ଭିନ୍ନକ୍ଷମ ଯୁବକଙ୍କୁ ଉଦ୍ଧାର ଓ ଚିକିତ୍ସା ସେଵା ଯୋଗାଇଲେ ସ୍ନେହମୟୀ 

ଝଙ୍କଡ଼ ତା 5/7/2026 ପୋତାନଇ ପଞ୍ଚାୟତ ଅଧୀନ ବାଇଳୋ ଗ୍ରାମର ଭିକ୍ଷାବୃତ୍ତି କରି ଜୀବନଯାପନ କରୁଥିବା ତଥା ମାନସିକବିକୃତ ରବୀନ୍ଦ୍ର ମହାରାଜ ଙ୍କ ପୁଅ ବାବାଜୀ ମହାରାଜ ମଧ୍ୟ ମାନସିକବିକୃତ ହୋଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ଥାନରେ ଘୁରିବୁଲୁଥିଲେ l କିଏ ଗଣ୍ଡେ ଦେଲା ତ ଖାଇଲା ନହେଲେ ଉପାସଭୋକ ରେ ଜୀବନ ବିତେ ବାବାଜୀର। କୌଣସି କାରଣରୁ ତାର ଡାହାଣଗୋଡ଼ ରେ ଖଣ୍ଡିଆ ହେବା ଓ ଚିକିତ୍ସା ନହେବାରୁ ସେହି ସ୍ଥାନରେ ପୋକ ସାଲୁବାଲୁ […]

ସଂପୂର୍ଣ୍ଣ ପଢନ୍ତୁ

ଡ୍ରେନେଜ ନଥିବାରୁ ସାରଳାହାଟରେ ପାନୀୟଜଳ ପାଇଁ, ହାଟୁଆ ଓ ଗ୍ରାହକ ହନ୍ତସନ୍ତ

ଝଙ୍କଡ଼, ୦୫/୦୭/୨୦୨୬:  ପ୍ରସିଦ୍ଧ ପୀଠ ମା’ ସାରଳାଙ୍କ ସାରଳାହାଟ ପରିସରରେ ଡ୍ରେନେଜ ବ୍ୟବସ୍ଥାର ଚରମ ବିପର୍ଯ୍ୟୟ ଯୋଗୁଁ ଏବେ ପାନୀୟ ଜଳ ପାଇଁ ହାଟୁଆ, ଗ୍ରାହକ ଓ ପଥଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହାଟର ମଧ୍ୟବର୍ତ୍ତୀ ସ୍ଥାନ ତଥା ଶ୍ରୀରାମ ଚୁଡ଼ାକଳ ରାସ୍ତାରେ ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀମାନଙ୍କ ବ୍ୟବହାର ପାଇଁ ବହୁ ବର୍ଷ ପୂର୍ବରୁ ଏକ ନଳକୂପ ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆର.ଡବ୍ଲୁ.ଏସ.ଏସ. (RWSS) ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ

କନକପୁରଦେଉଳି ନାୟକସାହି ରାସ୍ତାରେ ଆଣ୍ଠିଏ ପାଣି: ଜନଜୀବନ ଅସ୍ତବ୍ୟସ୍ତ, ପୁନଃନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ଝଙ୍କଡ଼, ୦୫/୦୭/୨୦୨୬ : ମା’ ସାରଳା ଠାକୁରାଣୀଙ୍କ ପ୍ରାଚୀନ ପୀଠସ୍ଥଳୀ ଲଣ୍ଡାଦେଉଳ ନିକଟସ୍ଥ କନକପୁରଦେଉଳି ନାୟକସାହି ରାସ୍ତାର ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସାମାନ୍ୟ ଅସରାଏ ବର୍ଷା ହେଲେ ଏହି ଗ୍ରାମ୍ୟ ରାସ୍ତାରେ ଆଣ୍ଠିଏ ଉଚ୍ଚର ପାଣି ଜମି ରହିବା ସହ ନର୍ଦ୍ଦମାର ସୁଅ ଛୁଟୁଛି। ଏହି ସାହିରେ ପ୍ରାୟ ୧୫ଟି ପରିବାର ବସବାସ କରୁଥିବା ବେଳେ ସେମାନେ ପ୍ରତିଦିନ ମା’ ସାରଳାଙ୍କ ନିତ୍ୟ ସେବାକାର୍ଯ୍ୟ ପାଇଁ ମନ୍ଦିରକୁ ଯାତାୟାତ କରିଥାନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଚଳିତବର୍ଷ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଭାରତ ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିବା ପରେ ସଂସଦର ଉଭୟ ଗୃହକୁ ଡକାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ସୂଚନା ଦେଇଛନ୍ତି। କିରେନ ରିଜିଜୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘X’ରେ କରିଥିବା ପୋଷ୍ଟରେ କହିଛନ୍ତି, “ଭାରତ ସରକାରଙ୍କ ସୁପାରିଶ ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୨୬ ମୌସୁମୀ ଅଧିବେଶନ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଥାନା କ୍ୱାର୍ଟର୍ସରୁ ମିଳିଲା ମହିଳା ଆଇଆଇସିଙ୍କ ମୃତଦେହ | କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ମୃତଦେହ ବ୍ୟବଚ୍ଛଦ ପାଇଁ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବରିଷ୍ଠ ପୁଲିସ ଅଧିକାରୀମାନେ ଏବେ ଘଟଣାସ୍ଥଳରେ ପହଂଚି ଛାନଭିନ ଚଳାଇଛନ୍ତି | ପୋଲିସ ପକ୍ଷରୁ ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚସଖା ଶିକ୍ଷା ସେତୁ: ୨୩ ଜିଲ୍ଲାରେ ୬୦୯ ଟି ପ୍ରକଳ୍ପ ପାଇଁ ୭.୨୯ କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୭.୨୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ନିମନ୍ତେ ମଞ୍ଜୁର ଦିଆଯାଇଛି । ପ୍ରାୟ ସାଢେ ୪ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧୀଜୀବୀ ଓ ଅନୁଷ୍ଠାନ ବିଦ୍ୟାଳୟର ଉନ୍ନତି ନିମନ୍ତେ ଏହି ଅର୍ଥ ପ୍ରଦାନ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ […]

ସଂପୂର୍ଣ୍ଣ ପଢନ୍ତୁ

ପର୍ଯ୍ୟବେକ୍ଷକଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ବୈଠକ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଲନଙ୍କ ଅଧ୍ୟକ୍ଷତାରେ ଆଜି (ଶନିବାର) ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କର ବୈଠକ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଏସଆଇଆର ୨୦୨୬ ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ୧୦ ଜଣ ଆଇଏଏସ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟାର ସଫଳତା, ଚାଲିଥିବା ଡିଜିଟାଇଜେସନ୍‌ର ପ୍ରଗତି ଏବଂ ଚିଠା ଭୋଟର୍‌ ତାଲିକା […]

ସଂପୂର୍ଣ୍ଣ ପଢନ୍ତୁ

ସ୍ମାର୍ଟସିଟିରେ ନାହିଁ ଜଳ ନିଷ୍କାସନ ବ୍ୟବସ୍ଥା! ବର୍ଷାଜଳ ଯୋଗୁଁ ବୈଭବନଗରବାସୀ ହୀନସ୍ତା

ଭୁବନନେଶ୍ୱର: ସ୍ମାର୍ଟସିଟିର ମାନ୍ୟତା ସିନା ପାଇଛି ଭୁବନେଶ୍ବର। କିନ୍ତୁ ସହର ଭତରେ ଏମିତି ଜନବସତି ଅଛି ଯାହା ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ଏକଥା ହୁଏତେ କେହି ବିଶ୍ୱସ କରିପାରିବେ ନାହିଁ। ଏହି ସ୍ଥାନଟି ହେଉଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ୪ ନମ୍ବର ଓ୍ୱାର୍ଡର ବୈଭବନଗରର ସ୍ଥିତି। ଏବେ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ। ଜାତୀୟ ରାଜପଥକୁ ଲାଗିଥିବା ବୈଭବ ନଗର ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ଅବସ୍ଥାରେ ରହିଛି। ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଏବେ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ଅଘଟଣ ,କେନାଲରେ ଭାସିଗଲେ

ଭୁବନେଶ୍ୱର ୦୪।୦୭ : ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ଭାସି ଜଣେ ନିଖୋଜ । ବାଣୀବିହାର ନିକଟ କେନାଲରେ ଭାସିଗଲେ ଯୁବକ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ । ଏପିରିକି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦାରଖ କରୁଛନ୍ତି । ଶନିବାର ମଧ୍ୟାହ୍ନ ସମୟ । ବାଣୀବିହାର ନିକଟ କେନାଲରୁ ଆସିଲା ଏକ ଦୁଃଖଦ ଖବର । ଯାହା ମନେ ପକାଇଲା ୨୦୨୧ ମସିହାର କଥା । ଯେଉଁଦିନ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଦଶ ଦଫା ଦାବି ନେଇ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଡାକ୍ତର ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ସ୍ଥଗିତ ହୋଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ପ୍ରାୟ ସାଢ଼େ ୩ ଘଣ୍ଟା ଆଲୋଚନା କଲା ପରେ ଡାକ୍ତରମାନେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ଡାକ୍ତରମାନେ ନିଜ କର୍ମକ୍ଷେତ୍ରରେ ଯୋଗ ଦେବେ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା […]

ସଂପୂର୍ଣ୍ଣ ପଢନ୍ତୁ