ଜେଲ୍ରୁ ୨ କଏଦୀ ଚମ୍ପଟ ମାରିବା ପଛରେ ବଡ଼ ଷଡ଼ଯନ୍ତ୍ର
ଚୌଦ୍ୱାର,୫/୧୦: ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଛି ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ। ଚମ୍ପଟ ମାରିଥିବା ସେଲ ସର୍ଚ୍ଚ କରିବା ପରେ ମାବାଇଲ, ଚାର୍ଜର ମିଳିଛି। ଶୌଚାଳୟ ଭିତରୁ ମୋବାଇଲ, ଚାର୍ଜର ସହ ପାଓ୍ବାର ବ୍ୟାଙ୍କ ବି ମିଳିଥିବା ସୂଚନା ମିଳିଛି। ସେଲ୍କୁ ଫୋକସ କରାଯାଇଥିବା ସିସି କ୍ୟାମେରାର ଦିଗ ବଦଳା ଯାଇଛି।ଦଶହରାରେ ୨ ବିହାରୀ କଏଦୀଙ୍କୁ ସେଲ୍ ବାହାରକୁ ବୁଲିବାକୁ ଛଡ଼ାଯାଇଥିଲା। ଘଟଣା ପୂର୍ବରୁ କଏଦୀଙ୍କ ପାଖରେ ଆରି ଥିବା […]
ସଂପୂର୍ଣ୍ଣ ପଢନ୍ତୁ