୨ୟ ଶ୍ରେଣୀ ଛାତ୍ରକୁ ନିସ୍ତୁକ ମାଡ଼ ମାରିବା ମହଙ୍ଗା ପଡ଼ିଲା, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
ଟିଟିଲାଗଡ : ଛାତ୍ରକୁ ଲହୁ ଲୁହାଣ କରି ମାଡ଼ ମାରି କାର୍ଯ୍ୟରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ଼ ଉପଖଣ୍ଡ ଅଧିନସ୍ତ ସଇଁତଳା ବ୍ଲକ ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି । ଗତ ୩୧ ତାରିଖ ଦିନ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ହେମାଞ୍ଜଳି ହୋତା ସ୍କୁଲର ୨ ଶ୍ରେଣ ର ଜଣେ ଛାତ୍ରକୁ ମାଡ଼ ମାରି ଲହୁ ଲୁହାଣ କରିଦେଇଥିଲେ । ତେବେ ଏ ନେଇ ପରେ ଛାତ୍ର ଓ […]
ସଂପୂର୍ଣ୍ଣ ପଢନ୍ତୁ