Ma

୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ରାଜ୍ୟ
Share

ମାଲକାନଗିରି : ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା SP,ବସ୍ତର DIG ଙ୍କ ନିକଟରେ ୫୦ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ । ସେମାନଙ୍କ ନାଁରେ ୬୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଅନେକ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ସକ୍ରିୟ ଥିଲେ ସରେଣ୍ଡର ମାଓବାଦୀ  ।

ବିଜାପୁର ଏବଂ ସୁକମା ଜିଲ୍ଲାରେ ଦୁଇ ବଡ଼ ଏନକାଉଣ୍ଟର ପରେ ଭୟରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଆତ୍ମସମର୍ପଣ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଛତିଶଗଡ଼ ପୋଲିସ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେଵ ବୋଲି ସୂଚନା ଦେଇଛନ୍ତି ବସ୍ତର DIG କୋମଲୋଚନ କଶ୍ୟପ । ଜଙ୍ଗଲରେ ଥିବା ମାଓବାଦୀଙ୍କୁ ମାଓ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ବସ୍ତର DIG ଏବଂ ବିଜାପୁର SP  ।

Leave a Reply

Your email address will not be published. Required fields are marked *