ଟ୍ରମ୍ପ-ପୁଟିନ ମୁହାଁମୁହିଁ

ୱାଶିଂଟନ, ୮/୧: ସମଗ୍ର ବିଶ୍ବ ଏକ ବଡ ଅସ୍ଥିରତା ଆଡକୁ ମୁହାଁଇଛି। କାରଣ ବିଶ୍ବର ଦୁଇ ପ୍ରମୁଖ ମହାଶକ୍ତି ଏବେ ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି। ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ଜବତ କରିବା ପରେ ଏହି ଅସ୍ଥିରତାର ସୂଚନା ମିଳିଛି। ଉତ୍ତର ଆଟଲାଣ୍ଟିକ୍ ମହାସାଗର ଦେଇ ଯାଉଥିବା ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ତଟରକ୍ଷୀ ବାହିନୀ ବୁଧବାର ଜବତ କରିଛି। ଆମେରିକା କହିଛି ଯେ ରୁଷ୍‌ର ତୈଳବାହୀ ଜାହାଜ ଆମେରିକାର କଟକଣାକୁ ଉଲ୍ଲଙ୍ଘନ କରି ଭେନେଜୁଏଲାର ତୈଳ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତକୁ ବଡ ଝଟକା ଦେଲା ବାଂଲାଦେଶ; ସମସ୍ତ ଭିସା ବନ୍ଦ

ଢାକା, ୮/୧: ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାକୁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ, ଅଗରତାଲା, ମୁମ୍ମଇ, ଗୌହାଟି ଏବଂ ଚେନ୍ନାଇରେ ଥିବା ଏହାର ଦୂତାବାସ ଏବଂ କନସୁଲେଟକୁ ସାଧାରଣ ଭିସା ସେବାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱାଭାବିକ ହେଲା ହାଇକୋର୍ଟ କାର୍ଯ୍ୟ

କଟକ, ୮/୧: ବୋମା ଧମକ ସତ୍ୱେ ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ । ବମ୍‌ ସ୍କାର୍ଡ, ଡଗ୍‌ ସ୍କ୍ୱାର୍ଡ ଓ ପୁଲିସର ଛାନଭିନ ପରେ କିଛି ନମିଳିବାରୁ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । ମୁଖ୍ୟ ବିଚାରପତି ଓ ୩ ବିଚାରପତି କୋର୍ଟରେ ଶୁଣାଣି ଆରମ୍ଭ କରିଛନ୍ତି ।ରାଜ୍ୟର ୩ଟି କୋର୍ଟ କଟକ ଜିଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ଦିଆଯାଇଥିଲା । ଏକ ବେନାମୀ ଇ-ମେଲ୍‌ ଜରିଆରେ ଧମକ ଆସିବା […]

ସଂପୂର୍ଣ୍ଣ ପଢନ୍ତୁ

ବୋମା ଭୟ: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ

ଭୁବନେଶ୍ଵର, ୮/୧: ସମ୍ବଲପୁର, କଟକ ଓ ଦେବଗଡ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ ଆସିଥିବା ଖବରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନଜର […]

ସଂପୂର୍ଣ୍ଣ ପଢନ୍ତୁ

ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ

ଭୁବନେଶ୍ୱର, ୮/୧: ସାରା ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଜି ଅପରାହ୍ନରେ ଓମସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଜରୁରୀ ବୈଠକ କରିଥିଲେ । ଏସମା ଲାଗୁ ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଥିଲା । ଆଜିର ବୈଠକରେ ସମାଧାନର ବାଟ ବାହାରିବା ପରେ ଆନ୍ଦୋଳନ ହଟିଥିବା ଓମସାର ସଭାପତି ସୂଚନା ଦେଇଛନ୍ତି । ପୂର୍ବ ଆଲୋଚନା ଅପେକ୍ଷା ଆଜିର ଆଲୋଚନାରେ ସମସ୍ୟାର ସମାଧାନ ପାଇଁ ନିଷ୍କର୍ସ ବାହାରିପାରେ ଡାକ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ଭୂବନେଶ୍ୱର, ୮/୧: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ସୂଚନା । ନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ଏଇ ସପ୍ତାହରେ ମିଳି ସଭୁଦ୍ରା ଟଙ୍କା । ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଏହି ସପ୍ତାହରେ ଟଙ୍କା ମିଳିବ । ଏସଓପି ଅନୁସାରେ କରାଯିବ ।ଏଥିରେ ଯେଉଁମାନେ ନୂଆ ପଞ୍ଜିକୃତ କରିଥିବା ହିତାଧିକାରୀ ୧ଲକ୍ଷ ୭୮ହଜାର ୩୮୯ଜଣ, ଅନ୍ୟ କୌଣସି […]

ସଂପୂର୍ଣ୍ଣ ପଢନ୍ତୁ

ଲିଙ୍ଗରାଜ ମନ୍ଦିରକୁ ପଶିଲେ ଅଣହିନ୍ଦୁ

ଭୂବନେଶ୍ଵର, ୭/୧: ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ । ଜଣେ ଜାପାନୀ ପର୍ଯ୍ୟଟକ ଭିତରକୁ ପଶିଥିବା ସୂଚନା ।ପୁଣି ସାମ୍ନାକୁ ଆସିଛି ଲିଙ୍ଗରାଜ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଘଟଣା । ସୂଚନା ଅନୁସାରେ ଜଣେ ଜାପାନୀ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପର୍ଯ୍ୟଟକଙ୍କୁ ଦେଖି ସନ୍ଦେହ କରିଥିଲେ ସେବାୟତ । ପରେ ସେବାୟତ ତାଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ପରେ ସେ ଅଣହିନ୍ଦୁ ଜଣା ପଡ଼ିଥିଲେ । ପରେ ଉଭୟ […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁ ବିଦ୍ୟାମନ୍ଦିରରେ ଗୁଡ଼ି ଉଡ଼ା ସଚେତନତା ଶିବିର

କଟକ ସଦର,୬/୧ : କଟକ ସଦର ୪୨ ମୌଜା ଦଧିବାମନପୁର ଗ୍ରାମସ୍ଥ ଶ୍ରୀ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଗୁଡ଼ି ଉଡ଼ା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେବିଦ୍ୟାଳୟର ସଂପାଦକ ରବିନ୍ଦ୍ର କୁମାର ଦେବତା, ସହ ସଂପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ଵରଞ୍ଜନ ତ୍ରିପାଠୀ ଗୁଡ଼ି ଉଡ଼ାଇ ଘଟିଥିବା ଅଭାବନୀୟ ଘଟଣା ଉପରେ ଆଲୋକପାତ କରିଥିଲେ । ପିଲାମାନେ କିପରି ଗୁଡ଼ିଉଡ଼ାରୁ ନିବୃତ ରହିବେ। ସେ ବିଷୟରେ ସଚେତନ କରିଥିଲେ | ସମସ୍ତ ଗୁରୁଜୀ ଗୁରୁମାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାହିତ୍ୟ ସଂସଦ ସଦସ୍ୟା ପଦ୍ମାବତୀ ମିଶ୍ର ଙ୍କ ସଂସ୍କୃତି ସୁମନ ଉନ୍ମୋଚନ

ଝଙ୍କଡ଼, ୭/୧: ରାଜଧାନୀ ଭୁବନେଶ୍ୱର ସପ୍ତମ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ରେ ବାଜିରାଉତ ମଞ୍ଚରେ ଝଙ୍କଡ଼ ସାହିତ୍ୟ ସଂସଦ ର ବରିଷ୍ଠ ସଦସ୍ୟା ପଦ୍ମାବତୀ ମିଶ୍ର ଙ୍କ ପ୍ରବନ୍ଧ ପୁସ୍ତକ ସଂସ୍କୃତିସୁମନ ର ଉନ୍ମୋଚନ ହୋଇଯାଇଛି l ଅବକ୍ଷୟ ମୁଖୀ ସମାଜର ସଂସ୍କାର ଆଣିବା ସହିତ ସଂସ୍କୃତିର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବାପାଇଁ ଏହି ପୁସ୍ତକ ରେ ବହୁ ଉପାଦେୟ କଥାବସ୍ତୁ ର ଆଲୋଚନା କରାଯାଇଛି ବୋଲି ଆୟୋଜିତ କାର୍ଯ୍ୟକ୍ରମର ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ

ଆନନ୍ଦପୁର, ୭/୧ : ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ ନିଜ ଗାଡିରେ ଆଣି ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ଜିଲା ଘଷିପୁରା ଥାନା ଶୌଲଙ୍ଗ ଗାଁର ମାମାଲି ସାହୁ ବୁଧବାର ସ୍କୁଟିରେ ସାନଭାଇକୁ ବସାଇ କୌଣସି କାର୍ଯ୍ୟରେ ଯାଉଥିଲେ । ଏହି ସମୟରେ ବଳରାମପୁର ହମ୍ସ ନିକଟରେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟି ରାସ୍ତା କଡରେ ପଡିଯାଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ