ପୋତି ହେଉଛି ଚିଲିକା
ଭୁବନେଶ୍ବର, ୧୪/୧୨: ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ପୋତି ହେଉଛି। ପ୍ରତିଦିନ ଏହା ମଧ୍ୟକୁ ପ୍ରବେଶ କରୁଥିବା ପଟୁ ମାଟି ଦ୍ବାରା ହ୍ରଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଲାଣି। ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି। ଚିଲିକା ମୁହାଣ ଓ ଏହାର ପାର୍ଶ୍ବବର୍ତ୍ତୀ ଗାଁଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ପଙ୍କ ଉଦ୍ଧାର ଓ ଅନ୍ତନାଳୀ ଖୋଳା କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ସେତେଟା ସଫଳତା […]
ସଂପୂର୍ଣ୍ଣ ପଢନ୍ତୁ