Bhakta

ଭକ୍ତ-ଦିଲ୍ଲୀପ ବାର୍ତ୍ତାଳାପ

ରାଜ୍ୟ
Spread the love

ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ। ଫୋନରେ କଥା ହୋଇ କହିଛନ୍ତି ‘ସେ ମୋର ବନ୍ଧୁ; ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ  ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ କହିଥିଲି । କିନ୍ତୁ ସିଏ କିଛି ଉତ୍ତର ଦେଇନଥିଲେ । ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି। ଶେଷ ମୁହୂର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ’।ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କର ସ୍ଥାନ ନାହିଁ।

Leave a Reply

Your email address will not be published. Required fields are marked *