Screenshot 2025 07 04 120144 750

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ। ଗତକାଲି ଦିଲେଶ୍ୱରଙ୍କ ନିକଟରେ ଆୟବହିର୍ଭୁତ ସମ୍ପତି ଥିବା ନେଇ ତାଙ୍କର ସମ୍ବଲପୁର ବାସଭବନରେ ଭିଜିଲାନ୍ସ ତରଫରୁ ରେଡ୍ ହୋଇଥିଲା। ବଲାଙ୍ଗୀରର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ଵାରା ଏହି ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା। ଯାହା ଫଳରେ ୫ ଜଣ ଡିଏସପି, ୮ […]

ସଂପୂର୍ଣ୍ଣ ପଢନ୍ତୁ
Bmc Office

ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ, ନିୟୋଜିତ ହେଲେ ଗନ୍ ମ୍ୟାନ

ଭୁବନେଶ୍ବର : ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ ।  କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।  କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା ।  ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି । ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯିବା ସହ ସେମାନଙ୍କୁ ତାଲିମ ଦିଆଯିବ ।  ଭବିଷ୍ୟତରେ ଯେପରି ପୂର୍ବ ସ୍ଥିତି ନ ଉପୁଜିବ ସେଥିପାଇଁ ସଜାଗ ରହିବେ ।  BMC ଅତିରିକ୍ତ କମିଶନର ରତ୍ନାକର […]

ସଂପୂର୍ଣ୍ଣ ପଢନ୍ତୁ
Highcourt 750x430 1

ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ନେଇ ପାରିବେ ପ୍ରସବ କାଳୀନ ଛୁଟି

କଟକ: ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ କରିବା ଅମାନବୀୟ ବୋଲି କହିଥିଲେ। ଏହି ରାୟ ବିରୋଧରେ ରାଜ୍ଯ ସରକାର ଆବେଦନ କରିଥିଲେ। ବର୍ତ୍ତମାନ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ […]

ସଂପୂର୍ଣ୍ଣ ପଢନ୍ତୁ
Taliban 750x430

ତାଲିବାନ ଶାସନକୁ ଆନୁଷ୍ଠାନିକ ସ୍ୱୀକୃତି ଦେଲା ରୁଷ: ଏମିତି କହିଲେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ

ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଛି ରୁଷ । ଏନେଇ ଗୁରୁବାର ଦିନ କାବୁଲରେ ଥିବା ରୁଷ ରାଷ୍ଟ୍ରଦୁତ ଦିମିତ୍ରୀ ଝିରନୋଭ୍‍ଙ୍କୁ ଭେଟିଥିଲେ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ୍‍ ମୁତ୍ତାକୀ । ଏହି ଭେଟଘାଟ ପରେ ମୁତ୍ତାକୀ କହିଛନ୍ତି ଯେ ଏହା ‘ସକାରାତ୍ମକ ସମ୍ପର୍କ, ପାରସ୍ପରିକ ସମ୍ମାନ ଏବଂ ଗଠନମୂଳକ ସହଭାଗୀତାର ଏକ ନୂତନ ପର୍ଯ୍ୟାୟ ହେବ’ ଏବଂ ଏହି ପରିବର୍ତ୍ତନ ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ହେବ । ଅଗଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
ରମିମ ୖଦମ୍ୀମୂ 750x430

ଜେଲରେ ରାତି କାଟିଲେ ଜଗା: କାର୍ଯ୍ୟରେ ଯୋଗ ଦେଲେ ଓଏଏସ ଅଧିକାରୀ

ଭୁବନେଶ୍ବର: ଗୁରୁବାର ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପି ନେତା ଜଗା ପ୍ରଧାନ ଗିରଫ ହେବା ପରେ, ଏବେ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରୁଛି । ଓଏଏସ ସଂଘ ଆନ୍ଦୋଳନରୁ ଓହରିଥିବା ବେଳେ ଆଜି କାର୍ଯ୍ୟକୁ ଫେରିଛନ୍ତି ଓଏଏସ ଅଧିକାରୀ । ବିଏମସି ଅଫିସ ସହ ରାଜ୍ୟର ବିଭିନ୍ନ ଅଫିସରେ କାର୍ଯ୍ୟରତ ଥିବା ଓଏଏସ ଅଧିକାରୀ ତାଙ୍କ କାର୍ଯ୍ୟକୁ ଫେରିଛନ୍ତି । ଯାହା ଫଳରେ ସ୍ବାଭାବିକ ହୋଇଛି କାର୍ଯ୍ୟ । ତେବେ କହିରଖୁଛୁ, ସୋମବାର […]

ସଂପୂର୍ଣ୍ଣ ପଢନ୍ତୁ
9a86b54c Ea3f 4ba1 95c7 81421f9d37e1

ବ୍ରଦରସ କ୍ଳବ ପକ୍ଷରୁ ବନ ମହୋତ୍ସବ ପାଳିତ

ବୟାଳିଶମୌଜା  :  ୪୨ ମୌଜା ଶ୍ରୀରାମର କାଠଯୋଡି ନଦୀ କୂଳ ସ୍ଥିତ “ବଂଶୀଧର ସ୍ମୃତି ଉଦ୍ୟାନ” ନିକଟରେ ବ୍ରଦରସ୍ କ୍ଲବ ପକ୍ଷରୁ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗ ଦେଇଥିବା ନିମନ୍ତ୍ରିତ ଅତିଥି ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା, ସମାଜସେବୀ କଟକ ପ୍ରେମୀ ରବୀନ୍ଦ୍ର ସାହୁ, ସାମ୍ୱାଦିକ ଦୀପକ କୁମାର ଆଚାର୍ଯ୍ୟ ଓ ବସନ୍ତ କୁମାର ପଣ୍ଡାଙ୍କୁ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବନ ମହୋତ୍ସବର ଉଦ୍ଦେଶ୍ୟ ଓ ମହତ୍ତ୍ଵ […]

ସଂପୂର୍ଣ୍ଣ ପଢନ୍ତୁ
Bef763b6 Ca9a 45d4 A632 C53152e932df

ସାରଳା ଦାସଙ୍କ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତିକୁ ଅଧିକ ଆକର୍ଷଣୀୟ କରାଯିବ

ଜଗତସିଂହପୁର/ ଝଙ୍କଡ଼ :  ଦୀର୍ଘଦିନ ଧରି ସାରଳା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଦୋଳ ମଣ୍ଡପ ଓ ହନୁମାନଜୀଉଙ୍କ ମନ୍ଦିରର ସ୍ଥାନାନ୍ତକରଣ ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କର ଦାବୀ ହେବା ପରେ, ଦୋଳ ମଣ୍ଡପ କୁ ଭାଙ୍ଗିବା ସମୟରେ ଏହାର ପାର୍ଶ୍ୱରେ ଥିବା ସାରଳା ଦାସଙ୍କ ସ୍ମୃତିସ୍ତମ୍ଭ ଉପରେ ଅଜାଡି ହୋଇ ପଡିଵାରୁ ସ୍ତମ୍ଭ ଟି ଭାଙ୍ଗି ଯାଇଥିଲା ।  ତେବେ ଏହାର ପୁନଃ ନିର୍ମାଣ ପାଇଁ ବିଭିନ୍ନ ମହଲରେ ପ୍ରତିକ୍ରିୟା […]

ସଂପୂର୍ଣ୍ଣ ପଢନ୍ତୁ
4f9aa539 A415 4df3 Aa6b 6d3b914994cf

କନକପୁର ଗ୍ରାମପଞ୍ଚାୟତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବନ୍ଧୁମିଳନ

ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ ସାରଳା ପୀଠ କନକପୁର ଗ୍ରାମ ପଞ୍ଚାୟତ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଏକ ସମାବେଶ ସ୍ଥାନୀୟ ରାମଚଣ୍ଡୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତା ପ୍ରକାଶ ଚନ୍ଦ୍ର ସିଂ, ମନୋଜ ଦାସ, ରଜନୀ କାନ୍ତ ରାଉଳ, ସର୍ବେଶ୍ଵର ଭଟ୍ଟ, ଦୁର୍ଗା ଦତ୍ତ ମହାନ୍ତି, ବରଦା ପ୍ରସାଦ ସାହୁ, ପ୍ରଦୀପ୍ତ ବେହେରା, ତାପସ ମଲ୍ଲିକ, ଦେବ ପ୍ରସାଦ ରାଉଳ, ଦିଲୀପ ମହାନ୍ତି, ଲଳିତ ମହାନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
513b9a1e 567b 4150 92a3 0ba9fbf1bc35

ସାରଳା ଦାସଙ୍କ ସ୍ମୃତିସ୍ତମ୍ଭ ଭାଙ୍ଗିବା ଘଟଣାରେ ଝଙ୍କଡ଼ ସାହିତ୍ୟ ସଂସଦର ଉଦବେଗ

ଜଗତସିଂହପୁର/ଝଙ୍କଡ଼ :  ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ର ନିରବଚ୍ଛିନ୍ନ ସାରସ୍ୱତ ସାଧକ ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜା ଙ୍କ ଦ୍ଵାରା ପ୍ରତିଷ୍ଠିତ ଝଙ୍କଡ଼ ସାହିତ୍ୟ ସଂସଦ ର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ମାନେ ଆଦିକବି ସାରଳା ଦାସ ଙ୍କ ସ୍ମୃତିସ୍ତମ୍ଭ ଭାଙ୍ଗିବା ଘଟଣାରେ ମର୍ମାହତ ହୋଇ ଉଦବେଗ ପ୍ରକାଶ କରିଛନ୍ତି ।  ସଂସଦର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ତଥା ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଛନ୍ତି ଯେ ଏଭଳି ନିନ୍ଦନୀୟ ଘଟଣା, ଭବିଷ୍ୟତରେ ଆଉ କେବେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 03 185127 750

ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି, ମିଳିବ ଅନେକ ପ୍ରକାର ସୁବିଧା

ଭୁବନେଶ୍ୱର: ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଆସିବ ନୂଆ ସମବାୟ ନୀତି। ଦିଲ୍ଲୀରୁ ଫେରି ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। କେନ୍ଦ୍ର ଗୃହ, ସମବାୟ ମନ୍ତ୍ରୀ ଶାହଙ୍କ ସହ ବୈଠକ ପରେ ଦେଲେ ସୂଚନା। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟର ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି। ସବୁ ସମବାୟ ସମିତିରେ ହେବ ମଲ୍ଟିପୁଲ୍ ବ୍ୟବସାୟ। ସମିତିରେ LPG ଗ୍ୟାସ୍ ବିତରଣ ଓ ଔଷଧ ଦୋକାନ ରହିବ। ପେଟ୍ରୋଲ୍ ପମ୍ପ୍‌, ଜନ […]

ସଂପୂର୍ଣ୍ଣ ପଢନ୍ତୁ