1749776354 Rupani

ଦୁର୍ଘଟଣାଗ୍ରସ୍ତ ବିମାନର ଉଦଘାଟନ କରିଥିଲେ ରୂପାଣୀ, ୨ଥର ଟିକେଟ ବାତିଲ୍ କରି ଜୁନ୍ ୧୨କୁ ବାଛିଥିଲେ

ଅହମଦାବାଦ: ଅହମଦାବାଦରେ ହୃଦୟବିଦାରକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସମ୍ପର୍କରେ ଆଉ ଏକ ଦୁଃଖଦ ସଂଯୋଗ ସାମ୍ନାକୁ ଆସିଛି। ଭାଗ୍ୟର ଖେଳ ଥିଲା ଯେ ରୂପାଣୀ ସେହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନରେ ଚଢ଼ିଥିଲେ। ପ୍ରକୃତରେ, ଏହା ରୂପାଣୀଙ୍କର ଲଣ୍ଡନକୁ ତୃତୀୟ ଟିକେଟ୍ ଥିଲା। ସେ ଭିନ୍ନ ଭିନ୍ନ କାରଣରୁ ଦୁଇଥର ତାଙ୍କ ଟିକେଟ୍ ବାତିଲ କରିଥିଲେ। ସମସ୍ତ କାମ ସରିବା ପରେ, ଶେଷରେ ସେ ଜୁନ୍ ୧୨ତାରିଖରେ ବୋଇଂ ୭୮୭ ଡ୍ରିମଲାଇନର୍ […]

ସଂପୂର୍ଣ୍ଣ ପଢନ୍ତୁ
Gtzc2gcxoaacjyf

ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ: ସ୍ନେହାଶିଷ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ପ୍ରକାଶ ପାଇଛି। ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ନିଟ୍ neet.nta.nic.inର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ)ମଧ୍ୟ ପାସ୍ କରିଥିବା ପ୍ରାର୍ଥୀଙ୍କ ନମ୍ବର ଏବଂ ଟପ୍ପରଙ୍କ ନାମ ଘୋଷଣା କରିଛି। ଚଳିତ ବର୍ଷ ରାଜସ୍ଥାନର ମହେଶ କୁମାର ନିଟ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି, ଯେତେବେଳେ ମଧ୍ୟପ୍ରଦେଶର ଉତ୍କର୍ଷ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି। ସ୍ନେହାଶିଷ […]

ସଂପୂର୍ଣ୍ଣ ପଢନ୍ତୁ
Hq720

ଇରାନ ସେନା ମୁଖ୍ୟ, କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ: ଭୟଙ୍କର ପରିଣାମ ଭୋଗିବାକୁ ଇସ୍ରାଏଲକୁ ଖାମନେଇଙ୍କ ଚେତାବନୀ

ତେହେରାନ : ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ବଡ଼ କ୍ଷତି ଘଟିଛି। ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଥିବାବେଳେ ଏଥିରେ ଇରାନ ରିଭୋଲ୍ୟୁସନାରି ଗାର୍ଡ ମୁଖ୍ୟ ଜେନେରାଲ ବଘେରି ଏବଂ କମାଣ୍ଡର ଇନ ଚିଫ ହୋସେନ ସଲାମିଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପରମାଣୁ ଅସ୍ତ୍ର ବିକାଶ ତଥା ଗବେଷଣା କେନ୍ଦ୍ର ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ଯୋଗୁ ୨ ଜଣ ବୈଜ୍ଞାନିକଙ୍କ ପ୍ରାଣହାନୀ ଘଟିଛି। ଏହା ଛଡ଼ା ବିଭିନ୍ନ ସ୍ଥାନରେ […]

ସଂପୂର୍ଣ୍ଣ ପଢନ୍ତୁ
Resize

ବାପାଙ୍କୁ କ’ଣ କଥା ଦେଇଥିଲେ ଏୟାର ଇଣ୍ଡିଆ ବିମାନର ପାଇଲଟ, ଯାହା ରହିଗଲା ଅଧା

ନୂଆଦିଲ୍ଲୀ  : ଗୁରୁବାର (ଜୁନ ୧୨, ୨୦୨୫) ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ଦୁଇଜଣ ପାଇଲଟ ଏବଂ କ୍ରୁ ସଦସ୍ୟ ଥିଲେ, ଯେଉଁଥିରୁ କେବଳ ଜଣେ ବଞ୍ଚି ଯାଇଥିଲେ ଏବଂ ବାକି ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବିମାନର ପାଇଲଟ ଥିଲେ ସୁମିତ ସବରୱାଲ, ଯାହାଙ୍କର ୮୨୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzzzzzzz

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ, ପୁଅକୁ ବଞ୍ଚାଇବାକୁ ନିଆଁ ସହ ଲଢୁଛି ମାଆ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ମଧ୍ୟରେ ବିମାନ ଭିତରେ ଥିବା ଲୋକମାନଙ୍କ ସହ ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ସାମିଲ ଅଛନ୍ତି। ଏହି ଦୁର୍ଘଟଣା ପରେ ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା ତାଙ୍କ ପୁଅକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି। କୁହାଯାଉଛି ଯେ, ଯେତେବେଳେ ଏହି ବିମାନଟି ଅହମ୍ମଦାବାଦର ମେଘାନୀ ନଗରରେ ଦୁର୍ଘଟଣାଗ୍ରସ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzz

ଇସ୍ରାଏଲ-ଇରାନ ଉତ୍ତେଜନା ନେଇ ଭାରତର ଉଦ୍‌ବେଗ, ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ହିଂସା ପଥ ଛାଡ଼ି କୂଟନୈତିକ ସ୍ତରରେ ଆଲୋଚନା ଜରିଆରେ ଦୁଇ ଦେଶ ପରସ୍ପର ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ଲାଗି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି। ଇସ୍ରାଏଲ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଇରାନ ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ଇରାନ ପାଲଟା ଜବାବ ଦେଇଛି। ଭାରତ ଉଭୟ ଦେଶକୁ ଆକ୍ରମଣ ପ୍ରତିଆକ୍ରମଣରୁ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzz

ଅହମଦାବାଦ ବିମାନ ଦୁର୍ଘଟଣା ; ସଭିଁଙ୍କୁ ମର୍ମାହତ କରୁଛି  ଡାକ୍ତର ଦମ୍ପତିଙ୍କ ନିଜ ୩ ଶିଶୁଙ୍କ ସହ ଶେଷ ସେଲ୍‌ଫି

ନୂଆଦିଲ୍ଲୀ : ଏକ ଡାକ୍ତର ଦମ୍ପତି ନିଜ ୩ ଶିଶୁଙ୍କ ସହ ବ୍ରିଟେନରେ ନିଜ ଜୀବନରେ ନୂଆ ଆରମ୍ଭ କରିବାକୁ ଯାଉଥିଲେ । ମାତ୍ର ନୂଆ ସ୍ୱପ୍ନ ପୂରଣ କରିବା କେବଳ ସ୍ୱପ୍ନରେ ହିଁ ରହିଗଲା । ଗତକାଲି ଘଟିଥିବା ଅହମଦାବାଦର ଦୁର୍ଘଟଣାରେ ତାଙ୍କର ଏହି ବିମାନଯାତ୍ରା ପରିବାରର ୫ ସଦସ୍ୟଙ୍କ ପାଇଁ ଶେଷ ଯାତ୍ରା ହୋଇଗଲା । ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏହି ପରିବାର ନିଜର ଶେଷ ସେଲଫି ନେଇଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
Zzzzz

ମିଳିଲା ବ୍ଲାକ୍‌ବକ୍ସ: ଏବେ ଜଣାପଡ଼ିବ ଭୟଙ୍କର ଦୁର୍ଘଟଣା ପଛର କାରଣ

ନୂଆଦିଲ୍ଲୀ,୧୩।୬: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ି ଜଳିଯାଇଥିଲା। ଏଥିରେ ୧୨ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀ ରମେଶ ବିଶ୍ୱାସକୁମାର ଦୁର୍ଘଟଣାର ଶେଷ ମୁହୂର୍ତ୍ତରେ ଡେଇଁ ଜୀବନ ବଞ୍ଚାଇପାରିଛନ୍ତି। ଘଟଣାରେ ମେଡିକାଲ […]

ସଂପୂର୍ଣ୍ଣ ପଢନ୍ତୁ
Zzzz

ଏତେ ବଡ଼ ପ୍ଲେନକ୍ରାଶ୍‌ର କାରଣକୁ ନେଇ ଚର୍ଚ୍ଚା

ଅହମଦାବାଦ, ୧୩।୬: ଗୁରୁବାର ଅହମଦାବାଦରୁ ଲଣ୍ଡନର ଗାଟୱିକ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଉଡ଼ାଣ ପରେ କିଛି ମୁହୂର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ରମେଶ ଏକମାତ୍ର ବଞ୍ଚିଥିବା ଯାତ୍ରୀ ଭାବେ ଚିହ୍ନଟ ହୋଇଛନ୍ତି। ବିମାନଟି ଅହମଦାବାଦର ବିଜେ ମେଡିକାଲ କଲେଜ ଓ ହସ୍ପିଟାଲର ହଷ୍ଟେଲ ଉପରେ ଖସିଥିଲା, ଯେଉଁଠାରେ […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 06 13 At 2.47.19 Pm

ଚମତ୍କାର: ବିମାନ ଦୁର୍ଘଟଣା ନିଆଁରେ ମୃତ୍ୟୁ ବରଣ କଲେ ୨୬୫, ଅକ୍ଷତ ଅବସ୍ଥାରେ ମିଳିଲା ‘ଭଗବଦ୍ ଗୀତା’

ଅହମଦାବାଦ: ବିମାନ ଦୁର୍ଘଟଣାରେ ଯେତେବେଳେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ଆଉ ୨୬୫ ଜୀବନ ଚାଲିଯାଇଛି । ସେଥିରୁ ଅନୁମାନ କରନ୍ତୁ ଦୁର୍ଘଟଣା କେତେ ଭୟାନକ ହୋଇଥିବ । ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତିଯିବା କେଉଁ ଚମତ୍କାର ଠାରୁ କମ ନୁହେଁ ବୋଲି ଯେତେବେଳେ କୁହାଯାଉଛି । ଠିକ୍ ସେତିକି ବେଳେ ଆଉ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । […]

ସଂପୂର୍ଣ୍ଣ ପଢନ୍ତୁ