ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ ଲୋକାର୍ପିତ

ଭୁବନେଶ୍ୱର :  ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଆଜି (ସୋମବାର) ଲୋକାର୍ପଣ ହୋଇଛି। ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC)ର ନୂତନ ଅଫିସିଆଲ୍ ପୋର୍ଟାଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ। ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବୈଷୟିକ […]

ସଂପୂର୍ଣ୍ଣ ପଢନ୍ତୁ

ମଧ୍ୟାହ୍ନ ଭୋଜନ ଅର୍ଥ ମଞ୍ଜୁର ପାଇଁ ୧୫ ହଜାର ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ; ଭିଜିଲାନ୍ସ ହାତରେ ଧରାପଡ଼ିଲେ

ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) ଯୋଜନାର ଅର୍ଥ ମଞ୍ଜୁର କରିବା ପାଇଁ ପୂର୍ବତନ ପ୍ରଧାନଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଳିପାଟଣା ବ୍ଲକ୍ ଅଧୀନ ଏକ ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଶେଖ୍ ରିୟାଜ ଅଲ୍ଲୀ। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ପୂର୍ବତନ ପ୍ରଧାନଶିକ୍ଷକ ସେହି ବିଦ୍ୟାଳୟରେ ଥିବା ସମୟରେ ପାଣ୍ଠି ଅନୁଦାନ ବିଳମ୍ବ ହେତୁ ନିଜ ପକେଟରୁ ୪ ମାସର ମଧ୍ୟାହ୍ନ […]

ସଂପୂର୍ଣ୍ଣ ପଢନ୍ତୁ

ରାଜନୀତିରେ ପାଦ ଥାପିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ

ବାରାଣସୀ: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ଶନିବାର ବାରାଣସୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଆନୁଷ୍ଠାନିକ ଭାବେ ‘ସର୍ବଜନ ସନାତନ ପାର୍ଟି’ (ଏସ୍‌ଏସ୍‌ପି) ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି ଧରି ସେବା ପ୍ରଦାନ କରିବା ପରେ ରାଓ ନିଜର ଏହି ନୂତନ ସାମାଜିକ ତଥା ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ; ଗିରଫ କରିପାରିବେନି ଟ୍ୟାକ୍ସ ଅଧିକାରୀ, ହଟାଇ ଦିଆଯିବ କ୍ଷମତା

ନୂଆଦିଲ୍ଲୀ: ଜିଏସ୍‌ଟି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୭ରେ ହେବାକୁ ଥିବା ଜିଏସ୍‌ଟି କାଉନସିଲ୍ ବୈଠକରେ ଟ୍ୟାକ୍ସ ଏନଫୋର୍ସମେଣ୍ଟ ବ୍ୟବସ୍ଥାରେ ବଡ଼ ସଂସ୍କାର ଆଣିବା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଏଥିରେ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଜିଏସ୍‌ଟି ଅଧିକାରୀଙ୍କ ଠାରୁ ଗିରଫ କରିବାର କ୍ଷମତା ଛଡ଼ାଇ ନେବା। ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ CGST ଆଇନର ଧାରା ୬୯ ଅନୁଯାୟୀ ଜିଏସ୍‌ଟି ଅଧିକାରୀମାନେ କୋର୍ଟଙ୍କ ବିନା ଅନୁମତିରେ କୌଣସି କରଦାତାଙ୍କୁ ଗିରଫ କରିପାରିବେ ନାହିଁ। ବୈଠକରେ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ପିଙ୍କ୍ ବୁଥ୍‌ରୁ ପିଙ୍କ୍ ଭଲ୍ୟୁଣ୍ଟର, ମହିଳା ସଶକ୍ତିକରଣ ଥିମ୍‌ରେ ଝାରପଡ଼ା ପୂଜା ପେଣ୍ଡାଲ

କଟକ ୪।୧୦: ଶକ୍ତିର ଉତ୍ସ ମା’ ଦୁର୍ଗା । ଏଥର ଝାରପଡ଼ା ପୂଜା ମଣ୍ଡପ ଦେବ ମହିଳା ସଶକ୍ତିକରଣ ବାର୍ତ୍ତା । ଚଳିତ ବର୍ଷ କିଛି ନୂଆ ଏବଂ ଆକର୍ଷଣୀୟ ପୂଜା ପାଇଁ ଯୋଜନା କରିଛି ଝାରପଡ଼ା ଦୁର୍ଗା ପୂଜା ସମିତି । ମହିଳା ସଶକ୍ତିକରଣ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପିଙ୍କ୍ ବୁଥ, ପିଙ୍କ୍ ଅଟୋ ଭଳି ଏହି ପେଣ୍ଡାଲରେ ଶାନ୍ତି ଶୃଙ୍ଖଳା ଦାୟିତ୍ବ ସମ୍ଭାଳିବେ ୧୦୦ ଜଣ ପିଙ୍କ୍ ଭଲ୍ଯୁଣ୍ଟର । ଝାରପଡ଼ା ମେଳଣ ପଡ଼ିଆରେ […]

ସଂପୂର୍ଣ୍ଣ ପଢନ୍ତୁ

ଆସୁଛି ମା’ ବିରଜାଙ୍କ ବିଜୟା ରଥଯାତ୍ରା, ୮୯୮ ଖଣ୍ଡ କାଠରେ ତିଆରି ହେଉଛି ରଥ

ଯାଜପୁର ୪।୧୦: ଆଉ କିଛି ଦିନ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ବିଜୟା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର। ସେପଟେ ବିରଜା ରଥଯାତ୍ରାକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପଟେ ରଥଯାତ୍ରା କମ୍ ଦିନ ଥିବାରୁ ଜୋରସୋରରେ ଚାଲିଛି ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ। ତେବେ ବିରଜା ରଥଯାତ୍ରା ପାଇଁ ମନ୍ଦିର ଟ୍ରଷ୍ଟି ତଥା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ରଥଯାତ୍ରାକୁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ। […]

ସଂପୂର୍ଣ୍ଣ ପଢନ୍ତୁ

ପୁରନ୍ଦେଶ୍ଵରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ, ବତାଇଲେ ପଞ୍ଚାୟତ ଦଖଲ ଫର୍ମୁଲା

ଭୁବନେଶ୍ଵର: ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି । ଏହି ଗସ୍ତ ସମୟରେ ସେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ସଭାପତି ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସହିତ ବିସ୍ତାର ଭାବରେ ଆଲୋଚନା କରିଛନ୍ତି। ସେପଟେ ଶାସକ ଦଳରେ କୈଣସି ରଣନୀତି ଆଗାମୀ ନିର୍ବାଚନରେ କାମ ଦେବ ନାହିଁ ବୋଲି କହିଛନ୍ତି ବିରୋଧି । […]

ସଂପୂର୍ଣ୍ଣ ପଢନ୍ତୁ

ଭୟଙ୍କର ସଡ଼କ ଦୁର୍ଘଟଣା: ହାଇଓ୍ବେରେ ବାଇକ୍ ଓଲଟି ଦୁଇ ମୃତ

ଟାଙ୍ଗୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଜାତୀୟ ରାଜପଥର କୟଥପଲ୍ଲା ଛକ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ବାଇକରେ ଯାଉଥିବା ଦୁଇ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଟାଙ୍ଗୀ ଥାନା ଅଧୀନ କୁଞ୍ଜୁରୀ ପଞ୍ଚାୟତର ଜରିପୁଟ ଗ୍ରାମର ମନୋଜ ମହତ ଏବଂ କାହ୍ନା ମହାପାତ୍ର। ସୂଚନା ଅନୁସାରେ, ଦୁଇ ଯୁବକ ଗୋଟିଏ ବାଇକ୍ ଯୋଗେ ନାଚୁଣୀ ଅଞ୍ଚଳକୁ ଯାଉଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଦିବାଟିରେ ମାଟି କାନ୍ଥ ଭୁଶୁଡ଼ି ଘର ଚୂରମାର : ଅଳ୍ପକେ ବର୍ତ୍ତିଲେ ଜେଜେ-ନାତୁଣୀ, ସହାୟତା ପାଇଁ ଦାବି

କଟକ, ୦୪/୧୦: ଲଗାଣ ବର୍ଷାର ପ୍ରଭାବରେ ଏକ ଦୁଇ ବଖରା ବିଶିଷ୍ଟ ଛପର ଘର ଭୁଶୁଡ଼ି ପଡ଼ିଥିବା ବେଳେ ଘରେ ଥିବା ଜେଜେ ଓ ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କଟକ ସଦର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଦିବାଟି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଦିବାଟି ଗ୍ରାମର ବାସିନ୍ଦା ଯୁଧିଷ୍ଠିର ସାମଲ (୭୦) ଏବଂ ତାଙ୍କ ନାତୁଣୀ ପୂର୍ଣ୍ଣିମା ସାମଲ (୨୧) ଘର ଭିତରେ ଶୋଇଥିବା ବେଳେ ହଠାତ୍ ସେମାନଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଦର୍ଶନର ପ୍ରାସଙ୍ଗିକତା

(ସର୍ବଭାରତୀୟ ଶିକ୍ଷା ସମାଜ ଓ ୟୁଟିଆ ଶିକ୍ଷକ ସଂଘ ପକ୍ଷରୁ ଜାତୀୟ ୱେବିନାର ଅନୁଷ୍ଠିତ) ମାହାଙ୍ଗା, ୨।୧୦: ସର୍ବଭାରତୀୟ ଶିକ୍ଷା ସମାଜ ଏବଂ ରାଜ୍ୟ ୟୁଟିଆ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ‘ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଦର୍ଶନର ପ୍ରାସଙ୍ଗିକତା’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର (ୱେବିନାର) ଅନୁଷ୍ଠିତ ହୋଇଯାଇଛି। ଉଭୟ ସଂଘର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ପୌରୋହିତ୍ୟ ତଥା ଶିକ୍ଷାବିତ୍ ଅର୍ଜୁନ […]

ସଂପୂର୍ଣ୍ଣ ପଢନ୍ତୁ