10312f8b 842f 4699 A2d0 10e76e412780

ଧର୍ମପ୍ରାଣା ମହିଳା କୁସୁମ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ରାଜ୍ୟ
Spread the love

କଟକ ସଦର : କଟକ ସଦର ଅନ୍ତର୍ଗତ ବାରଦା ପଞ୍ଚାୟତର ଧର୍ମପ୍ରାଣା ମହିଳା କୁସୁମ ଦାସଙ୍କ ଏକାଦଶାହରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

4e151b76 01a0 410a 88f9 B9a869bbffbf

ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତା କୁସୁମ ଦାସଙ୍କ ପୁତ୍ର ଦେବେନ୍ଦ୍ର ଦାସ, ଧୀରେନ୍ଦ୍ର ଦାସ, ଦୀପକ ଦାସ, ପୁତ୍ରବଧୂ ଜୟସ୍ମିତା ଦାସ, ରୋଜାଲିନ୍ ଦାସ, ସୂଚରିତା ଦାସ, ଭାଗ୍ୟଲକ୍ଷ୍ମୀ ଦାସ, ଝିଅ ମୀରା ପଟ୍ଟନାୟକ, ମମତା ମହାନ୍ତି, ଶ୍ରୀକାନ୍ତ ପଟ୍ଟନାୟକ, ଦେବଦତ୍ତ ମହାନ୍ତି, ନାତି ନାତୁଣୀ ପ୍ରଜ୍ଞା, ଦିବ୍ୟ, ଶ୍ରଦ୍ଧା, ପୟୋଜା, ସ୍ବାତୀ, କ୍ରିଷ୍ଣା, ଭଣଜା, ଭାଣିଜୀ, କଟକ ସଦର ବିଧାୟକ ଇଂ. ପ୍ରକାଶଚନ୍ଦ୍ର ସେଠୀ, ‘ଆତ୍ମା’ର ଅଧ୍ୟକ୍ଷ ରମାରଞ୍ଜନ ବିଶ୍ବାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସାଧୁ ଜେନା, ବିଜେପି ଉପସଭାପତି ଗୋକୁଳ ପ୍ରଧାନ ପ୍ରମୁଖ ସ୍ବର୍ଗତା କୁସୁମ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଶେଷରେ ନଗରଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ ସ୍ବର୍ଗତା କୁସୁମ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *