ମାଙ୍ଖ ଗ୍ରାମରେ ସାଂସ୍କୃତିକ କାର୍ଯକ୍ରମ
କଣ୍ଟାପଡ଼ା : ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ର ଗୋପବନ୍ଧୁ ଯୁବ ନାଟ୍ୟ ସଂସଦ, ମାଙ୍ଖ ଗ୍ରାମ ର କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ନାଟକ ” ସ୍ବାମୀ ପାଇଁ ପଛେ ନର୍କ କୁ ଯିବି” ପରିବେଷଣ କରାଯାଇଥିଲା। ଏହି ନାଟକ କୁ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀଯୁକ୍ତ ଆଖଣ୍ଡଳ ସାହୁ ଏବଂ ସହ-ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ (ବାବୁ) । ଏହି ସାଂସ୍କୃତିକ କାର୍ଯକ୍ରମ କୁ ଅବସର ପ୍ରାପ୍ତ ବିଦ୍ୟାଳୟ ସମୀକକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି […]
ସଂପୂର୍ଣ୍ଣ ପଢନ୍ତୁ