ଶବକୁ ଅସମ୍ମାନ ବ୍ୟବଛେଦ ପାଇଁ‌ ମଶାଣିରୁ ପୋଲିସ ଜବତ କଲା ଶଵ

ରାଜନଗର,୨/୯: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସଦର ମହକୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ମର ଶରୀରକୁ କରାଯାଇଛି ଅସମ୍ମାନ, ମୈ।ଖିକ ଅଭିଯୋଗ ଆଧାରରେ ଥାନା ସମ୍ମୁଖରେ ଏକ ଘଣ୍ଟା ଶବ ଅଟକ, ସଵୁଜାଣି ଅଜଣା ପାଲଟିଥିବା ଝିଅଘର ଲୋକେ ଝିଅକୁ ନିର୍ଯାତନା ଦେଇ ମାରିଦେଇ ଥିବା ମିଥ୍ୟା ଆରୋପରେ ଥାନାରେ କରିଥିଲେ ଅଭିଯୋଗ ଵୋଲି ଶାଶୁଘର ଲୋକଙ୍କ ଅଭିଯୋଗ । ଝିଅଘର ଅଭିଯୋଗ ପାଇ ମଶାଣୀରୁ ଟେକି ଆଣି ଶଵ ଵ୍ୟବଛେଦ ପାଇଁ ପଠାଇ ଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

ଭୁବନେଶ୍ୱର,୨/୯ : ଶିଶୁ ଏବଂ ଗୋଷ୍ଠୀ ମଧ୍ୟରେ ଚିନିର ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଓଡ଼ିଶା ସରକାର ଚିନି ବୋର୍ଡ ଆନ୍ଦୋଳନକୁ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ଅଭ୍ୟାସଗତ ପରିବର୍ତ୍ତନ ପଦକ୍ଷେପ ଭାବରେ ଆରମ୍ଭ କରିଛନ୍ତି । ଏହି ପଦକ୍ଷେପ ଅଧୀନରେ, ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ସୂଚନାପ୍ରଦ ଏବଂ ଦୃଶ୍ୟାତ୍ମକ ରୂପରେ ଆକର୍ଷକ ଚିନି ବୋର୍ଡ ସ୍ଥାପନ କରାଯାଉଛି ।ଶିଶୁ ମୋଟାପା, ମଧୁମେହର ପ୍ରାରମ୍ଭିକ ପର୍ଯ୍ୟାୟ ଏବଂ ଦନ୍ତକ୍ଷୟ ଭଳି ଅଧିକ ଚିନି ଖାଇବା […]

ସଂପୂର୍ଣ୍ଣ ପଢନ୍ତୁ

ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨/୯: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି। ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି। ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ। ଜାତୀୟ ମେଡିକାଲ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ଜିଲା ସିନାପାଲି ବିଡିଓ ଏବେ ଚର୍ଚ୍ଚାରେ

ଖଡ଼ିଆଳ,୨/୯: ନୂଆପଡ଼ା ଜିଲା ସିନାପାଲି ବିଡିଓ କାର୍ମି ଓରାମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସିନାପାଲି ଗ୍ରାମ ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ବିଡିଓ ଯୋଗଦେଇଥିଲେ । ତାଙ୍କ ସହଅଲଗା ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଆସିଥିଲେ। ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଲୋକ ମାନେ ପ୍ରଶାସନ ଆଗରେ ଅଭିଯୋଗ କରିଥିବା ବେଳେ ବସଷ୍ଟାଣ ଏରିଆର କିଛି ଲୋକ ଡ୍ରେନର ବ୍ୟବସ୍ଥା ଲାଗି ଅଭିଯୋଗ ଆଣିବା ସହ ପ୍ରସାଶନକୁ ଥାଇ କରିଥିଲେ। ସଙ୍ଗେ ସଙ୍ଗେ ବିଡିଓ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବଳ ବର୍ଷାରେ ବାଲେଶ୍ୱର ସହର ଅସ୍ତବ୍ୟସ୍ତ ଚାରିଆଡ଼େ ଜଳମଗ୍ନ

ବାଲେଶ୍ୱର, ୨/୯: ମଙ୍ଗଳବାର ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏପରିକି ବହୁ ଦୋକାନ ଓ ଘର ଭିତରେ ବର୍ଷା ପାଣି ପ୍ରବେଶ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜଳ ନିଷ୍କାସନକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ସର୍ପ ଘାତରେ ଯୁବକଙ୍କ ଅକାଳ ମୃତ*ଫାଣ୍ଡି ଅଫିସରଙ୍କ ସହାୟତା କୁ ପ୍ରଶଂସା

ଝଙ୍କଡ, ୧/୯: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ର ଲହଣ ପଡ଼ାର ରାଜକିଶୋର ସ୍ଵାଇଁ (୪୨ବର୍ଷ)ପିତା – ସ୍ବର୍ଗତଃ ଦୈତାରି ସ୍ଵାଇଁ ଆଜି ସକାଳ ୧୦ ଘଟିକା ସମୟର ବିଲକୁ ଚାଷ କାର୍ଯ୍ୟରେ ଯାଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ସଙ୍ଗେ ସଙ୍ଗେ ସେ ଘରକୁ ଆସିଥିଲେ ତାଙ୍କ ସ୍ତ୍ରୀଙ୍କୁ ପାଣି ମାଗି ଥିଲେ ପାଣି ପିଇବା ପରେ ଗାଡ଼ି ମିଳିନଥିବା ସମୟରେ କନକ ପୁର ଫାଣ୍ଡି ଅଧିକାରୀ ରାଜେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ହିଂସା ବୃଦ୍ଧି ବିରୋଧରେ ସଭା

ମହିଳା ଆନ୍ଦୋଳନ କୁ ଆଗେଇ ନେବାକୁ ଏକ ନ ଜଣିଆ କମିଟି ଗଠନ କରାଇଛି।ଶୁଭ୍ରା ମହାପାତ୍ର, ବୁଲି ସାହୁ, ସାରଦା ନାୟକ,ଜ୍ୟୋସନା ପ୍ରଧାନ, ମମତା ପାଣି, ଗାୟତ୍ରୀ ସ୍ୱାଇଁ, ପ୍ରମୁଖ ଙ୍କୁ ନେଇ କମିଟି ଗଠନ କରା ଯାଇ ବୁଲି ସାହୁ ଙ୍କୁ ସମ୍ପାଦିକା ଭାବରେ ନିର୍ବାଚିତ କରାଯାଇ ଥିଲା। କଟକ, ୧/୯: ଆଜି ଗଣତାନ୍ତ୍ରିକ ମହିଳା ସମିତି, କଟକ, ଜିଲ୍ଳା କମିଟି ତରଫରୁ ରାଜ୍ୟ ରେ ବୃଦ୍ଧି ପାଉଥିବା ମହିଳା ବିରୋଧୀ ହିଂସା ସମ୍ପର୍କରେ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଏଣିକି ଓଡ଼ିଶାର ସବୁ ମେଡିକାଲରେ ମାଗଣା ନିଦାନ ସେବା

ଭୁବନେଶ୍ୱର,୧/୯: ଓଡ଼ିଶା ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଂସ୍କାର ଘୋଷଣା କରିଛନ୍ତି। ରାଜ୍ୟର ଆୟୁଷ ହସ୍ପିଟାଲ ଓ ଡିସପେନସାରୀଗୁଡ଼ିକରେ ନିଦାନ ଯୋଜନା ଅଧୀନରେ ମାଗଣା ନିଦାନ ସେବା ଉପଲବ୍ଧ ହେବ। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ଯେ, ଏହି ପଦକ୍ଷେପ ଆୟୁର୍ବେଦିକ ଓ ହୋମିଓପାଥିକ ଚିକିତ୍ସା ପ୍ରଦାନ କରୁଥିବା ହସ୍ପିଟାଲଗୁଡ଼ିକୁ ସାମିଲ କରିବ। ଏହା ସହିତ, ନିଦାନ ସେବା ୯ଟି ମେଡିକାଲ କଲେଜ ଓ ୧୧୦୦ରୁ ଅଧିକ ଡିସପେନସାରୀକୁ ବିସ୍ତାର କରାଯିବ। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିପୁଅର ବିକାଶରେ ଅର୍ଥ ବାଧକ ସାଜିବ ନାହିଁ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୧/୯ : ଗୋଟିପୁଅ ହେଉଛି ଆମ ଓଡ଼ିଆ ଅସ୍ମିତାର ପରିଚୟ, ଆମ ନୃତ୍ୟ ପରମ୍ପରାର ପରିଚାୟକ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ଆମ ନୃତ୍ୟ ଶିଳ୍ପୀମାନଙ୍କର ନୈପୁଣ୍ୟତା ତଥା ଗୋଟିପୁଅ ନୃତ୍ୟର ମହନୀୟତା ପ୍ରଦର୍ଶିତ ହୋଇଛି। ଗୋଟିପୁଅର ସକାରାତ୍ମକ ଭବିଷ୍ୟତ ପାଇଁ ଆଲୋଚନା ଚକ୍ରରେ ନୃତ୍ୟର ବିଭିନ୍ନ ଦିଗକୁ ନେଇ ବିଶ୍ଳେଷଣ କରାଯାଇଛି। ଆଗାମୀ ଦିନରେ ଗୋଟିପୁଅ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ପ୍ରଧାନମନ୍ତ୍ରୀ ଜିନପିଙ୍ଗ ଓ ପୁଟିନଙ୍କୁ ଭେଟିବା ପରେ ରାଗିଗଲେ ଟ୍ରମ୍ପ

ନୂଆଦିଲ୍ଲୀ,୧/୯: ଚାଇନାର ତିଆନଜିନରେ ଅନୁଷ୍ଠିତ ଶଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀର ପାର୍ଶ୍ୱରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍କ ବୈଠକ ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ୍ ନିର୍ଦ୍ଦେଶକୁ ସମର୍ଥନ କରି ଆକ୍ରମଣାତ୍ମକ ମନ୍ତବ୍ୟ କରିଛନ୍ତି। ଟ୍ରମ୍ପ ସୋସିଆଲରେ ମିଡିଆରେ ପୋଷ୍ଟ କରି କହିଛନ୍ତି, ଭାରତ ସହ ଆମେରିକାର ସମ୍ପର୍କ ‘ଏକପାଖିଆ ବିପର୍ଯ୍ୟୟ’ ଏବଂ ଭାରତ ଆମେରିକାର ବିଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ