ପୂର୍ବରୁ ମିଳିଥିଲା ହତ୍ୟା ଧମକ ; ଘରୁ ଯାଇ ଆଉ ଫେରିଲେନି, ବାଲିଯାତ୍ରା ପଡ଼ିଆରୁ ମିଳିଲା ମୃତଦେହ
କଟକ ୧୮।୧୦: କଟକ ତଳ ବାଲିଯାତ୍ରା ପଡିଆ ମହାନଦୀ କୂଳରୁ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଲା ପରିଚୟ।ମୃତକ ଜଣଙ୍କ ହେଲେ କଟକ ରାଜା ବଗିଚା ଅଞ୍ଚଳର ୧୫ ବର୍ଷୀୟ ନାବାଳକ ସୁଶାନ୍ତ କୁମାର ସାହୁ । ସୁଶାନ୍ତ ଶନିବାର ସକାଳୁ ଘରୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ଏହାପରେ ଜଣା ପଡିଥିଲା ଯେ ସୁଶାନ୍ତଙ୍କ ମୃତଦେହ କଟକ ମହାନଦୀ କୂଳ ତଳ ବାଲିଯାତ୍ରା ପଡିଆରୁ ମିଳିଛି । ପୂର୍ବରୁ ସୁଶାନ୍ତଙ୍କୁ […]
ସଂପୂର୍ଣ୍ଣ ପଢନ୍ତୁ