D7c440ba D127 4e83 84b3 80f1aa2caa15

ରାଉତରାପୁର କ୍ରିକେଟ ଲିଗ୍‌ ଉଦ୍‌ଯାପିତ

କଟକ ସଦର :  ୪୨ମୋୖଜ଼ା ଉପକଣ୍ଠ ରାଉତରାପୁର ଗ୍ରାମରେ ଦୁଇଦିନ ଧରି ମୋଗଲ ସାହି ସିଜନ ଲିଗ ଏବଂ କ୍ରିକେଟ ଲିଗ ଅନୁଷ୍ଠିତ ହୋଇ ଯାଇଛି | ଗ୍ରାମର ଭାଇସ ପ୍ରେସିଡେଣ୍ଟ ମିର୍ଜା ସରାଫତ ହୋସେନ ବେଗ ସଭା ପରିଚାଳନା କରିଥିଲେ |  ଏହି ଲିଗ୍‌ରେ ମୋଟ ଆଠଟି ଟିମ ଅଂଶ ଗ୍ରହଣ କରିଥିଲେ | ପ୍ରଥମ ଦିନ ରାଉତରାପୁର ରାଇଜିଙ୍ଗ ବିଜେତା ଟ୍ରଫି ଓ ରାଉତରାପୁର ନାଇଟ ରାଇଡ଼ର ରନର୍ସଅଫ ଟ୍ରଫି ପ୍ରଦାନ କରାଯାଇଛି |  […]

ସଂପୂର୍ଣ୍ଣ ପଢନ୍ତୁ
0250a1fa 4dc3 4c17 851f 0ed889e0cda1

ବଳିବାମନ ପୀଠରେ ଚତୁର୍ଥ ପ୍ରହର ନାମଯଜ୍ଞ ସଂପୂର୍ଣ୍ଣ

ଝଙ୍କଡ :  ବଳିବାମନ ପୀଠରେ ଚତୁର୍ଥ ପ୍ରହର ନାମଯଜ୍ଞ ସମାପନ ହୋଇଯାଇଛି | ପ୍ରଭ ନୃସିଂହଙ୍କ ଜନ୍ମ ଉପଲକ୍ଷେ ଏହି ନାମ ଯଜ୍ଞ  ଅନୁଷ୍ଠିତ ହେଉଥିଲା | ଦୁଇ ଦିନ ଧରି ନାମ କରାଯାଇଥିଲା |  ପ୍ରଥମ କଳସ ଯାତ୍ରା ଓ ଅଧିବାସ, ଦ୍ଵିତୀୟ ଦିନ ସଂକୀର୍ତ୍ତନ ଅନୁଷ୍ଠିତ ହେଉଥିଲା |

ସଂପୂର୍ଣ୍ଣ ପଢନ୍ତୁ
96a55a79 A914 43b3 Bb5a 5f6d50ddbfb1

ମାତୃ ଦିବସ ଅବସରରେ ଉଫ ସେବାଶ୍ରମର ପ୍ରତିଷ୍ଠା ଦିବସ ପାଳିତ

ବୟାଳିଶମୌଜା  : ୪୨ ମୌଜା ଝିଙ୍କିରିଆ ଗ୍ରାମର କଲିମି ତୋଟା ସ୍ଥିତ ୟୁନିଭର୍ଷାଲ ଫ୍ରେଣ୍ଡସ ଫାଉଣ୍ଡେସନ ସେବାଶ୍ରମ(ଉଫ ସେବାଶ୍ରମ)ର ପ୍ରତିଷ୍ଠା ଉତ୍ସବ ମାତୃ ଦିବସ ଅବସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ ମହାରଣା ଓ ଚିନ୍ମୟୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଶେଷଦେବ ଓଝା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶ୍ୱଜିତ ସୂର୍ଯ୍ୟବଂଶୀ, ମୁଖ୍ୟ ବକ୍ତା ଭାବରେ କିଶୋର ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ପ୍ରଦୀପ ବେହେରା, ଅଭିମନ୍ୟୁ ଦାସ ଓ ଡାକ୍ତର ସ୍ଵାସତୀ […]

ସଂପୂର୍ଣ୍ଣ ପଢନ୍ତୁ
Col Sofiya Qureshi

କର୍ଣ୍ଣେଲ ସୋଫିୟା କୁରେଶିଙ୍କୁ ନେଇ ବିବାଦୀୟ ବୟାନ, ବିଜେପି ମନ୍ତ୍ରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିୟା କୁରେଶିଙ୍କ ମାମଲାରେ ଜବଲପୁର କୋର୍ଟ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଏକ ବିବାଦୀୟ ବୟାନକୁ ନେଇ କୋର୍ଟ ସରକାରଙ୍କୁ ୪ ଘଣ୍ଟା ମଧ୍ୟରେ ଏଫଆଇଆର ଦାୟର କରି ରିପୋର୍ଟ ଦାଖଲ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅତୁଲ ଶ୍ରୀଧର ଏବଂ ଜଷ୍ଟିସ୍ ଅନୁରାଧା ଶୁକ୍ଳା ଖଣ୍ଡପୀଠ ସ୍ୱତଃସତ୍ତ୍ୱେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମୋହନ ସରକାର ମଧ୍ୟ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 05 13 110622 E17

ଓରେରାର ଅଧ୍ୟକ୍ଷ ଭାବରେ ନିଯୁକ୍ତ ଅସିତ କୁମାର ମହାପାତ୍ର

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ରାଜ୍ୟ ସରକାର ବୁଧବାର ଅସିତ କୁମାର ମହାପାତ୍ରଙ୍କୁ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (ଓରେରା)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂତନ ନିଯୁକ୍ତି ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ। ଏନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହା ବ୍ୟତୀତ ସରକାର ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାଶଙ୍କୁ ଓରେରାର […]

ସଂପୂର୍ଣ୍ଣ ପଢନ୍ତୁ
Mau

ବାତ୍ୟା ଖବରକୁ ଖଣ୍ଡନ କଲା ପାଣିପାଗ ବିଭାଗ

ଭୁବନେଶ୍ଵର: ବାତ୍ୟା ଖବରକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଏବେ ବାତ୍ୟାର ସୂଚନା ନଥିବା ବିଭାଗ ସ୍ପଷ୍ଟ କରିଛି। ମେ’ ୨୩ରୁ ୨୮ ମଧ୍ୟରେ ‘ବାତ୍ୟା ଶକ୍ତି’ ହେବା ନେଇ କେତେକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଇଏମଡି ଦୃଢ ଭାବରେ ଖଣ୍ଡନ କରିଛି। ଏକ ସରକାରୀ ସୂଚନାରେ ଆଇଏମଡି ସ୍ପଷ୍ଟ କରିଛି ଯେ, ମେ ୧୩ ତାରିଖରେ ଆଣ୍ଡାମାନ ସାଗର ଉପରେ କେବଳ ଏକ ଘୂର୍ଣ୍ଣିବଳୟ ଉପସ୍ଥିତି ବିଷୟରେ ରିପୋର୍ଟ କରାଯାଇଥିଲା, ଘୂର୍ଣ୍ଣିଝଡ଼ ନୁହେଁ। ପାଣିପାଗ […]

ସଂପୂର୍ଣ୍ଣ ପଢନ୍ତୁ
Image 2025 05 14t155123.144

ପିପିଲି ନାବାଳିକା ଦୁଷ୍କର୍ମ ଘଟଣା; ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

ପୁରୀ: ପିପିଲି ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣାରେ ତ୍ଵରିତ ନ୍ୟାୟ ପାଇଁ ଏସପିଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ମଣ୍ଡଳୀ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ନାରୀ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ । ସେପଟେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ଚାର୍ଜସିଟ୍ ପ୍ରଦାନ ସହ ଫାଷ୍ଟଟ୍ରାକ କୋର୍ଟର ମାମଲାର ବିଚାର ହେବ ବୋଲି ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ତେବେ କିଛିଦିନ […]

ସଂପୂର୍ଣ୍ଣ ପଢନ୍ତୁ
S 400 Jpg 750x430

ରୁଷ୍‌ରୁ ଅଧିକ ଏସ୍‌-୪୦୦ କିଣିବ ଭାରତ

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ରେ ଏସ୍‌-୪୦୦ର ସଫଳ ପ୍ରଦର୍ଶନ ପରେ ଭାରତ ଆକାଶ ପ୍ରତିରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଋଷଠାରୁ ଅଧିକ ଏସ୍‌-୪୦୦ କିଣିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ପାକିସ୍ତାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌କୁ ଅଟକାଇବାରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ୍‌-୪୦୦ ଘାତକ ପ୍ରମାଣିତ ହୋଇଛି। ତେଣୁ ଅଧିକ ଏସ୍‌-୪୦୦ କିଣିବା ପାଇଁ ଭାରତ ସରକାର ଇଚ୍ଛା ପ୍ରକାଶ କରିଛନ୍ତି। ଭାରତୀୟ ସେନାରେ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଋଷ ନିର୍ମିତ […]

ସଂପୂର୍ଣ୍ଣ ପଢନ୍ତୁ
Sdf

ଠିକା କାମର ବିଲ୍ ନ ଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ କଲା କୋର୍ଟ, ବାକି ଥିଲା ୭୦ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର ୨ଟି ବିଲ୍

ସମ୍ବଲପୁର : ଠିକାକାମର ବିଲ୍ ନ ଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ କଲା କୋର୍ଟ । ସମ୍ବଲପୁର ସିନିୟର ସିଭିଲ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଉତ୍ତରାଞ୍ଜଳ ରାସ୍ତା ଓ ଗୃହ ସମ୍ବଲପୁର ମଣ୍ଡଳଙ୍କ ସମ୍ପତ୍ତି ଆଟାଚ୍ କରାଯାଇଛି । କଲେଜ ହଷ୍ଟେଲ ନିର୍ମାଣ ବିଲ୍ ନଦେବାରୁ ମାମଲା ରୁଜୁ କରିଥିଲେ ଠିକାଦାର । ବରଗଡ ଟୁକୁର୍ଲା ପଲିଟେକନିକ କଲେଜର ଲେଡି ହଷ୍ଟେଲ ନିର୍ମାଣର ବିଲ୍ ନଦେବାରୁ ମାମଲା ରୁଜୁ କରୁଥିଲେ। ୨୦୧୧ରେ କାର୍ଯ୍ଯ ସରିଥିବାବେଳେ ୨୦୧୫ରେ […]

ସଂପୂର୍ଣ୍ଣ ପଢନ୍ତୁ
Cm

ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍‌ ଜବାବ ଦେବା ପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ଯ୍ୟନ୍ତ ହୋଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି […]

ସଂପୂର୍ଣ୍ଣ ପଢନ୍ତୁ