Si D

ଖଣ୍ଡଗିରି ଥାନା SI ସସ୍‌ପେଣ୍ଡ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୋଲିସ କମିଶନର

ଭୁବନେଶ୍ବର : ଖଣ୍ଡଗିରି ଥାନା ଏସ୍‌ଆଇ ଦେବୀ ପ୍ରସାଦ ଭୂୟାଁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂହ । ଏକ NDPS ମାମଲାରେ ନିର୍ଦ୍ଧାରିତ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଶ୍ରୀ ଭୂୟାଁଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଠିକ୍‌ ସମୟରେ ଚାର୍ଜସିଟ୍ ଦାଖଲ ନହେବାରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା । ଏହି ଘଟଣାର ତଦନ୍ତ ପରେ ଶ୍ରୀ ଭୂୟାଁଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Thumbs

କିମ୍‌ଙ୍କ ପାଇଁ ଓଜନ କମାଇବା ଔଷଧ ଖୋଜା

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ତାଙ୍କ ବର୍ଦ୍ଧିତ ଓଜନ ପାଇଁ ଖବରରେ ଅଛନ୍ତି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ସେ ଓଜେମ୍ପିକ ଭଳି ବିଦେଶୀ ଓଜନ ହ୍ରାସ ଔଷଧ ଖୋଜିବା ଆରମ୍ଭ କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ଔଷଧଗୁଡ଼ିକୁ ପ୍ରଥମେ ତାଙ୍କ ପରି ଶରୀର ଥିବା ନାଗରିକଙ୍କ ଉପରେ ପରୀକ୍ଷଣ କରିବାକୁ ଯୋଜନା କରାଯାଉଛି। ସେମାନଙ୍କ ଊପରେ ଔଷଧ ସଫଳ ହେଲେ ପରେ କିମ୍ […]

ସଂପୂର୍ଣ୍ଣ ପଢନ୍ତୁ
85cea289 29f2 4a41 B2e4 38178f6d15d4

କର୍ମବୀର ଗୌରୀଶଙ୍କରଙ୍କୁ ସ୍ମରଣ: ୪୨ ମୌଜାରେ ୧୮୭ତମ ଜୟନ୍ତୀ ପାଳିତ

କଟକ ସଦର: ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାର ପ୍ରବାଦ ପୁରୁଷ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୭ତମ ଜନ୍ମ ଜୟନ୍ତୀ କଟକ ସଦର ୪୨ ମୌଜା ସ୍ଥିତ ପାଟଣା ଗ୍ରାମରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ସ୍ଥାନୀୟ ସର୍ବ ପୁରାତନ ସାମାଜିକ ସଂଗଠନ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରତିଷ୍ଠାନର ଉପଦେଷ୍ଟା ଇଞ୍ଜିନିୟର ସେବକ ଶ୍ରୀକାନ୍ତ ବେଉରା, ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ରଥ, ସଭାପତି ସରୋଜ ନଳିନୀ […]

ସଂପୂର୍ଣ୍ଣ ପଢନ୍ତୁ
A9537416 296c 4fa9 8746 D8205a260a9e

ଗାଁ ବିଲରେ ହଳ କରୁଥିବା ବେଳେ କୃଷକଙ୍କ ପରଲୋକ

ଜଗତସିଂହପୁର/ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଇଡପାଟଣା ଗ୍ରାମ କୁମ୍ଭାରସାହିର ପରମାନନ୍ଦ ମୁଦୁଲି (ପ୍ରଭୁ) ଗତ ଶୁକ୍ରବାର ଦିନ ସକାଳବେଳା ତେନ୍ତୁଳିପଦା ଗାଁ ବିଲରେ ହଳ କରୁଥିବା ସମୟରେ ତଳେ ମୁହଁ ମାଡିହୋଇ ପଡି ଯାଇଥିଲେ। ଆଖପାଖରେ ଥିବା ଲୋକମାନେ ଏପରି ଅବସ୍ଥାରେ ପଡିରହିଥିବା ଦେଖି ଛାନିଆ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ଼ାକି ତାଙ୍କୁ ନିକଟସ୍ଥ ମଣିଜଂଗା ଗୋଷ୍ଠୀ  ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ […]

ସଂପୂର୍ଣ୍ଣ ପଢନ୍ତୁ
Ff88e257 3a29 416a Be97 Eabdc0bb4d3c

ଉତ୍କଳମଣି ଗୋପବନ୍ଧୁ ପ୍ରୌଢ଼ ନିବାସରେ ସ୍ବାସ୍ଥ୍ୟ ଶିବିର

କଟକ : ଆଜି ଏରଞ୍ଚସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରୌଢ଼ ନିବାସରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।  ଶ୍ରୀରାମଚନ୍ଦ୍ରଭଞ୍ଜ ଭେଷଜ ମହାବିଦ୍ୟାଳୟର ଦାନ୍ତ ବିଭାଗ ଡାକ୍ତର ଡ. ସରୋଜ କୁମାର ବେହେରାଙ୍କ ନେତୃତ୍ୱରେ ଏକ ସାତଜଣିଆ ଡ଼ାକ୍ତରୀ ଦଳ ପ୍ରୌଢ଼ନିବାସର ଅନ୍ତେବାସୀମାନଙ୍କର ଦାନ୍ତ ପରୀକ୍ଷା କରିବା ସହ ମୁଖ ଗହ୍ଵର ର ଯତ୍ନ ନେବା ସମ୍ପର୍କରେ ସଚେତନ କରାଇଥିଲେ। ଏହି ଶିବିର କୁ ଲୋକ ଶକ୍ତି ଟ୍ରଷ୍ଟ ର ମାନେଜିଂ ଟ୍ରଷ୍ଟି ମନମୋହନ ପତି, […]

ସଂପୂର୍ଣ୍ଣ ପଢନ୍ତୁ
1ea9015f 87d5 4a76 9658 486730b8e1a8

ପାହାଳ ମିଷ୍ଟାନ୍ନ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ସାଂସଦଙ୍କୁ ଦାବୀପତ୍ର

କଟକ: ପାହାଳ ବଜାରରେ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ପ୍ରସ୍ତାବିତ ସ୍ଥାୟୀ ବ୍ୟାରିକେଡ୍ ନିର୍ମାଣ ଯୋଜନାକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି। ଶତାଧିକ ମିଷ୍ଟାନ୍ନ ଦୋକାନ ସମ୍ମୁଖରେ ପ୍ରବେଶ ଓ ପ୍ରସ୍ଥାନ ପଥ ନ ରଖି ବ୍ୟାରିକେଡ୍ ନିର୍ମାଣ ପ୍ରସ୍ତାବକୁ ଉତ୍କଳ ଯାଦବ ମହାସଭା ଦୃଢ଼ ବିରୋଧ କରିଛି। ଏହାଦ୍ୱାରା ପୁରୁଷ ପୁରୁଷ ଧରି ବ୍ୟବସାୟ କରିଆସୁଥିବା ବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଉତ୍କଳ ଯାଦବ ମହାସଭାର ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ପରାମର୍ଶକ୍ରମେ […]

ସଂପୂର୍ଣ୍ଣ ପଢନ୍ତୁ
High

ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ପାଇଁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ, ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବିଏଡ୍‌ ଛାତୀଙ୍କୁ ବିବାହର ପ୍ରତିଶ୍ରୁତି ଶାରୀରିକ ସଂପର୍କ ଭଳି ଘଟଣା ପରେ ରାଜ୍ୟ ସରକାର ସତର୍କ ହୋଇ ପ୍ରତିକାର ସ୍ବରୂପ ପଦକ୍ଷେପ ନେଇଛନ୍ତି। ଶିକ୍ଷାନୁଷ୍ଠାନରେ ମହିଳାମାନେ ଯେପରି ନିର୍ଯାତନ ନହେବେ‌ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ […]

ସଂପୂର୍ଣ୍ଣ ପଢନ୍ତୁ
Bod

ଟଲି ମାଗି ଝିଅର ମୃତଦେହକୁ ଡାକ୍ତରଖାନା ନେଲେ ବାପା

ବାଲିଆପାଳ : ପୁଣି  ଥରେ ଶବକୁ ଅସମ୍ମାନ କରାଯାଇଛି। ରଶି ଲଗାଇ ଆତ୍ମହତ୍ୟା କରିଥିବା ଝିଅର ଶବ ବ୍ୟବଚ୍ଛେଦ ପାଇଁ ଟଙ୍କା ନଥିବା ଯୋଗୁଁ ଟଲି ସାହାଯ୍ୟରେ ଘରଠାରୁ ୬ କିଲୋମିଟର ଦୂର ଡାକ୍ତରଖାନାକୁ ନେଇଛି ଗରିବ ଆଦିବାସୀ ବାପା । ଏଭଳି ଏକ ଘଟଣା ଘଟିଛି ବାଲିଆପାଳ ବ୍ଲକ ଦେଉଳା  ପଞ୍ଚାୟତ ବିନ୍ଧାଣିସାହି ଗ୍ରାମରେ । ସୂଚନାରୁ ପ୍ରକାଶ ବିନ୍ଧାଣିସାହି ଗ୍ରାମର ମଧୁବିନ୍ଧାଣୀଙ୍କ ଝିଅ ନନ୍ଦିନୀ(୧୮)  କୌଣସି କାରଣରୁ ରାଗିଯାଇ  ଘର ନିକଟରୁ ୫୦୦ମିଟର ଦୂର […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 10 104229 1 1

ହୀରାକୁଦ ଡ୍ୟାମର ପୁଣି ଖୋଲିଲା ୨ଟି ଗେଟ୍‌

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ ୨ଟି ସ୍ଲୁଇସ୍‌ ଗେଟ୍‌ କୁ ଖୋଲିଦିଆଯାଇଛି । ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ସୂଚନା ଅନୁସାରେ, ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ଅପରାହ୍ନ ସାଢ଼େ ୩ଟାର ସୂଚନା ଅନୁସାରେ ୬୧୦. ୪୭ ଫୁଟରେ […]

ସଂପୂର୍ଣ୍ଣ ପଢନ୍ତୁ
Congress Bhavan 1

ଆସନ୍ତା ୨୪ ତାରିଖରେ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ

ଭୁବନେଶ୍ବର:ଖୁବ୍ ଶୀଘ୍ର କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ। ଏହାଛଡ଼ା ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ବି ଲଞ୍ଚ କରିବ କଂଗ୍ରେସ। ଏହାଛଡ଼ା ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ। ଏନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଅସୁବିଧାରେ ଥିବା ମହିଳାମାନେ ଏହି ଆପ୍‌ରେ ଆସି ଅଭିଯୋଗ କରି ପାରିବେ। ମହିଳାଙ୍କ ଅସୁବିଧା କଂଗ୍ରେସ ସମାଧାନ କରିବ। […]

ସଂପୂର୍ଣ୍ଣ ପଢନ୍ତୁ