ରସୁଲପୁର ଅବଦୁଲ ରହିମ ହାଇସ୍କୁଲରେ ସପ୍ତମଶ୍ରେଣୀ ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ
ଝଙ୍କଡ଼ : ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ, ରସୁଲପୁର ସ୍ଥିତ ଅବଦୁଲ ରହିମ୍ ହାଇସ୍କୁଲ ରେ, ସପ୍ତମଶ୍ରେଣୀ ରେ ପାଠ ପଢ଼ୁଥିବା ମାତ୍ର ତେରବର୍ଷ ବୟସ ର କୋମଳମତି ଛାତ୍ର ଶେଖ ନୱାଜ କୁ ଗତ ତା 8/9/2026 ତାରିଖ ଦିନ ସ୍କୁଲରେ ମଧ୍ୟାହ୍ନଭୋଜନ ଚାଲିଥିଲା ବେଳେ, ସେହି ଗ୍ରାମର, ଅନଓ୍ଵରୀ ବେଗମ୍ ନାମକ ଜଣେ ଦୁର୍ଦ୍ଦାନ୍ତ ମହିଳା, ବିଦ୍ୟାଳୟ ପରିସରରେ ପ୍ରବେଶ କରି, ମରଣାନ୍ତକ ଭାବେ ମାଡ ମାରିଥିବା ବିଷୟରେ, ଶେଖ ନୱାଜ ର ଅଭିଭାବକ […]
ସଂପୂର୍ଣ୍ଣ ପଢନ୍ତୁ