Court

ନାବାଳକ ଯୌନ ନିର୍ଯାତନା ମାମଲା: ଉର୍ଦ୍ଦୁ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ: ଏକ ନାବାଳକ ଦୁଷ୍କର୍ମ ମାମଲାର ଶୁଣାଣି କରି କଟକ ଆଡ୍‌-ହକ୍‌ ଅତିରିକ୍ତ ଦୌରା ଜଜ୍‌ (ଏଫଟିଏସସି-୧)ଙ୍କ ଅଦାଲତ ମାମଲାର ପ୍ରମୁଖ ଆସାମୀ ଉର୍ଦ୍ଦୁ ଶିକ୍ଷକ ହାଫିଜ୍‌ ନୁର୍‌ ଅର୍ତାଜ୍‌ ଓରଫ ଅଖତର (୨୦)ଙ୍କୁ ୨୦ ବର୍ଷ ‌ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବିଚାରପତି ପିକେ ଦାସ ପୋକସୋ ଆଇନର ଧାରା ୬ରେ ହାଫିଜକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜରିମାନା ରାଶି ଅନାଦେୟ କ୍ଷେତ୍ରରେ ଆସାମୀକୁ ଅଧିକ ୧ […]

ସଂପୂର୍ଣ୍ଣ ପଢନ୍ତୁ

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି: ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ବର: ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡିରେ ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

କର୍ମଯୋଗୀ ନିରଞ୍ଜନ ସ୍ୱାଇଁଙ୍କ ଦ୍ଵାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା: ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି

ମାହାଙ୍ଗା : ବିଶିଷ୍ଟ ସମାଜସେବୀ, କଳାନୁରାଗୀ, ବହୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ରାଜନେତା ନିରଞ୍ଜନ ସ୍ବାଇଁଙ୍କ ଦ୍ଵାଦଶାହ ତିଥି ଅବସରରେ ଅଲିଯୋଡ଼ା ସ୍ଥିତ ଜେ. ଏନ. କଲେଜ ପଡିଆଠାରେ ଏକ ଭାବପୂର୍ଣ୍ଣ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଅଭୟ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଗଭୀର ଭକ୍ତିଅର୍ଘ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଦାସ ସରୋବରରେ ନୌକାବିହାର ଉଦଘାଟନ : ସାରଳାପୀଠ ପରିଦର୍ଶନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଅନ୍ୟଏକ ଆକର୍ଷଣ

ଝଙ୍କଡ଼  : ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ପଞ୍ଚାୟତ ପୁଷ୍କରିଣୀ ” ସାରଳାଦାସ ସରୋବର “ରେ ଏଠାକୁ ଆସୁଥିବା ସମସ୍ତ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଙ୍କ ମନୋରଞ୍ଜନ ପାଇଁ ଏକ ନୌକାବିହାର ର ଶୁଭଉଦଘାଟନ ଉତ୍ସବ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପରିବେଶବିତ୍ତ ଅଶୋକ କୁମାର ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ, ତିର୍ତ୍ତୋଲ ବ୍ଲକ ବିଡ଼ିଓ ଗିରିଜାଶଙ୍କର ମଲ୍ଲିକ, ନୌକାବିହାର କୁ ଅନୁଷ୍ଠାନିକ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ବିରିତୋଳ ପଞ୍ଚାୟତରେ ବସୁଧା ଯୋଜନା ବିପର୍ଯ୍ୟସ୍ତ : ସମସ୍ତଙ୍କୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା ହେଉନାହିଁ କାର୍ଯ୍ୟକାରୀ

ଝଙ୍କଡ଼  :  ବସୁଧା ଯୋଜନାରେ ସମସ୍ତଙ୍କୁ ପାନୀୟଜଳ ଯୋଗାଣ ନିମନ୍ତେ ସରକାର ଗୋଟିଏ ଗୋଟିଏ ପ୍ରକଳ୍ପ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଚାଲିଥିବା ବେଳେ, ବାସ୍ତବକ୍ଷେତ୍ରରେ ଏହାର ଯଥାର୍ଥ କାର୍ଯ୍ୟକାରୀ ହୋଇପାରୁନାହିଁ l ଏହା ଏକ ବିକଳଚିତ୍ର ଦେଖିବାକୁ ମିଳିଛି, ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ବସୁଧା ଯୋଜନାରେ ନିର୍ମିତ ହୋଇଥିବା ଏହି ପାଣିଟାଙ୍କି ରେ l ଘରେଘରେ ପାନୀୟଜଳ ଯୋଗାଇ ଦେବା ନିମନ୍ତେ ଏହି ପଞ୍ଚାୟତ ର କେତେକ ରାଜସ୍ବଗ୍ରାମ […]

ସଂପୂର୍ଣ୍ଣ ପଢନ୍ତୁ

ଆଇକନ ଫାର୍ମ ହାଉସ ଡକାୟତି ମାମଲା: ଲୁଟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ୭ ଗିରଫ

କଟକ:ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋକୁଳପଲ୍ଲୀ ନିକଟସ୍ଥ ଆଇକନ ଫାର୍ମ ହାଉସରେ ଘଟିଥିବା ଏକ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସକୁ ଏକ ବଡ଼ସଫଳତା ମିଳିଛି। ଡକାୟତିର ୨୪ ଘଣ୍ଟା ମଧ୍ୟରେ ଏଥିରେ ଜଡ଼ିତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସାମଗ୍ରୀ, ନଗଦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି। ମାମଲାର ବିବରଣୀ ଅନୁଯାୟୀ, ଚଳିତ ଜୁନ ୧୯ ରିଖ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା […]

ସଂପୂର୍ଣ୍ଣ ପଢନ୍ତୁ

ପାହାଡ଼ପୁର ହେବ ଦେଶର ପ୍ରଥମ ସୌରଗ୍ରାମ, ଆରମ୍ଭ ହେଲା ସର୍ଭେ

ରାଇରଙ୍ଗପୁର/ବାଦାମପାହାଡ: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୁରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମକୁ ପହଞ୍ଚି ଜନ୍ମ ଦିନର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଗ୍ରାମର ଗ୍ରାମବାସୀଙ୍କ ପାଇଁ ବଡ଼ ଭେଟି ଦେଇଥିଲେ। କୋଣାର୍କ ଯେମିତି ସୂର୍ଯ୍ୟ ମନ୍ଦିର ନାମରେ ପରିଚିତ ସେମିତି ପାହାଡପୁର ଗ୍ରାମର ସୂର୍ଯ୍ୟ ଗ୍ରାମ ଭାବେ ପରିଚିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ପରେ ଆଜି ଗା:ରେ ସର୍ଭେ ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

କୋଚିଂ ସେଣ୍ଟରରେ ଲାଗିଲା ନିଆଁ: ଘଟଣାସ୍ଥଳରେ ୧୪ଜଣଙ୍କ ମୃତ୍ୟୁ

ଲକ୍ଷ୍ମୌ : ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଆଜି ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉଶା ମେହଟା ମାର୍ଗରେ ଥିବା ଏକ ୩ ମହଲା ବିଶିଷ୍ଟ କୋଠାରେ କୋଚିଂ ସେଣ୍ଟର୍‌ ସହ ‌ଏକ ପେଟ୍‌ ସପ୍‌ ଏବଂ ଏକ ଆନିମେସନ୍‌ ସେଣ୍ଟର୍‌ ଚାଲିଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ କୋଠାରେ ନିଆଁ ଲାଗି ଯାଇଥିଲା ଏବଂ ଆଖି ପିଛୁଳାକେ କଳା ଧୂଆଁ ଆକାଶକୁ ଉଠିବା ସହ ସ୍ଥାନୀୟ ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାରୋଡ଼ରେ ସାରଳାପୀଠକୁ ରାସ୍ତାର ନାମଫଳକ ଵିଜ୍ଞାପନ କାମରେ ଲାଗୁନି

ଝଙ୍କଡ଼ :  କଟକ ପାରାଦ୍ୱୀପ ରାସ୍ତାର ଦୋସଡ଼ିକ ଛକ ରେ ବହୁବର୍ଷ ଧରି ପୂର୍ତ୍ତବିଭାଗ ତରଫରୁ, ଏଠାରେ ଥିବା ତୋରଣ ପାର୍ଶ୍ଵରେ ଲଗାଯାଉଥିବା, ସାରଳା ମନ୍ଦିର କୁ ରାସ୍ତା ଵିଜ୍ଞାପନ ରେ 4 କିଲୋମିଟର 500 ମିଟର ଲେଖାଯାଇ ଏକ ତୀରଚିହ୍ନ ମଧ୍ୟ ସୂଚିତ କରାଯାଇ ଥିଲାବେଳେ, ଆଉ କେତେକ ବିଜ୍ଞାପନ ରେ ପାଞ୍ଚକିଲୋମିଟର ଓ ଛଅ କିଲୋମିଟର ବୋଲି ଲେଖାଯାଇଥିଲା l ଏହାର ଯଥାର୍ଥ ସମୀକ୍ଷା କରାଯାଇ ନିର୍ଦ୍ଦିଷ୍ଟ କିଲୋମିଟର ସଂଖ୍ୟା ଏହି ତିନିଟି ବିଜ୍ଞାପନ […]

ସଂପୂର୍ଣ୍ଣ ପଢନ୍ତୁ

ନିକୋବର ବିକାଶ ପ୍ରକଳ୍ପକୁ ନେଇ ରାହୁଲଙ୍କୁ ଟାର୍ଗେଟ୍ କଲେ କିରଣ ରିଜିଜୁ, ପରିବେଶ ଚିନ୍ତାକୁ କଲେ ଖଣ୍ଡନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଗ୍ରେଟ୍ ନିକୋବର ଦ୍ୱୀପପୁଞ୍ଜ ବିକାଶ ପ୍ରକଳ୍ପକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଗସ୍ତ ସମୟରେ ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଭାରତର ରଣନୈତିକ, ଆର୍ଥିକ ଓ ସାମୁଦ୍ରିକ ସ୍ୱାର୍ଥ ସହ ଜଡ଼ିତ ଥିବାବେଳେ ଏହାକୁ ବଦନାମ କରିବା ପାଇଁ କିଛି ମହଲ ଚେଷ୍ଟା କରୁଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ରାହୁଲ ଗାନ୍ଧୀଙ୍କ ସ୍କୁବା ଡାଇଭିଂ ଭିଡିଓ ଓ […]

ସଂପୂର୍ଣ୍ଣ ପଢନ୍ତୁ