ଆବାସ ସର୍ଭେ କରିବାକୁ ଗାଁକୁ ଯାଇଥିଲେ ଡବ୍ଲୁଇଓ, ମରଣାନ୍ତକ ଆକ୍ରମଣ କଲେ ୨ ଯୁବକ
ଉଦଳା: ଗାଁକୁ ଆବାସ ସର୍ଭେ କରିବାକୁ ଯାଇଥିଲେ ସରକାରୀ ଅଧିକାରୀ । ହେଲେ ତାଙ୍କ ସହ ଗାଁରେ ଏମିତି କିଛି ଘଟିବ ସେ ଭାବିନଥିଲେ । ଡବ୍ଲୁଇଓଙ୍କ ଉପରେ ଅଶାଳୀନ ଗାଳିଗୁଲଜ ସହ ନିର୍ଘାତ ମାଡ଼ ବର୍ଷିଥିଲା । ଠୋ ଠୋ ଚାପୁଡ଼ା ସାଙ୍ଗକୁ ତଣ୍ଟି ଚିପିଦେଲେ ଡବ୍ଲୁଇଓଙ୍କର । ଏଭଳି ଅଭାବନୀୟ ଘଟଣା ଗୋପବନ୍ଧୁ ନଗର ବ୍ଲକ ଆରପଟା ଗାଁରେ ଘଟିଛି । ଆବାସ ସର୍ଭେ କରିବାକୁ ଯାଇଥିଲେ, ହେଲେ ଅଚାନକ ଦୁଇ ଯୁବକ କରିଲେ ମରଣାନ୍ତକ […]
ସଂପୂର୍ଣ୍ଣ ପଢନ୍ତୁ