ଚାକିରି ଦେବାକୁ କହି ୧୫ରୁ ଅଧିକଙ୍କୁ ଠକେଇ ଅଭିଯୋଗ ; ସ୍ୱାମୀ ଗିରଫ, ପତ୍ନୀଙ୍କୁ ଖୋଜୁଛି ପୋଲିସ
ଭୁବନେଶ୍ୱର ୯।୮: ଧ୍ରୁତ 420 ଦମ୍ପତି । ଚାକିରି ଦେବାକୁ କହି ୧୫ରୁ ଅଧିକ ଜଣଙ୍କ ଠାରୁ ଠକେଇ । ନିଜକୁ OPTCL ଅଧିକାରୀ କହି ଜାଲ ବିଛାଉଥିଲା ଅଭିଯୁକ୍ତ । ଲୋକେ ଟଙ୍କା ଦେବାକୁ ରାଜି ହେବା ପରେ ପତ୍ନୀଙ୍କ ବିୟୁଟି ପାର୍ଲରରେ ଡିଲ୍ ହେଉଥିଲା । ଭୁବନେଶ୍ବର ସହିଦ ନଗର ଅଞ୍ଚଳରେ ଉଭୟ ଘୂରି ବୁଲୁଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଅନେକ କାଗଜପତ୍ର ଏବଂ ମୋବାଇଲ ଫୋନ୍ ଜବତ କରିଛି । […]
ସଂପୂର୍ଣ୍ଣ ପଢନ୍ତୁ