ତିର୍ତ୍ତୋଲ ପଞ୍ଚାୟତ ସମିତି ର ସ୍ବତନ୍ତ୍ର ଅଧିବେଶନ : ଯୋଗଦେଲେ ମନ୍ତ୍ରୀ ଓ ସାଂସଦ
ଭୁବନେଶ୍ବର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଗତ ମଙ୍ଗଳବାର ଦିନ ଅପରାହ୍ନରେ, ତିର୍ତ୍ତୋଲ ପଞ୍ଚାୟତ ସମିତି ର ଏକ ସ୍ବତନ୍ତ୍ର ଅଧିବେଶନ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବତନ୍ତ୍ର ଅଧିବେଶନ ରେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ, ମାନ୍ୟବର ମନ୍ତ୍ରୀ ସମ୍ପଦ ସ୍ଵାଇଁ ଓ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଓ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଯୋଗଦେଇଥିବା ବେଳେ ବ୍ଲକ ବିଡ଼ିଓ ଗିରିଜା […]
ସଂପୂର୍ଣ୍ଣ ପଢନ୍ତୁ