ମୁସଲିମ୍‌ମାନେ ଅଧିକ ରଙ୍ଗୀନ୍ ପୋଷାକ ପିନ୍ଧନ୍ତି, ତେବେ ହୋଲି ଖେଳିବାରେ ଅସୁବିଧା କ’ଣ? ପ୍ରଶ୍ନ କଲେ ଯୋଗୀ

ଲକ୍ଷ୍ନୌ: ହୋଲି ସମୟରେ ୟୁପିରେ ଥିବା ମସଜିଦକୁ ଘୋଡାଇ ଦିଆଯିବା ସହ ମୁସଲିମମାନେ ରଙ୍ଗ ଲଗାଇବାକୁ ମନା କରୁଥିବାର ଖବର ଆସିଥିଲା। ଏହି ସବୁ ଖବରକୁ ନେଇ ଏକ ସାକ୍ଷାତକାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ମନ୍ତବ୍ୟ ଦେଇଛନ୍ତି। ଯୋଗୀ କହିଛନ୍ତି ଯେ, ମୁସଲମାନମାନେ ସବୁଠାରୁ ଅଧିକ ରଙ୍ଗୀନ ପୋଷାକ ପିନ୍ଧନ୍ତି। ତେଣୁ ହୋଲି ରଙ୍ଗଠାରୁ ନିଜକୁ ଦୂରାଇବା ସେମାନଙ୍କର ଦୋମୁହାଁ ନୀତି। ହୋଲି ସମୟରେ ମସଜିଦରେ ରଙ୍ଗ ଫିଙ୍ଗିବା ଘଟଣା ଉପରେ ପ୍ରତିକ୍ରିୟା ଦେଇ […]

ସଂପୂର୍ଣ୍ଣ ପଢନ୍ତୁ
Lkamedmg Saugatemodi 625x300 25 March 25

ବିଜେପି ପକ୍ଷରୁ ‘ସୌଗାତ-ଏ-ମୋଦୀ’ ଯୋଜନା ଆରମ୍ଭ: ମୁସଲମାନଙ୍କୁ ଇଦ୍ କିଟ୍ ବଣ୍ଟନ

ନୂଆଦିଲ୍ଲୀ: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ। “ସୌଗାତ-ଏ-ମୋଦୀ” ନାମରେ ନାମିତ, ଏହି ଉପହାରଗୁଡ଼ିକ ମସଜିଦମାନଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟନ କରାଯିବ। ଏଥି ପାଇଁ ୩୨,୦୦୦ଦଳୀୟ କର୍ମୀଙ୍କୁ ନିୟୋଜିତ କରାଯାଇଛି। ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଏହି ପ୍ରୟାସ ମୁମ୍ବାଇରୁ ଆରମ୍ଭ ହୋଇଛି। ନଭି ମୁମ୍ବାଇର […]

ସଂପୂର୍ଣ୍ଣ ପଢନ୍ତୁ
Z

ପାକିସ୍ତାନରେ ପାଣି ପାଇଁ ଯୁଦ୍ଧ: ମରିୟମ ଏବଂ ବିଲାୱଲଙ୍କ ସମର୍ଥକ ଖଣ୍ଡା ଧରିଲେ

ଇସଲାମାବାଦ: ମରୁଡ଼ି ଚେତାବନୀ ମଧ୍ୟରେ ପାକିସ୍ତାନରେ ପାଣି ପାଇଁ ଯୁଦ୍ଧ ଆରମ୍ଭ ହୋଇଛି। ପାକିସ୍ତାନର ଦୁଇଟି ପ୍ରମୁଖ ପ୍ରଦେଶ, ପଞ୍ଜାବ ଏବଂ ସିନ୍ଧ୍ ପାଣି ପାଇଁ ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବରେ ପିଏମଏଲଏନ ସରକାର ଅଛି ଏବଂ ନୱାଜ ସରିଫଙ୍କ ଝିଅ ମରିୟମ ସେଠାକାର ମୁଖ୍ୟମନ୍ତ୍ରୀ। ସେହିପରି, ବିଲାୱଲ ଭୁଟ୍ଟୋଙ୍କ ଦଳ ସିନ୍ଧ୍‌ରେ କ୍ଷମତାରେ ଅଛି। ମୁରାଦ ଅଲ୍ଲୀ ଶାହ ସେଠାକାର ମୁଖ୍ୟମନ୍ତ୍ରୀ। ମାମଲା ଏତେ ବଢିଯାଇଛି ଯେ, ଉଭୟ ଗୋଷ୍ଠୀର ଲୋକମାନେ ପରସ୍ପର ବିରୁଦ୍ଧରେ ଖଣ୍ଡା ଉଠାଇଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Pattajoshi 750x430

ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ

ଭୁବନେଶ୍ଵର: ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ ହୋଇଛନ୍ତି। ବୁଧବାର ସୂର୍ଯ୍ୟମଣିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ରେଡ୍‌ ବେଳେ ଖଟ ତଳୁ ମିଳିଥିଲା ନଗଦ ୧୭ ଲକ୍ଷ ଟଙ୍କା। ଏଥି ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Images

ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦ୍ଦେଶ: ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ଗତ ୭ ମାର୍ଚ୍ଚ ତାରିଖ ଠାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି, ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ। ଯେତେବେଳେ ଏହା ଅସହଣିୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Download

ବିରୋଧୀ ଦଳର ବିଧାୟକ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ: ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଅଧିବେଶନ ଜାରି ଥିବା ସମୟରେ ବିରୋଧୀ ଦଳର ବିଧାୟକମାନେ କରୁଥିବା ହଙ୍ଗାମା ନେଇ ବାଚସ୍ପତି ସୁରମା ପାଢ଼ୀ ବୁଧବାର ଦିନ ବିବୃତି ରଖିଛନ୍ତି। ସେ କହିଛନ୍ତି, ୭ ତାରିଖ ଗୃହ କାର୍ଯ୍ୟର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ। ଫ୍ଲାଗ କାର୍ଡ, ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ। ୨୦ ମାର୍ଚ୍ଚରୁ କଳା ବ୍ୟାଜ, କଳା ପୋଷାକ ପରିଧାନ କରି ହୁଇସିଲ ତୂରୀ, ଘଣ୍ଟ ଓ ବଂଶୀ ବଜାଇ […]

ସଂପୂର୍ଣ୍ଣ ପଢନ୍ତୁ

ଆମର ଦାବିରୁ ଆମେ କେବେ ଓହରିବୁ ନାହିଁ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ବିଧାନସଭା ବାହାରେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ମୁଁ ଏନେଇ ଥାନାରେ ଏତଲା ଦେବି, କାରଣ ଗାଈଗୋରୁଙ୍କୁ ମାରିଲା ପରି ମତେ ଧକ୍କା ମାରିଛନ୍ତି। ମୋ ସୁନା ଚେନ୍‌ ସୁରକ୍ଷାକର୍ମୀ ନେଇଯାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ରାତିରେ ପୁଲିସ ଫୋର୍ସ ପଠାଇ ଆମକୁ ଟେକି ନେଇ […]

ସଂପୂର୍ଣ୍ଣ ପଢନ୍ତୁ
69c11390 22b7 4e6d B06b Fd2d4f51828d

ତୀର୍ଥମଠରେ ୨୩ ତମ ଭାଗବତ ପାରାୟଣ – ପ୍ରବଚନ ଜ୍ଞାନଯଜ୍ଞ

ଜଗତସିଂହପୁର/ଝଙ୍କଡ଼ :  ଦିନକୁ ଦିନ ସମାଜ କଳୁଷିତ ଓ କଳଙ୍କିତ ହୋଇ ଚାଲିଥିବା ବେଳେ, ଶ୍ରୀମଦ୍ ଭାଗବତ ମହାପୁରାଣ ର ବାଣୀ ସମାଜର ସୁଧାର ଆଣିବା ସହିତ ମାନବଜୀବନର ସବୁ ସମସ୍ୟାର ଆଶୁ ସମାଧାନ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଆସିଛି। ରାମ କୃଷ୍ଣ, ଜଗନ୍ନାଥ ଙ୍କ ଠାରୁ ଆରମ୍ଭ କରି ଯେତେ ଯୋଗଜନ୍ମା ଙ୍କୁ ଜଣେ ମାଆ ହିଁ ଜନ୍ମ ଦେଇଛି। ତେଣୁ ଅଦ୍ୟଗୁରୁ ମା ମାନେ ସଚେତନ ହୋଇ , ପିଲାମାନଙ୍କୁ ସଂସ୍କାରି କରି ଗଢି […]

ସଂପୂର୍ଣ୍ଣ ପଢନ୍ତୁ
Mlas 750x430

ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ଗୃହରୁ ନିଲମ୍ବିତ

ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ବୁଧବାର ଉଭୟ ବିଧାୟକଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ନିଲମ୍ବିତ ହୋଇଛନ୍ତି। ବାଚସ୍ପତିଙ୍କ ତାଗିଦ୍ ସତ୍ବେ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନା ପ୍ରଶ୍ନକାଳ ସମୟରେ ଗୃହରେ ଘଣ୍ଟ ପିଟି ପ୍ରତିବାଦ କରିଥିଲେ। ସୂଚନାଯୋଗ୍ୟ, ଗତକାଲି ୧୨ ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଆଜି ୨ ବିଧାୟକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Gm8nzc8wcaawdtz

ଶପଥ ନେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଓଡ଼ିଶା ହାଇକୋର୍ଟ ପରିସରରେ ଏହି ସମାରୋହରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, […]

ସଂପୂର୍ଣ୍ଣ ପଢନ୍ତୁ