Skcei84erj2fbcvyrzjz

ମିଆଁମାର ଭୂମିକମ୍ପ: ୫୯ମୃତ, ୨୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ) ଏହାର ତୀବ୍ରତା ୭.୫ ହେବ ବୋଲି ଆକଳନ କରିଛି। ଏହା ସହ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୦ ଥିଲା ବୋଲି ସାମ୍ନାକୁ ଆସିଛି। ଭୂମିକମ୍ପରେ ଥାଇଲ୍ୟାଣ୍ଡ ମଧ୍ୟ ଥରି ଉଠିଛି। ଏଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ମିଆଁମାରରେ ଲଗାତାର […]

ସଂପୂର୍ଣ୍ଣ ପଢନ୍ତୁ
Capture 41 750x430

ସମ୍ବଲପୁର ମଣପୁରମ୍‌ ଫାଇନାନ୍ସ ଡକାୟତି ଘଟଣା, କୋର୍ଟରେ ହାଜର ହେବ ମାଷ୍ଟରମାଇଣ୍ଡ ସୁବୋଧ ସିଂହ

ସମ୍ବଲପୁର: ସମ୍ବଲପୁର ବୁଢ଼ାରଜା ସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣା । ଲୁଟର ମାଷ୍ଟରମାଇଣ୍ଡ ସୁବୋଧ ସିଂହକୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୋଲିସ । ପଶ୍ଚିମବଙ୍ଗର ପ୍ରେସିଡେନ୍ସି ଜେଲରେ ଥିଲା ମାଷ୍ଟରମାଇଣ୍ଡ ସୁବୋଧ ସିଂହ । ଆଜି ସମ୍ବଲପୁର ଏସ୍‌ଡିଜେଏମ୍ କୋର୍ଟରେ ସୁବୋଧକୁ ହାଜର କରା‌ଯିବ । ଏଥିସହ ସୁବୋଧକୁ ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ସମ୍ବଲପୁର ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ […]

ସଂପୂର୍ଣ୍ଣ ପଢନ୍ତୁ
Heat

ପୁଣି ବଢିଲା ତାତି : ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ, ୪୦ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର : ପୁଣି ବଢିଲା ତାତି,୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର।ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ୩ ଦିନ ଯାଏ ହିଟ ୱେଭ ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ୪୨ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟ ତାପମାତ୍ରା । ଆସନ୍ତା ୨୪ ଘଂଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ […]

ସଂପୂର୍ଣ୍ଣ ପଢନ୍ତୁ
8079eff9 9e30 4c8c 8d35 2e7122e24ced

ଗରାମ ମା’ଭଗବତୀଙ୍କ ପୀଠରେ ଏକବିଂଶତମ ଭାଗବତ ପାରାୟଣ ପ୍ରବଚନ

ଜଗତସିଂହପୁର/ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ସ୍ଥିତ ମା ଭଗବତୀ ଙ୍କ ପୀଠସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉ ଭାଗବତ ପ୍ରଚାର ସମିତି ଆନୁକୁଲ୍ୟରେ ଗତ ଚୈତ୍ର ଶୁକ୍ଲ ପ୍ରତିପଦ, ହିନ୍ଦୁ ନବବର୍ଷ ଉପଲକ୍ଷେ, ମାର୍ଚ୍ଚ ୨୪ ତାରିଖ ଠାରୁ ୨୧ ତମ ଶ୍ରୀମଦ୍ ଭାଗବତ ପାରାୟଣ ପ୍ରବଚନ ସମାରୋହ ର ଶୁଭାରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ କବି ଦିଗାମ୍ବର ରାଉତ, ୨ୟ ସନ୍ଧ୍ୟାରେ ସ୍ବାମୀ ଶୃତିସାଗରାନନ୍ଦ ସରସ୍ୱତୀ ତୃତୀୟ, ଚତୁର୍ଥ ସନ୍ଧ୍ୟାରେ ଭାଗବତ […]

ସଂପୂର୍ଣ୍ଣ ପଢନ୍ତୁ
Zzzzz

‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି ଓଏସ୍‌ଆର୍‌ଟିସି

ଭୁବନେଶ୍ୱର : ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC । ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି। ସେହିପରି ୨୦୨୨-୨୩ରେ ୧୪୫ […]

ସଂପୂର୍ଣ୍ଣ ପଢନ୍ତୁ
Zzz

ଆହତ କଂଗ୍ରେସ କର୍ମୀଙ୍କୁ ହସ୍ପିଟାଲରେ ଭେଟିଲେ ବିଧାୟକ ତାରାପ୍ରସାଦ

ଭୁବନେଶ୍ବର : ବିଧାନସଭା ଘେରାଓ ସମୟରେ ଆଜି ପୁଲିସର ଲାଠିଚାର୍ଜରେ ଆହତ ହୋଇଥିବା କଂଗ୍ରେସ କର୍ମୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆହତ କର୍ମୀମାନଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡିଛି। ଆହତ କର୍ମୀମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ବିଧାୟକ ତାରାପ୍ରସାଦ। ସେ କହିଛନ୍ତି, ଆମର କଂଗ୍ରେସ କର୍ମୀମାନଙ୍କ ପାଇଁ ମୁଁ ଗର୍ବିତ ଯେଉଁମାନେ ନିର୍ଭୀକ ଭାବରେ ସମ୍ବେଦନହୀନ ଏବଂ ଅତ୍ୟାଚାରୀ ବିଜେପି […]

ସଂପୂର୍ଣ୍ଣ ପଢନ୍ତୁ
Images (3)

ମଧ୍ୟାହ୍ନ ଭୋଜନରେ ସାମିଲ ହେଲା ପୁଷ୍ଟିକର ଲଡୁ : ଅଣ୍ଡା ୩ ଦିନ, ଲଡୁ ୩ଦିନ ମିଳିବ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧ ତାରିଖରୁ ବଦଳିବାକୁ ଯାଉଛି ମଧ୍ୟାହ୍ନ ଭୋଜନର ରୂପରେଖ। ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ । ପିଏମ୍‌ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଲଡୁ […]

ସଂପୂର୍ଣ୍ଣ ପଢନ୍ତୁ
Zz

ଟ୍ରାଏଲ ରନ୍‌ ପରେ ମିଳିଲା ସବୁଜ ସଙ୍କେତ: ବୌଦ୍ଧ -ପୁରୁଣା କଟକକୁ ଗଡିବ ରେଳ

ବୌଦ୍ଧ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ।  ବୌଦ୍ଧରୁ ପୁରୁଣା କଟକ ପର୍ଯ୍ୟନ୍ତ ନବନିର୍ମିତ ୨୭କିମି ଦୂରତା ସମ୍ପନ୍ନ ରେଳଧାରଣାର ଦୁଇଦିନିଆ (ସି.ଆର.ଏସ) କମିଶନର ଅଫ୍ ରେଳ ସେଫଟି କାର୍ଯ୍ୟ ସମାପନ ହୋଇଛି । ସି.ଆର.ଏସ ଟିମ୍ ହରଭଙ୍ଗା ବ୍ଲକର ପୁରୁଣା କଟକ ନବନିର୍ମିତ ରେଳ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚି ମାନଦଣ୍ଡ ଅନୁସାରେ ସମସ୍ତ ଯାଞ୍ଚ ପ୍ରକିୟା ତନ୍ନ ତନ୍ନ କରି ଅନୁଧ୍ୟାନ କରିଥିଲେ । ବିଶେଷକରି ପ୍ୟାକେଜ -୪ ର ଏ.ଟି ,ଏଫ.ବି  ସହିତ […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1 750x430

ଦେବଗଡ଼ରେ ମୃତ ହୋମଗାର୍ଡ ପ୍ରାର୍ଥୀଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ପ୍ରାଣ ହରାଇଥିବା ସାହେବା ଦେହୁରୀ (୧୯)ଙ୍କ ପରିବାରଙ୍କ ପାଇଁ ଗୁରୁବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷାର୍ଥୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ […]

ସଂପୂର୍ଣ୍ଣ ପଢନ୍ତୁ
Pds

ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ରାସନ ସାମଗ୍ରୀ ବିତରଣ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ସାତ ଘଟିକାରୁ ୧୦ ଘଟିକା ଏବଂ ସନ୍ଧ୍ୟା ପାଞ୍ଚ ଘଟିକାରୁ ଆଠ ଘଟିକା ମଧ୍ୟରେ ବଣ୍ଟନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏ ସଂକ୍ରାନ୍ତରେ ଆବଶ୍ୟକୀୟ ପଦକ୍ଷେପ […]

ସଂପୂର୍ଣ୍ଣ ପଢନ୍ତୁ