0bf3a55e B7d6 413c B30e Fc6a5c444bac

କଟକ ସଦର କିଶୋରନଗରରେ ମହକିଲା ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନ : ବହୁବିଧ ସେବାରେ ବ୍ରତୀ ।

ରାଜ୍ୟ
Share

କଟକ : କିଶୋରନଗର ସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନର ସଦସ୍ୟ ମାନଙ୍କ ସେବା ମନୋବୃତି ଅଂଚଳରେ ବିଭିନ୍ନ ମହଲରେ ବେଶ୍ ପ୍ରଶଂସନୀୟ ହୋଇଛି । ସଙ୍ଗଠନ ତାର ସେବା କାର୍ଯ୍ୟକୁ ବଜାୟ ରଖି ନିକଟରେ ସ୍ଥାନୀୟ ଲେଣ୍ଡୁରା ଭଗବାନପୁର ଗ୍ରାମର କିଡିନି ଆକ୍ରାନ୍ତ ରୋଗୀ ଶରତ ଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ସଙ୍ଗଠନର ସଦସ୍ୟ ସ୍ବାମୀ ଅଦ୍ଵୈତ ନନ୍ଦ,ସୀତାରାମ ପଣ୍ଡା,କ୍ଷିତିନ୍ଦ୍ର ମିତ୍ର,ମୀନକେତନ ମହାନ୍ତି,ସୁଧି ରଂଜନ ସେଠୀ,ସୁଧାକର ଦାସ,ଜଗନ୍ନାଥ ମଲ୍ଲିକ,ଭୈରବ ଚନ୍ଦ୍ର ସେଠୀ ପ୍ରମୁଖ ପହଞ୍ଚି ରାସନ ସାମଗ୍ରୀ,ନୂତନ ବସ୍ତ୍ର,ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଶରତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସଙ୍ଗଠନ ତରଫରୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *