ଆଦର୍ଶ ମହିଳା ଲକ୍ଷ୍ମୀ ଜେନାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି
ମାହାଙ୍ଗା : ପଲ୍ଲିକବି ନନ୍ଦକିଶୋର ଓ ଶିଳ୍ପୀ ଗୁରୁ ବି ବର୍ମାଙ୍କ ଜନ୍ମମାଟି କୁସୁପୁର ଠାରେ ଆଦର୍ଶ ଧର୍ମପ୍ରାଣା ମହିଳା ଶତାୟୁ ଲକ୍ଷ୍ମୀ ଜେନାଙ୍କ ଏକାଦଶାହ ତିଥିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନନ୍ଦକିଶୋର ବିଦ୍ୟାମନ୍ଦିର କୁସୁପୁର ଏବଂ ଗ୍ରାମ୍ୟ ସାଇ ମନ୍ଦିରକୁ ଭୂମି ଦାନକରିବା ସହିତ, ଗ୍ରାମର […]
ସଂପୂର୍ଣ୍ଣ ପଢନ୍ତୁ