ବିଜେପିରେ ଯୋଗଦେଲେ ଆମର ପଟ୍ଟନାୟକ
ଭୁବନେଶ୍ଵର, ୩/୧୧ : ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ବିଜେପିରେ ସାମିଲ ହେବା ପରେ ଅମର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। ଯେତେବେଳେ ବି ସଂସଦରେ ମୋଦୀଙ୍କ ଭାଷଣ ଶୁଣିଛି , ମୁଁ ପ୍ରଭାବିତ ହୋଇଛି। ଭାରତକୁ ଆଗକୁ ଦେବା ପାଇଁ ତାଙ୍କ ପ୍ରତିବଦ୍ଧତାରେ ମୁଁ […]
ସଂପୂର୍ଣ୍ଣ ପଢନ୍ତୁ