ଲଳିତଗିରିରେ ଶିକ୍ଷାବିତ ରୁକ୍ମିଣୀ ଦେବୀଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା
ମାହାଙ୍ଗା : ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଶିକ୍ଷାବିତ ମହେନ୍ଦ୍ର ସିଂଙ୍କ ସହଧର୍ମିଣୀ ସ୍ୱର୍ଗୀୟା ରୁକ୍ମିଣୀ ଦେବୀଙ୍କ ସ୍ମୃତିରେ ଐତିହାସିକ ବୌଦ୍ଧପୀଠ ଲଳିତଗିରିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସର୍ବଭାରତୀୟ ଶିକ୍ଷା ସମିତିର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରୁକ୍ମିଣୀ ଦେବୀଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ଶିକ୍ଷାବିତ ଲାଲ […]
ସଂପୂର୍ଣ୍ଣ ପଢନ୍ତୁ