ଗୀତା ସଙ୍ଗମ ପ୍ରସ୍ତୁତି ବୈଠକ

ବାଲେଶ୍ୱର ରାଜ୍ୟ
Spread the love

ବେଲେଶ୍ୱର, ୨୯/୧୨: ମହାଶୟ /ମହାଶୟା ଆସନ୍ତା 04/01/2026(ରବିବାର )ନୂଆବଜ଼ାର ବେଲେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ହେବାକୁ ଥିବା ଗୀତା ସଙ୍ଗମ କାର୍ଯ୍ୟକ୍ରମ ର ଏକ ପ୍ରସ୍ତୁତି ବୈଠକ ବେଲେଶ୍ୱର ମନ୍ଦିରରେ 28/12/25(ରବିବାର )ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛନ୍ତି l

ପ୍ରୋକ୍ତ ବୈଠକ ରେ ଅନୁଷ୍ଠାନ ର ଆବାହକ, ଶ୍ରୀ ସୁଧୀର ପ୍ରସାଦ ନନ୍ଦ, ସର୍ବ ବ୍ୟବସ୍ଥା ପ୍ରମୁଖ ଶ୍ରୀ ଶଙ୍କର୍ଷଣ ରାଉତ, ସହ ବ୍ୟବସ୍ଥା ପ୍ରମୁଖ ବିଶ୍ୱଜିତ ବାରିକ, ସାଗର ନାୟକ, କର୍ମକର୍ତା ଯୋଗ ଶିକ୍ଷକ ସତ୍ୟରଞ୍ଜନ ଷଢଙ୍ଗୀ, ଅମୁଲ୍ୟ ମହାନ୍ତି, ପ୍ରମୋଦ ଦାଶ, କବିତା କରଣ,କୁଳମଣୀ ତରାଇ, ଅରୁଣ ପଣ୍ଡା, ମଙ୍ଗରାଜ ପଣ୍ଡା, ନିରନନା, ଗଙ୍ଗାଧର ଶୁକ୍ଳ, ହୃଷିକେଶ ପଣ୍ଡା, ସ୍ମୃତି ସ୍ନିଗ୍ଧା ମହାନ୍ତି, ଭାରତୀ ମା, ଶ୍ରୀଧର ପଣ୍ଡା, ସନ୍ତୋଷ ଦାଶ,ତପସ୍ୱିନୀ ମହାନ୍ତି, ସ୍ଵାଗତିକା ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସରସ ସୁନ୍ଦର କରିବା ପାଇଁ ଉଦ୍ୟମ କରିବେ ବୋଲି ସର୍ବଶମ୍ମତ ପ୍ରସ୍ତାବ ଆସିଥିଲା l

Leave a Reply

Your email address will not be published. Required fields are marked *