କଟକ : ସାମାଜିକ ସଂଗଠନ ସ୍ବର୍ଣ୍ଣଦେବୀ ଯୁବକ ସଂଘ ପକ୍ଷରୁ ନିୟମିତ କଟକ ଶିଶୁଭବନ ପରିସରରେ ଉପମା, ଘୁଗୁନି, ଗରମ କ୍ଷୀର, ଚା’, ବିସ୍କୁଟ ବଣ୍ଟନ କରାଯାଇଛି । ସଂଘର ସମ୍ପାଦକ ଜ୍ଞାନେନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ପୋରେଟର ଲକ୍ଷ୍ମୀଧର ବେହେରା, ସଭାପତି ଅଭିଜିତ ସିହ୍ନା, ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ସନ୍ଦୀପ ଦଲାଇ, ସୈାରଭ ବେହେରା, ଯୁବକ ସଂଘର ପ୍ରତିଷ୍ଠିତ ସଭ୍ୟ ଆଲୋକ ବେହେରା,ତପନ ସାହୁ,ବିଶ୍ଵଜିତ ସାହୁ, ମାୟାଧର ସାହୁ,ଅଜୟ ସାହୁ,ସୁଶାନ୍ତ ବାରିକ,ରାଣା ପ୍ରତାପ ସିଂ,ବିଭୁତି ବାରିକ, ଇତନ କେତନ ବେହେରା, ଅମିତ୍ ରଞ୍ଜନ ଦାସ, ବିପିନ ସିଂ, ଦେବରାଜ ସାହୁ, ଅବଦୁଲ ଆବରବ୍, ସାରୁଖ୍, ସାବୀର ଅଲ୍ଲୀ, ଶ୍ରୀନିବାସ ବାରିକ, ଆଦିତ୍ୟ ବେହେରା,ରୁଦ୍ର ଚରଣ ବେହେରା, ଆଶିଷ ବେହେରା,ଲିପୁନ ବେହେରା, ଅଭିଜିତ ବେହେରା,ସୌରବ ବେହେରା, ଅରୁଣ ପ୍ରସାଦ ରାଉତ,ଦୀପ୍ତି ରଞ୍ଜନ ପ୍ରଧାନ,ସନ୍ତୋଷ ସେନାପତି,ଜୟଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
