ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇ ଦମଦାର ବିଜୟ ହାସଲ କରିଛି ଭାରତ

ଖେଳ ଦେଶବିଦେଶ
Spread the love

ଅହମ୍ମଦାବାଦ, ୧୪/୧୦: ଦୁଇ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍‍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଏକ ଧୂଳି ଚଟାଇ ଦମଦାର ବିଜୟ ହାସଲ କରିଛି । ଗିଲ୍‍ ବାହିନୀ ଅହମ୍ମଦାବାଦରେ ପ୍ରଥମ ମାଚ୍‍ ଅଢେଇ ଦିନରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ପଞ୍ଚମ ଦିନରେ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ୍‍ କୁ ୨-୦ରେ ପରାସ୍ତ କରିବା ପରେ, ଟିମ୍‍ ଇଣ୍ଡିଆ ବିଜୟ ପ୍ରତିଶତ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ପହଞ୍ଚିଛି । ଟେଷ୍ଟ ର‌୍ୟାଙ୍କରେ ଭାରତ ତୃତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ଟେଷ୍ଟକୁ ୭ୱିକେଟରେ ଜିତି ସିରିଜ କ୍ଲିନ୍‍ ସ୍ୱିପ୍‍ କରିଛି ଭାରତ ।

Leave a Reply

Your email address will not be published. Required fields are marked *