ବ୍ୟାସ ଫାଉଣ୍ଡେସନର ସପ୍ତମବାର୍ଷିକ ଉତ୍ସବ ଓ ଗୀତାଜ୍ଞାନlଞ୍ଜନର ଚତୁର୍ଦ୍ଦଶ ସଂଖ୍ୟା ଉନ୍ମୋଚନ
ଝଙ୍କଡ଼ : ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ବାଲିକୁଦାବ୍ଲକ ଅଧିନ ଆମ୍ବଶାଳ ସ୍ଥିତ କଲ୍ୟାଣମଣ୍ଡପ ରେ ଗତ ରବିବାରଦିନ ପୂର୍ବାହ୍ନରେ, ବ୍ୟାସଫାଉଣ୍ଡେସନ ଏ ଚାରିଟେବୁଲ ଟ୍ରଷ୍ଟ ଓଡିଶା ଆନୁକୂଲ୍ୟରେ, ସେବା ଓ ଆଧ୍ୟାତ୍ମିକ ପ୍ରଚାରପ୍ରସାର କ୍ଷେତ୍ରରେ ସମର୍ପିତ, ବ୍ୟାସଫାଉଣ୍ଡେସନ ର ସପ୍ତମବାର୍ଷିକ ଉତ୍ସବ ଓ ଗୀତାଜ୍ଞାନାଞ୍ଜନ ର ଚତୁର୍ଦ୍ଧଶ ସଂଖ୍ୟା ର ବିଶେଷାଙ୍କ ର ଶୁଭଉନ୍ମୋଚନ କାର୍ଯ୍ୟକ୍ରମ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ ଡ଼ ସିଦ୍ଧେଶ୍ବର ପଣ୍ଡା, ପ୍ରାରମ୍ଭିକ ସୂଚନା ଓ ମଞ୍ଚପରିଚାଳନା କରିଥିବା ବେଳେ […]
ସଂପୂର୍ଣ୍ଣ ପଢନ୍ତୁ