ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ଦୁଇ ମୃତ
ପିପିଲି, ୬/୧ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ନିକଟରେ ରାସ୍ତାରେ ଯାଉଥିବା ଏକ ସ୍କୁଟି ଉପରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଚଢିଯାଇଛି। ଏଥିରେ ସାମ୍ବାଦିକାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ସାମ୍ବାଦିକା ହେଲେ ଶିଲା ପଟ୍ଟନାୟକ, ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ।ରାସ୍ତାରେ ବାଲି ଗଦା ହୋଇଥିବାରୁ ସ୍କୁଟିଟି ସ୍ଲିପ୍ କରିବା ପରେ ଦୁଇ ଜଣ ରାସ୍ତାକୁ ଛିଟିକି ପଡିଥିଲେ । […]
ସଂପୂର୍ଣ୍ଣ ପଢନ୍ତୁ