ଓଡ଼ିଶାରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ; ପାହାଡ଼ପୁରରେ ପହଞ୍ଚିଲେ; ଆଦିବାସୀଙ୍କ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରାଇରଂଗପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ଜନ୍ମମାଟିରେ ଉତ୍ସାହ ଦେଖାଯାଇଛି। ‘ରାଷ୍ଟ୍ରପତି ତ ଆମ ଗାଁ ଝିଅ। ସାନବେଳୁ ତାଙ୍କୁ ଦେଖି ଆସୁଛୁ। ହେଲେ ପ୍ରଧାନମନ୍ତ୍ରୀଙ୍କୁ କେବେ ପାଖରେ ପାଇନଥିବାରୁ ତାଙ୍କୁ ଦେଖିବାକୁ ପାହାଡ଼ପୁରବାସୀ ବେଶ୍ ଉତ୍ସାହିତ’ ବୋଲି କହିଛନ୍ତି ଏହି ଗାଁର ସୋନା ମୁର୍ମୁ। ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଅପରାହ୍ଣରେ ମୟୂରଭଞ୍ଜ ମାଟିରେ ପାଦ ଦେଇ ସାରିଥିବା ବେଳେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ। […]
ସଂପୂର୍ଣ୍ଣ ପଢନ୍ତୁ