8ee8cbd6 Dded 47d0 9493 8db00e7e2d1e

୨ ବର୍ଷ ର ଶିଶୁକନ୍ୟା ର ସନ୍ଦେହ ଜନକ ମୃତ୍ୟୁ.. ହତ୍ୟା କି ଦୁର୍ଘଟଣା କାରଣ ଅସ୍ପଷ୍ଟ.. ପୋଲିସ ତଦନ୍ତ ଜାରି..

ରାଜ୍ୟ
Spread the love

କନକପୁର : ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଧୀନ କନକପୁର ପଂଚାୟତ କୁଟିଲୋ ଗ୍ରାମ ଦୟାଳପୁର ର ଧନେଶ୍ୱର ବେହେରା ଙ୍କ ୨ ବର୍ଷ ର ଶିଶୁ କନ୍ୟା ସୌମ୍ୟାଶ୍ରୀ କୁ ଆଜି ସନ୍ଧ୍ୟା ସମୟରେ ତା ଜେଜେ ମାଆ ଭାରତୀ ବେହେରା କୋଳ ରେ ଧରିଥିବା ବୁଲାଉ ଥିବା ବେଳେ,ଉକ୍ତ ଗ୍ରାମ ର ଶରତ ଭଟ୍ଟ ଙ୍କ ଜୋଇଁ ପାତିଆ ଝିଅ କୁ ଭାରତୀ ଙ୍କ ଠାରୁ ବୁଲାଇବା ପାଇଁ ନେଇଥିଲା.. କିଛି ସମୟ ପରେ ଶିଶୁ ଟି ନ ମିଳିବାରୁ ଖୋଜାଖୋଜି କରିବା ପରେ କିଛି ଦୂରରେ ଥିବା ଏକ ପୋଖରୀ ରୁ ଶିଶୁ ଟି ର ମୃତ ଦେହ ମିଳିଥିଲା. ଖବର ପାଇ କନକପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରୁଥିବା ଜଣା ପଡିଛି..ତେବେ ଘଟଣା କୁ ନେଇ ବିଭିନ୍ନ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି

Leave a Reply

Your email address will not be published. Required fields are marked *