ନେତାନ୍ୟାହୁଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛି ଇରାନ!
ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ହତ୍ୟା କରିବା ପାଇଁ ଦାୟୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଛାଡ଼ିବନି ଇରାନ। ତାଙ୍କୁ ଯେକୌଣସି ଉପାୟରେ ହତ୍ୟା କରିବା ପାଇଁ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି) ଶପଥ ନେଇଛି। ଆଇଆର୍ଜିସି କହିଛି ଯେ ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ମଧ୍ୟରେ ନେତାନ୍ୟାହୁ ସର୍ବଦା ଏକ ଟାର୍ଗେଟ୍ ହୋଇ ରହିବେ। ଏକ ବିବୃତିରେ ଆଇଆର୍ଜିସି ନେତାନ୍ୟାହୁଙ୍କୁ ଜଣେ ‘ଅପରାଧୀ ଇହୁଦୀ ପ୍ରଧାନମନ୍ତ୍ରୀ’ ଭାବରେ ବର୍ଣ୍ଣନା କରିଛି […]
ସଂପୂର୍ଣ୍ଣ ପଢନ୍ତୁ