Sp Puri

ପୁରୀ ଏସପି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରତୀକ ସିଂହ

ପୁରୀ : ପୁରୀର ନୂତନ ଏସପି ଭାବେ ପ୍ରତୀକ ସିଂହ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।  ବିଦାୟୀ ଏସପି ତଥା ଉତ୍ତରାଞ୍ଚଳ ଡିଆଇଜି ହୋଇଥିବା ପିନାକ ମିଶ୍ରଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଥିଲେ । ଦାୟିତ୍ବ ଗ୍ରହଣ ପୂର୍ବରୁ ସେ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନ ସହରକୁ ପ୍ରତ୍ୟହ ଦେଶ ଭିତରୁ ଓ ଦେଶ ବାହାରୁ ପ୍ରତିଦିନ ହଜାର ହଜାର […]

ସଂପୂର୍ଣ୍ଣ ପଢନ୍ତୁ
59edf68e 9fab 4294 9f8b 708212324a6f

ସାରଳା ସାହିତ୍ୟ ର ଆନ୍ତର୍ଜାତୀୟ ମୂଲ୍ୟାୟନ କରାଯାଉ ସାରଳା ସାହିତ୍ୟ ସଂସଦ ମୁମ୍ବାଇ ଶାଖାର ସାରସ୍ୱତ ଉତ୍ସବରେ ମତ ପ୍ରକାଶ

ଝଙ୍କଡ଼: ମୁମ୍ବାଇ ବିଶ୍ୱବିଦ୍ୟାଳୟର ଭାଷା ସମ୍ମିଳନୀ କକ୍ଷରେ ସାରଳା ସାହିତ୍ୟ ସଂସଦ, ମୁମ୍ୱାଇ ଶାଖା ଆନୁକୁଲ୍ୟରେ ଏକ ଭବ୍ୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ଡଃ ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ଡଃ ସୂର୍ଯ୍ୟ ବାଳାଙ୍କୁ ସାହିତ୍ୟ ଏକାଡେମୀ ଓ ବ୍ୟାସ ସମ୍ମାନ ପ୍ରଦାନ କରାଯାଇଛି। ଉଦ୍ଘାଟକ ଭାବେ ଯୋଗଦେଇ ଡଃ ସୂର୍ଯ୍ୟ ବାଳା ମତପ୍ରକାଶ କରିଥିଲେ ଯେ, ଓଡ଼ିଆ ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା […]

ସଂପୂର୍ଣ୍ଣ ପଢନ୍ତୁ
A27dcfd7 8cd6 4162 84d4 Abc64363c1f6

ବିଶ୍ୱ ହିନ୍ଦୁ ପରିଷଦର ୬୧ତମ ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ

କଟକ : ଆଜି ସନ୍ଧ୍ୟା ୬:୩୦ରୁ ୮:୩୦ ପର୍ଯ୍ୟନ୍ତ କଟକ ପୋତାପୋଖରୀ ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ଠାରେ ବିଶ୍ୱ ହିନ୍ଦୁ ପରିଷଦର ୬୧ତମ ପ୍ରତିଷ୍ଠା ଦିବସ ଏବଂ ବେଦାନ୍ତ କେଶରୀ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ୧୭ତମ ବଳିଦାନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂଜ୍ୟପାଦ ବାବା ସତ୍ୟ ଚୈତନ୍ୟ ସମାଜକୁ ବେଦ ପୁରାଣ ଦର୍ଶାଇଥିବା ମାର୍ଗରେ ଚାଲିବାକୁ ଆହ୍ୱାନ କରିଥିଲେ। ସମାଜସେବୀ ଶ୍ରୀ ଦୀନେଶଜୀ ଗୁପ୍ତା ସତ ପଥରେ ଚାଲିବା ପାଇଁ ଦିଗଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ
Hati V 1

ଫସଲ ଜଗିଥିବା ବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ

ପଦ୍ମପୁର : ସ୍ୱାମୀ-ସ୍ତ୍ରୀଙ୍କୁ ଦଳିଲା ହାତୀ । ବରଗଡ ଜିଲ୍ଲା ପାଇକମାଲ ଥାନା ଟେମରି ପଂଚାୟତର ଧନ୍ଦୁପାଲି ଗାଁରେ ଅଘଟଣ । ଗତକାଲି ରାତିରେ ଫସଲ ଜଗିବା ପାଇଁ ବାରି ପଛପଟେ ଶୋଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ହାତୀ ଦଳିଛି। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଂଚି ତଦନ୍ତ କରୁଛି । ସେହିପରି ବୌଦ୍ଧ ବନାଞ୍ଚଳ ବହିରା ସେକ୍ସନ ଡମ୍ବରୁଗଡ଼ ଜଙ୍ଗଲରେ ୮ ଟିକିଆ ହାତୀ ପଲ […]

ସଂପୂର୍ଣ୍ଣ ପଢନ୍ତୁ
Hospital V

ମେଡିକାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ

ସୁନ୍ଦରଗଡ଼: ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ । ସୁନ୍ଦରଗଡ଼ ଟାଉନଥାନା ସରକାରୀ ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ରେଗୀ । ଆଜି ଡିସଚାର୍ଜ ହୋଇଥାନ୍ତେ । କିନ୍ତୁ ମେଡିକାଲ କଲେଜର ତୃତୀୟ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ଏହାର କାରଣ ଅସ୍ପଷ୍ଟ ରହିଛି। ରୋଗୀ ଜଣକ ସୁନ୍ଦରଗଡ଼ ସଦର ଥାନା ରାଜପୁର ଅଂଚଳର ଅନିଲ ସୋରେନ । ରବିବାର ଦିନ ସୁନ୍ଦରଗଡ଼ ଏନଟିପିସି ମେଡ଼ିକାଲ୍ କଲେଜରେ ଭର୍ତ୍ତି ହୋଇଥିଲେ ଅନିଲ। ମେଡିକାଲର ଝରକାରୁ ବାହାରି ବହୁସମୟ […]

ସଂପୂର୍ଣ୍ଣ ପଢନ୍ତୁ
Ff35a46d B760 46d3 A683 2db3691b9d23

୪୨ମୌଜା ଥାନାକୁ ରାଜ୍ୟର ଶ୍ରେଷ୍ଠ ଥାନା ଘୋଷଣା, ଅଧିକାରୀ ଶ୍ରୀ ଗିରୀଶ ଚନ୍ଦ୍ର ମହାରଣା ସମ୍ବର୍ଦ୍ଧିତ

ବୟାଳିଶମୌଜା :  ୪୨ମୌଜା ଥାନା ଅଧିକାରୀ ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ମହାରଣାଙ୍କ କାର୍ଯ୍ୟଦକ୍ଷତା, ଅପରାଧ ନିୟନ୍ତ୍ରଣ ଏବଂ ଅଞ୍ଚଳର ସମସ୍ତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା ଯୋଗୁଁ ୪୨ମୌଜା ଥାନାକୁ ରାଜ୍ୟର ପ୍ରଥମ ଥାନା ଭାବରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଶ୍ରୀଯୁକ୍ତ ମହାରଣା ୪୨ମୌଜାରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମ କମିଟି ସହ ସୁସମ୍ପର୍କ ରକ୍ଷା କରି ବହୁ ବିବାଦୀୟ ପରିସ୍ଥିତିର ସମାଧାନ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ୪୨ମୌଜା […]

ସଂପୂର୍ଣ୍ଣ ପଢନ୍ତୁ
Amala V 1

ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ, ଆଜିଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀ

ଭୁବେନଶ୍ବର: ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ । ସରକାରଙ୍କ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ। ୧୫ ଦିନ ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ । ବନ୍ୟା ସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଗତକାଲି ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଥିଲା। ଏଥିସହ ବନ୍ୟାସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ଗତ ୧୫ ଦିନ ହେବ ୧୦ ଦଫା […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1

ରାଜ୍ୟରେ ‘ଆମ ଶାସନ’ ଆରମ୍ଭ ; ଏଣିକି ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀ

ଭୁବନେଶ୍ଵର : ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର। ଜନତାଙ୍କ ନିକଟରେ ସମସ୍ତ ସରକାରୀ ସେବା କିପରି ପହଞ୍ଚିବ ଯୋଜନାର ସଫଳ ରୂପାୟନ କିପରି ହେବ ସମସ୍ୟା ଥିଲେ କିଭଳି ସମାଧାନ ହେବ ଜନତାଙ୍କ ଠାରୁ ସରକାର ସିଧାସଳଖ ମତାମତ ନେବେ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ଓ ଅଧିକାରୀ ମାନେ ଜନତାଙ୍କୁ ଫୋନ୍ କରି […]

ସଂପୂର୍ଣ୍ଣ ପଢନ୍ତୁ
Youtuber B

ୟୁଟ୍ୟୁବର ନିଖୋଜ; ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇଥିଲେ

ପୋଲସରା : ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନିଖୋଜ । ସଂପୃକ୍ତ ୟୁଟ୍ୟୁବ ବ୍ଳଗର ଜଣଙ୍କ ନରେନ୍ଦ୍ର ସାହୁ । ତାଙ୍କ ଘର ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ । ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ସେ ନିଖୋଜ ଅଛନ୍ତି । ସେ ୟୁଟ୍ୟୁବ ଓ ଫେସବୁକରେ ବ୍ଳଗ କରିବା ସହିତ ବ୍ରହ୍ମପୁର ସହରରେ ଗ୍ରୋସରୀ ହୋମ୍ ଡେଲିଭେରି […]

ସଂପୂର୍ଣ୍ଣ ପଢନ୍ତୁ
Death 750x430 1

ଜିଅନ୍ତା ଜଳିଗଲେ ଦମ୍ପତି; ଅଳ୍ପକେ ବର୍ତ୍ତିଲା ୯ ମାସର ଶିଶୁ ପୁତ୍ର

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ତୁକଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ୯ ମାସର ଶିଶୁ ପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାପା ମାଆ ଦୁହେଁ ଶିଶୁଟିକୁ ଖେଳାଉଥିବାବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ପରେ ସ୍ଥାନୀୟ ଲୋକେ  ଏହାଦେଖି ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ। କିନ୍ତୁ ବାପା , ମାଆ ଦୁହେଁ ଘରୁ ବାହାରି ପାରିନଥିଲେ। ନିଆଁ […]

ସଂପୂର୍ଣ୍ଣ ପଢନ୍ତୁ