ସରକାରୀ ଚାକିରି ଓ ସମ୍ପତ୍ତି ଲୋଭରେ ସୁପାରି ଦେଇ ମାଆଙ୍କୁ ହତ୍ୟା କରାଇଲା ଝିଅ, ୭ ଗିରଫ

ଜୟପୁର: ରାଜସ୍ଥାନର ଜୟପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସରକାରୀ ଚାକିରି ଓ ସମ୍ପତ୍ତି ହାତେଇବା ଲକ୍ଷ୍ୟରେ ଜଣେ ୨୩ ବର୍ଷୀୟା ଯୁବତୀ ନିଜ ମାଆଙ୍କୁ ସୁପାରି ଦେଇ ହତ୍ୟା କରାଇଥିବା ଅଭିଯୋଗରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଏହି ଘଟଣାକୁ ସଡ଼କ ଦୁର୍ଘଟଣା ବୋଲି ଦେଖାଇବା ପାଇଁ ଯୋଜନା କରାଯାଇଥିଲା। ପୁଲିସ କହିଛି, ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି ଏବଂ ତାକୁ ଧରିବା ପାଇଁ ଖୋଜାଖୋଜି ଚାଲିଛି। ମୃତକ […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ଇରାନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି

ତେହେରାନ: ଇରାନର ଦକ୍ଷିଣ ଉପକୂଳ ଅଞ୍ଚଳରେ ଘରୋଇ ଭିତ୍ତିଭୂମି ଉପରେ ତଥା ପୂର୍ବରେ ଦୁଇଟି ସେତୁ ଉପରେ ଆମେରିକାର ଆକ୍ରମଣକୁ ଇରାନ କଡ଼ା ଭାଷାରେ ନିନ୍ଦା କରିଛି। ଇରାନ ସରକାର କହିଛନ୍ତି, ଏହି ଆକ୍ରମଣ ଆନ୍ତର୍ଜାତିକ ଆଇନର ସ୍ପଷ୍ଟ ଉଲ୍ଲଂଘନ ଏବଂ ଏହା ଏକ ‘ଘୋର ଯୁଦ୍ଧ ଅପରାଧ’। ସେହିପରି ଆମେରିକା ସହ ହୋଇଥିବା ଚୁକ୍ତିର କୌଣସି ଉଲ୍ଲଂଘନ କିମ୍ବା ବିଦେଶୀ ଚାପ ଇରାନର ଜାତୀୟ ସ୍ୱାର୍ଥ ଓ ନୀତିକୁ ପ୍ରଭାବିତ କରିପାରିବ ନାହିଁ ବୋଲି ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଇରାନ-ଆମେରିକା ମଧ୍ୟରେ ପୁଣି ସଂଘର୍ଷ ଆରମ୍ଭ

ଦୁବାଇ: ଇରାନ-ଆମେରିକା ମଧ୍ୟରେ ଆଜି ପୁଣି ସଂଘର୍ଷ ଆରମ୍ଭ ହେବା ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଉଭୟ ରାଷ୍ଟ୍ର ମଧ୍ୟରେ ମାସେ ଧରି ଚାଲିଥିବା ଶାନ୍ତି ବୁଝାମଣା ସମ୍ପୂର୍ଣ୍ଣ ଶେଷ ହୋଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଆତଙ୍କ ସୃଷ୍ଟି କରିଛି। ପରସ୍ପର ଉପରେ ଅତି ଭୟାବହ ସାମରିକ ଆକ୍ରମଣ ହେଉଥିବାରୁ ଗଲ୍ଫ ସହଯୋଗ ପରିଷଦ (ଜିସିସି)ର ସଦସ୍ୟ ଦେଶଗୁଡ଼ିକରେ ଏହି ଘଟଣା ସଂଘାତିକ ସ୍ଥିତି ସୃଷ୍ଟି କରିଛି ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ରାମମନ୍ଦିର ଦାନ ଚୋରି ପ୍ରସଙ୍ଗରେ ବିରୋଧୀଙ୍କୁ ଯୋଗୀଙ୍କ ପାଲଟା ଆକ୍ରମଣ

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ଭକ୍ତମାନଙ୍କ ଦାନ ଚୋରି ଅଭିଯୋଗକୁ ନେଇ ଉତ୍ତର ପ୍ରଦେଶରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି (ଏସ୍‌ପି) ଓ କଂଗ୍ରେସ ବିଜେପି ଓ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଟାର୍ଗେଟ୍ କରୁଥିବାବେଳେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର କଡ଼ା ଜବାବ ଦେଇଛନ୍ତି। ସେ ବିରୋଧୀ ଦଳଗୁଡ଼ିକ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିବା ସହ ୱକଫ୍ ଜମି ପ୍ରସଙ୍ଗରେ ସେମାନଙ୍କ ନିରବତାକୁ ପ୍ରଶ୍ନ କରିଛନ୍ତି। ପ୍ରତାପଗଡ଼ରେ […]

ସଂପୂର୍ଣ୍ଣ ପଢନ୍ତୁ

ରାମ ମନ୍ଦିର ଟ୍ରଷ୍ଟର ପରବର୍ତ୍ତୀ ନୂଆ ମହାସଚିବ ହେବେ ବଜରଙ୍ଗ ବାଗଡା !

ଲକ୍ଷ୍ନୌ: ରାମ ମନ୍ଦିରେ ଦାନ ଚୋରି ହେବା ପରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଗ୍ରହଣ କରିଛି । ଟ୍ରଷ୍ଟ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ କୃଷ୍ଣ ମୋହନଙ୍କୁ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଛି । କାର୍ଯ୍ୟଭାର ଗ୍ରହଣ କରିବା ପରେ, କୃଷ୍ଣ ମୋହନ କହିଥିଲେ ଯେ ଚୋରି ପାଇଁ ଦୋଷୀମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ । […]

ସଂପୂର୍ଣ୍ଣ ପଢନ୍ତୁ

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି: ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ବର: ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡିରେ ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
1952961 Trump

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ମଧ୍ୟ କୁହାଯାଉଥିଲା। ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ […]

ସଂପୂର୍ଣ୍ଣ ପଢନ୍ତୁ
Cyber Crime 1 750x430

ସାଇବର ଅପରାଧୀମାନେ ହେଉଛନ୍ତି ସମାଜର ‘ପରଜୀବୀ’, ସେମାନଙ୍କୁ ଜେଲ୍ ଭିତରେ ରଖିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ସାଇବର ଜାଲିଆତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ବୁଧବାର ଦିନ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏକ ସାଇବର ନିବେଶ ଠକେଇ ମାମଲାରେ ସଂପୃକ୍ତ ଅଭିଯୁକ୍ତର ଜାମିନ ଆବେଦନକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିବା ସହ ସାଇବର ଅପରାଧୀମାନେ ହେଉଛନ୍ତି ସମାଜର ‘ପରଜୀବୀ’ ଏବଂ ସେମାନଙ୍କୁ ଜେଲ୍ କୋଠରୀ ଭିତରେ ରଖିବା ଦ୍ୱାରା ହିଁ ସମାଜର ସର୍ବୋତ୍ତମ ହିତ ସାଧନ ହୋଇପାରିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) […]

ସଂପୂର୍ଣ୍ଣ ପଢନ୍ତୁ

UPSC: ପ୍ରିଲିମ ପରୀକ୍ଷା ପେପର ଲିକ୍‌ ହୋଇଥିବା ଅଭି‌ଯୋଗ

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ୨୦୨୬କୁ ନେଇ ଏକ ସଦ୍ୟ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ଦଳର ଛାତ୍ର ଶାଖା ଏନ୍‌ଏସୟୁଆଇ ( ନ୍ୟାସନାଲ ଷ୍ଟୁଡେଣ୍ଟ୍‌ସ ୟୁନିଅନ ଅଫ ଇଣ୍ଡିଆ) ପରୀକ୍ଷାରେ ଅନିୟମିତତା ଏବଂ ଏକ ସମ୍ଭାବ୍ୟ ପେପର ଲିକ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନ୍‌ଏସୟୁଆଇ ଏହି ପ୍ରସଙ୍ଗରେ ୟୁପିଏସ୍‌ସି ( ୟୁନିଅନ ପବ୍ଲିକ ସର୍ଭିସ କମିସନ୍‌) ଠାରୁ ସ୍ପଷ୍ଟୀକରଣ ମାଗିଛି ଏବଂ ଘଟଣାରେ ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି। […]

ସଂପୂର୍ଣ୍ଣ ପଢନ୍ତୁ

ଇରାନ ପାଖରେ ପରମାଣୁ ଅସ୍ତ୍ର ଥିଲେ ଅବିଶ୍ୱସନୀୟ ପରିଣାମ ଭୋଗିବାକୁ ପଡ଼ିବ: ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ କଦାପି ଆଣବିକ ଅସ୍ତ୍ର ହାସଲ କରିବା ଉଚିତ ନୁହେଁ ଏବଂ ଯଦି ଏହା ପାଖରେ ପରମାଣୁ ଅସ୍ତ୍ର ଥିବ ତା’ହେଲେ ତେବେ ଏହାର ଅବିଶ୍ବସନୀୟ ପରିଣାମ ଭୋଗିବାକୁ ପଡ଼ିବ। ଜି-୭ ଶିଖର ସମ୍ମିଳନୀ ଅବସରରେ ସେ ଏହା କହିଛନ୍ତି। ଆଣବିକ ଅସ୍ତ୍ର ହାସଲ କରବାରୁ ଇରାନକୁ ରୋକିବା ଏକ ପ୍ରାଥମିକ ଉଦ୍ଦେଶ୍ୟ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ବ୍ୟତୀତ ଆମେରିକାର […]

ସଂପୂର୍ଣ୍ଣ ପଢନ୍ତୁ