ମହାନଦୀ ବିହାର ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା : ପାର୍ଥ ପ୍ରୀତମ ପତି କଟକ ଟପର
କଟକ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସଇ) ଦଶମ ପରୀକ୍ଷାରେ କଟକ ମହାନଦୀ ବିହାର ସ୍ଥିତ ଏପିଏସ କ୍ଲାସେସ ପୁଣିଥରେ ଦର୍ଶାଇଛି ତାଙ୍କର ଶିକ୍ଷାଦାନ ସେବାର ସଫଳ ଉତ୍କୃଷ୍ଟତା ଆଉ ଉତ୍କର୍ଷତା । ଏବର୍ଷ ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ଫଳାଫଳ କରି ଶିକ୍ଷାନୁଷ୍ଠାନକୁ ଗୌରବାନ୍ଵିତ କରିଛନ୍ତି । ଏହି ସଫଳତାର ଶୀର୍ଷରେ ସେଣ୍ଟ ଜାଭିୟର ହାଇସ୍କୁଲ ନୂଆବଜାର ପ୍ରତିଭାବାନ୍ ଆଦର୍ଶ ଛାତ୍ର ପାର୍ଥ ପ୍ରୀତମ ପତି ଯେକି ଏପିଏସ କ୍ଲାସେସରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ […]
ସଂପୂର୍ଣ୍ଣ ପଢନ୍ତୁ