନ୍ଦ ମୁଦୁଲି ଙ୍କର ଛଅସ୍ତରୀ ବର୍ଷ ବୟସ ରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି l ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଓ ପୁତ୍ର ସୁଧାଂଶୁ, ହିମାଂଶୁ ଓ ଉପସ୍ଥିତ ଥିଲେ l ଏହି ଦୁଖଦଃ ଖବର ପ୍ରଚାରିତ ହେବାପରେ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ମୃଣ୍ମୟ ସ୍ୱାଇଁ, […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣା ନିଶାମଣୀ ସାହୁଙ୍କ ଏକାଦଶାହରେ ସ୍ମୃତିଶ୍ରଦ୍ଧାଞ୍ଜଳି

ଝଙ୍କଡ଼  : ତିର୍ତ୍ତୋଲବ୍ଲକ, ମୁଳିସିଂହ ପଞ୍ଚାୟତ ଅଧୀନ ଓଲେଇପଡା ଗ୍ରାମର ଧର୍ମପ୍ରାଣା ମହିୟସୀ ମହିଳା ନିଶାମଣି ସାହୁ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଗତ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | କଟକ ବୋର୍ଡ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଦୈତାରୀ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହିସଭାରେ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ମୁଖ୍ୟଅତିଥି ଓ ମୂଳିସିଂହ ସରପଞ୍ଚ ସଫି ଆଜାମ ସମ୍ମାନିତ ଅତିଥି ଭାବେ ଯୋଗଦେଥିବାବେଳେ, ବୋର୍ଡସ୍କୁଲ ର ଜୟନ୍ତୀ ମାଝି, […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ଉଚ୍ଚଶିକ୍ଷାରେ ସଂରକ୍ଷଣ ବୃଦ୍ଧିରେ କଲେ ସନ୍ତୋଷ ବ୍ୟକ୍ତ

ଭୁବନେଶ୍ବର: ଆଜି (ବୁଧବାର) ଦିନିକିଆ ଗସ୍ତରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଓଡ଼ିଶା ଆସି ବିଭିନ୍ନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ନିକଟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସିଙ୍କ ସଂରକ୍ଷଣ କୋଟା ବୃଦ୍ଧି କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସମୀକ୍ଷା ବୈଠକରେ ଅନୁସୂଚିତ ଜାତି, […]

ସଂପୂର୍ଣ୍ଣ ପଢନ୍ତୁ

ସଂରକ୍ଷଣ ବ୍ୟବସ୍ଥାକୁ ଲୋପ କରିବ ବିଜେପି, ତେଣୁ ଚାହୁଛି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା: କଂଗ୍ରେସର ଦାବି

ନୂଆଦିଲ୍ଲୀ: ଲୋକସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ବିଜେପିର ଚେଷ୍ଟା ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ ହେଉଛି ଦେଶର ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବା ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ସଂବିଧାନରେ ପରିବର୍ତ୍ତନ ଆଣିବା ପାଇଁ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ ହୋଇଥାଏ ଏବଂ ବିଜେପି ସେହି ଲକ୍ଷ୍ୟକୁ ଚାହିଁ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, କେନ୍ଦ୍ର ସରକାର ଓ ବିଜେପି ନେତୃତ୍ୱ ଲୋକସଭାରେ […]

ସଂପୂର୍ଣ୍ଣ ପଢନ୍ତୁ
Ratha

2026 ପୁରୀ ରଥଯାତ୍ରା ପାଇଁ ୧୩ ଓଏଏସ୍‌ ଅଧିକାରୀ ନିଯୁକ୍ତ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ସୁରୁଖୁରୁ ସମ୍ପାଦନା ନିମନ୍ତେ ରାଜ୍ୟ ସରକାର ୧୩ଜଣ ଅତିରିକ୍ତ ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌)ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି (ବୁଧବାର)ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁସାରେ, ୧୩ ଜଣ ଓଏଏସ୍‌ ଅଧିକାରୀଙ୍କୁ ଅଫିସର ଅନ୍‌ ସ୍ପେସାଲ୍‌ ଡ୍ୟୁଟି (ଓଏସ୍‌ଡି) ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ଜୁନ୍‌ ୨୫ ତାରିଖରୁ ୨୭ ଜୁଲାଇ ଯାଏଁ ପୁରୀରେ ରହିବେ। ସ୍ନାନଯାତ୍ରା ଠାରୁ ରଥଯାତ୍ରର […]

ସଂପୂର୍ଣ୍ଣ ପଢନ୍ତୁ

ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରର ଯାଞ୍ଚ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତ ଚେତିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବାଧ୍ୟତାମୂଳକ ଯାଞ୍ଚ କରିବ। ଯାଞ୍ଚ ଓ ପଦକ୍ଷେପ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଜେଲ ଗଲେ ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ, ପତ୍ନୀଙ୍କ ନାମରେ ରିଅଲ୍‌ ଇଷ୍ଟେଟ୍‌ ବେପାର

ରାୟଗଡା : ରାୟଗଡ଼ା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଆଜି (ବୁଧବାର) ଗିରଫ କରିଛି। ସୂଚନାନୁସ‌ାରେ, ତ୍ରିନାଥ ନାୟକ ନାମକ ଜଣେ ଠିକାଦାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ଯେ, ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନେକ କାମ ସମାପ୍ତ କରିଥିଲେ ମଧ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାର ବିଲ୍ ବକେୟା ରହିଥିଲା। ଏହାସହ ନୂତନ ଟେଣ୍ଡରରେ ଅଂଶଗ୍ରହଣ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Vigilance 750x430

ନବୀନଙ୍କ ଡ୍ରିମ୍‌ ପ୍ରୋଜେକ୍ଟରେ ଭିଜିଲାନ୍ସର ହସ୍ତକ୍ଷେପ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଏକ ଡ୍ରିମ୍‌ ପ୍ରୋଜେକ୍ଟରେ ବୁଧବାର ଭିଜିଲାନ୍ସ ବିଭାଗ ହସ୍ତକ୍ଷେପ କରିଛି। ପୂର୍ବତନ ସରକାର ସମୟରେ ‘ବିକଶିତ ଗ୍ରାମ ବିକଶିତ ଓଡ଼ିଶା’ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଛି। ଏହି ଆଧାରରେ ଭିଜିଲାନ୍ସର ୨୪ଟି ଟିମ୍‌ ଆଜି କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲ୍ଲାର ୫୦ଟି ଗ୍ରାମରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ବିଭାଗର ଏହି ୨୪ଟି ଟିମ୍‌ରେ ୮୧ ଜଣ ଅଧିକାରୀ ଅଛନ୍ତି। ଏଥିରେ ଅତିରିକ୍ତ ଏସ୍‌, ଡିଏସ୍‌ପି, ଇନ୍ସପେକ୍ଟର […]

ସଂପୂର୍ଣ୍ଣ ପଢନ୍ତୁ

‘ନିଟ୍’ ଅସମାନତା ସୃଷ୍ଟି କରୁଛି, ଦୁଇ ଭାଷା ନୀତି ଜାରି ରହିବ: ବିଜୟ

ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ମଙ୍ଗଳବାର ଦେଇଥିବା ଭାଷଣରେ ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେବା ସହ ନିଟ୍ ପରୀକ୍ଷା, ହିନ୍ଦୀ ଥୋପିବା ପ୍ରସଙ୍ଗ ଓ କରୁର ଦଳାଚକଟା ଘଟଣା ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିଜୟ କହିଛନ୍ତି, କିଛି ଲୋକ ତାଙ୍କୁ କେବଳ ଜଣେ ଅଭିନେତା ଏବଂ ତାଙ୍କ ଦଳ ତାମିଲଗା ଭେଟ୍ରି କଝଗମ୍‌କୁ କେବଳ ଅଭିନେତାଙ୍କ ଦଳ ବୋଲି କହୁଛନ୍ତି। ହେଲେ ଏଭଳି ସମାଲୋଚନାକୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ। […]

ସଂପୂର୍ଣ୍ଣ ପଢନ୍ତୁ

ରଥଯାତ୍ରା ସ୍ବତନ୍ତ୍ର ପ୍ରସ୍ତୁତି: ପୁରୀକୁ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍, ୪୭୩ ସିସିଟିଭି ଲାଗିବ

ପୁରୀ: ରଥଯାତ୍ରା ୨୦୨୬ ପାଖେଇ ଆସୁଛି। ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଜାରି ରଖିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଖୁବ୍ ଶୀଘ୍ର ଏ ବ୍ୟବସ୍ଥା ଲାଗୁ ହେବ। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ସାହାଯ୍ୟରେ ୩ମାସ ପୂର୍ବରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଓକାକ ଏଥି ପାଇଁ ସ୍ୱତନ୍ତ୍ର […]

ସଂପୂର୍ଣ୍ଣ ପଢନ୍ତୁ