ଯୋଗ ସମଗ୍ର ବିଶ୍ୱକୁ ଯୋଡ଼େ: ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ପାଇଁ କେବଳ ଭାରତ ନୁହେଁ, ବିଶ୍ବର ୧୯୧ଟି ଦେଶ ଉତ୍ସାହିତ ଅଛନ୍ତି। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଯୋଗ ବିଭିନ୍ନ କ୍ଷେତ୍ରରେ ପାଳନ ହେଉଛି। ଜଳ, ସ୍ଥଳ, ପାହାଡ଼ରେ ମଧ୍ୟ ଯୋଗ ଦିବସ ପାଳନ ପାଇଁ ଆୟୋଜନ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ଯୋଗ ଦିବସ ପାଇଁ ପଦକ୍ଷେପ ନିଆଯାଇଛି। କୋଲକାତାର ରେଡ୍‌ ‌ରୋଡ୍‌ରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଉଛନ୍ତି। ଦ୍ବାଦଶତମ ଯୋଗ ଦିବସରେ […]

ସଂପୂର୍ଣ୍ଣ ପଢନ୍ତୁ

ହୋଷ୍ଟେଲ୍‌ରେ ଇଂଜିନିୟରିଂ ଛାତ୍ରୀ ଆତ୍ମହତ୍ୟା ଘଟଣା: ମନ୍ତ୍ରୀଙ୍କ ପୁତୁରା ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଳନ୍ଥରା ନିକଟରେ ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟର ମହିଳା ଅନ୍ତେବାସରୁ ଜଣେ ଇଂଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରୀଜଣକ ବୁଗୁଡ଼ା ଅଞ୍ଚଳର ସ୍ମୃତି ଭୋଳ ବୋଲି ଜଣାଯାଇଥିଲା। ଫାଶୀ ହୋଇଥିବାରୁ ପ୍ରାଥମିକ ତଦନ୍ତରେ ପୁଲିସ ଏହାକୁ ଆତ୍ମହତ୍ୟା କହିଥିଲା। ତେବେ ପରବର୍ତ୍ତୀ ସମୟରେ ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ପୁଲିସ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରିବା ଦଫାରେ ଛାତ୍ରୀଙ୍କ ଛାତ୍ରବନ୍ଧୁ ତଥା ଖଣିମନ୍ତ୍ରୀଙ୍କ ପୁତୁରା ବିଶ୍ବଜିତ ଜେନାଙ୍କୁ ଗିରଫ କରିଛି। […]

ସଂପୂର୍ଣ୍ଣ ପଢନ୍ତୁ

ବଣୁଆପୀଠରେ ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା  : ମାହାଙ୍ଗା ବ୍ଲକର ଯୁବ ସାମ୍ବାଦିକ, ତଥା ସମ୍ବାଦର ସ୍ଥାନୀୟ ପ୍ରତିନିଧି ଦୀପକ କୁମାର ସାହୁଙ୍କ ଅକାଳ ବିୟୋଗ ମାହାଙ୍ଗା ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଦୀର୍ଘ ବର୍ଷ ଧରି ସେ ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଥିବା ବେଳେ,ହଠାତ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଟାଙ୍ଗୀ ସ୍ଥିତ ପଦ୍ମିନୀ କେୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘାଟିଥିଲା। ସ୍ବର୍ଗତ ସାହୁଙ୍କ ବିୟୋଗରେ ମାହାଙ୍ଗା ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

୩୪.୬୪ ଲକ୍ଷରୁ ଊର୍ଦ୍ଧ କୃଷକଙ୍କ ବ୍ୟାଙ୍କ ଖାତାକୁ ଗଲା ୬୯୨. ୮୬ କୋଟିର ଆର୍ଥିକ ସହାୟତା

ଭୁବନେଶ୍ୱର/ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ପଶ୍ଚିମବଙ୍ଗର ହୂଗୁଳି ସ୍ଥିତ ତାରକେଶ୍ୱର ଠାରେ ପିଏମ୍ କିଷାନ ଯୋଜନାର ୨୩ ତମ କିସ୍ତି ପ୍ରଦାନ କରାଯାଇଛି I ସମଗ୍ର ଦେଶରେ ୯ କୋଟି ୪୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮, ୮୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାର ୩୪.୬୪ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆଜି ୬୯୨.୮୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ପିଏମ୍ କିଷାନ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ; ପାହାଡ଼ପୁରରେ ପହଞ୍ଚିଲେ; ଆଦିବାସୀଙ୍କ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଇରଂଗପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ଜନ୍ମମାଟିରେ ଉତ୍ସାହ ଦେଖାଯାଇଛି। ‘ରାଷ୍ଟ୍ରପତି ତ ଆମ ଗାଁ ଝିଅ। ସାନବେଳୁ ତାଙ୍କୁ ଦେଖି ଆସୁଛୁ। ହେଲେ ପ୍ରଧାନମନ୍ତ୍ରୀଙ୍କୁ କେବେ ପାଖରେ ପାଇନଥିବାରୁ ତାଙ୍କୁ ଦେଖିବାକୁ ପାହାଡ଼ପୁରବାସୀ ବେଶ୍‌ ଉତ୍ସାହିତ’ ବୋଲି କହିଛନ୍ତି ଏହି ଗାଁର ସୋନା ମୁର୍ମୁ। ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଅପରାହ୍‌ଣରେ ମୟୂରଭଞ୍ଜ ମାଟିରେ ପାଦ ଦେଇ ସାରିଥିବା ବେଳେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ। […]

ସଂପୂର୍ଣ୍ଣ ପଢନ୍ତୁ

କୋଷ୍ଟିମଲ୍ଲିକାପୁର ପଞ୍ଚାୟତରେ ମୁଖ୍ୟମନ୍ତୀ ଅନ୍ନପୂର୍ଣ୍ଣାଯୋଜନାର କାର୍ଡବଣ୍ଟନ

ଝଙ୍କଡ଼ :  ରାଜ୍ୟସରକାର ଙ୍କ ଦୁଇବର୍ଷପୂର୍ତ୍ତି ପାଳନ ଉପଲକ୍ଷେ, ଗତ ଶନିବାରଦିନ, ତିର୍ତ୍ତୋଲବ୍ଲକ, କୋଷ୍ଟିମଲ୍ଲିକାପୁର ଗ୍ରାମପଞ୍ଚାୟତ ପରିସରରେ ଆୟୋଜିତ ପଞ୍ଚାୟତ ହିତାଧିକାରୀ ସମ୍ମିଳନୀ ରେ ଓ ସରପଞ୍ଚ ବିଭୁପ୍ରସାଦ ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ପ୍ରାୟ ପଚାଶଜଣ ରୁ ଉର୍ଦ୍ଧ, ଯୋଗ୍ୟବିବେଚିତ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ପ୍ରଦାନ କରାଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ, ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ବିଶ୍ୱଜିତ ଦାଶ, […]

ସଂପୂର୍ଣ୍ଣ ପଢନ୍ତୁ

ବର୍ଷେ ପୂରିନି ବରୁଣପଡା ସଅଁରା ବାଇପାସ କେନାଲବନ୍ଧ ରାସ୍ତା ଶୋଚନୀୟ

ଝଙ୍କଡ଼  :  ତିର୍ତ୍ତୋଲବ୍ଲକ, ଝଙ୍କଡ଼ ସାରଳାପୀଠରୁ ସଅଁରା ଛକ କୁ ଯିବା ରାସ୍ତାରେ ଅଇନିପୁର ଗାଁ ଭିତରେ ଅନେକ ଗୁଡିଏ ବାଙ୍କଥିବାରୁ, ବରୁଣପଡା ଛକପାଖରୁ ଆଉଏକ ବାଇପାସ ରୋଡ଼, କେନାଲବନ୍ଧ ଉପରେ ନିର୍ମାଣ କରାଯାଇଥିଲା l ମାତ୍ର ବର୍ଷେ ନପୂରୁଣୁ ଏହି କେନାଲବନ୍ଧ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଛି l ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ବଡ଼ ଖାଲଖମା ହୋଇଥିବା ବେଳେ, କେଉଁଠି କେମିତି ପିଚୁଉଠିଗଲାଣି l ଯାହାଫଳରେ ଏହି ରାସ୍ତାଦେଇ ଜଗତସିଂହପୁର ସଦର ମହକୁମା […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ନିରଞ୍ଜନ ସ୍ୱାଇଁଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା  : ବିଜୁ ବାବୁଙ୍କ ଏକାନ୍ତ ଅନୁଗାମୀ,ପୂର୍ବତନ ବ୍ଲକ ଜନତାଦଳ ସଭାପତି, ପୂର୍ବତନ ସମିତିସଭ୍ୟ, ଜେଏନ କଲେଜ କୁଆଁପାଳ ର ପ୍ରତିଷ୍ଠାତା ସଦସ୍ୟ ନିରଞ୍ଜନ ସ୍ୱାଇଁଙ୍କ ବିୟୋଗରେ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ କୋଠପଦା ଗୌରୀ ପ୍ୟାଲେସ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ବୁଦ୍ଧିଜୀବୀ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ବାସୁଦେବପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସୁରେନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିଲେ l ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ […]

ସଂପୂର୍ଣ୍ଣ ପଢନ୍ତୁ

ଚାମେଲୀ ଘଟଣାରେ ଗିରଫ ହେଲେ ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ

ମହାକାଳପଡ଼ା : ଚଳିତ ଜୁନ୍‌ ୧୧ ତାରିଖ ମହାକାଳପଡ଼ା ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ସହିତ ବିଡ଼ିଓ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ଉପୁଜିଥିବା ବିବାଦ ସମ୍ପ୍ରତି ସମଗ୍ର ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ଘଟଣାରେ ଆଜି (ଶୁକ୍ରବାର) ପୁଲିସ ଦ୍ବିତୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚାମେଲୀଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଗତକାଲି […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଂଗପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ଜନ୍ମମାଟିରେ ଉତ୍ସାହ ଦେଖାଯାଇଛି। ‘ରାଷ୍ଟ୍ରପତି ତ ଆମ ଗାଁ ଝିଅ। ସାନବେଳୁ ତାଙ୍କୁ ଦେଖି ଆସୁଛୁ। ହେଲେ ପ୍ରଧାନମନ୍ତ୍ରୀଙ୍କୁ କେବେ ପାଖରେ ପାଇନଥିବାରୁ ତାଙ୍କୁ ଦେଖିବାକୁ ପାହାଡ଼ପୁରବାସୀ ବେଶ୍‌ ଉତ୍ସାହିତ’ ବୋଲି କହିଛନ୍ତି ଏହି ଗାଁର ସୋନା ମୁର୍ମୁ। ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଅପରାହ୍‌ଣରେ ମୟୂରଭଞ୍ଜ ମାଟିରେ ପାଦ ଦେଇ ସାରିଥିବା ବେଳେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ। […]

ସଂପୂର୍ଣ୍ଣ ପଢନ୍ତୁ