C26d9dd7 5783 4742 9ff6 18591a4ad566

ବିପ୍ଲବୀ ଯୁବକ ସଂଘ ତରଫରୁ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ
Share

କଟକ  :  କଟକ ସଦର ୪୨ ମୌଜା ଉପକଣ୍ଠ କୂଳକଳପଡ଼ା ସ୍ଥିତ ବିପ୍ଲବୀ ଯୁବକ ସଂଘ ପକ୍ଷରୁ ଶିବାନୀ ଗଣନାଟ୍ୟ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି  ସମ୍ବର୍ଦ୍ଧନା  କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଦୀପ କୁମାର ବିଶ୍ୱାଳ, ସମାଜସେବୀ  ସଂଜୀବ ବିଶ୍ୱାଳ, ଆକାଶ ପରିଡା, ସାମ୍ୱାଦିକ ମୁକେଶ ପରିଡା, ବିଶ୍ଵକେସନ ବିଶ୍ୱାଳ,ବିକୁଲ ପରିଡା, ସାନୁ ଭୋଳ, ପିଣ୍ଟୁ ବିଶ୍ୱାଳ,ଜଗଦୀଶ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *