ଏମ ଏସ କୋଟିଙ୍ଗ କ୍ରିକେଟ କ୍ଲବର ନାଇଟମ୍ୟାଚ ଉଦଘାଟିତ

ଝଙ୍କଡ଼  : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁରସ୍ଥିତ ବସନ୍ତବଗିଚା ଖେଳପଡିଆରେ ଗତ ରବିବାର ସନ୍ଧ୍ୟାରେ, ସାରଳାକ୍ଲବ ଆନୁକୂଲ୍ୟରେ, ଏମ ଏସ କୋଟିଙ୍ଗ କ୍ରିକେଟ କ୍ଲବ ର ତୃତୀୟବାର୍ଷିକ ନାଇଟ ମ୍ୟାଚ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି  | ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ, ରାଜ୍ୟ ଜଳସମ୍ପଦ ବିଭାଗ ର ସର୍ବୋଚ୍ଚଯନ୍ତ୍ରୀ ଇଂ ଭକ୍ତରଞ୍ଜନ ମହାନ୍ତି ଯୋଗଦେଇ, କ୍ରିକେଟଖେଳ ମାଧ୍ୟମରେ ଉତ୍ତମସ୍ୱାସ୍ଥ୍ୟଲାଭ ସହିତ ଟିମୱାର୍କ, ଉତ୍ସାହ, ଉଦ୍ଦୀପନା ପାଇଁ ପ୍ରେରଣା ଯୋଗାଇ ଆସିଛି ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ, ଜାତୀୟ ମାନବିକଅଧିକାର ସାମାଜିକ ପରିଷଦ ପକ୍ଷରୁ ପରିଚୟପତ୍ର ପ୍ରଦାନ

ଝଙ୍କଡ଼  : ଜାତୀୟ ମାନବିକ ଅଧିକାର ସାମାଜିକ ନ୍ୟାୟ ପରିଷଦ, ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ, ଜିଲ୍ଲାର କାର୍ଯ୍ୟରତ ସମସ୍ତ ସଦସ୍ୟମାନଙ୍କୁ, ଗତ ଶୁକ୍ରବାରଦିନ, ଝଙ୍କଡ଼ ସାରଳା ପୀଠ ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବା ସହିତ, ପରିଚୟପତ୍ର ପ୍ରଦାନ କରାଯାଇଥିଲା | ଜିଲ୍ଲା ସଭାପତି ତଥା ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ, ମାଆ ସାରଳା ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ, […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ବସନ୍ତ ବେହେରାଙ୍କ ପରଲୋକ

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ର ବିରିତୋଳ ଗ୍ରାମ ର ସମାଜସେଵୀ, ସଂସ୍କାରଧର୍ମୀ ତଥା ପଞ୍ଚାୟତର ବରିଷ୍ଠ ବିଜେପି କର୍ମକର୍ତ୍ତା ବସନ୍ତ ବେହେରା (85) ଙ୍କର ଗତ ଶୁକ୍ରବାର ପୂର୍ବାହ୍ନ ରେ ହୃଦଘାତ ରେ ପରଲୋକ ହୋଇଯାଇଛି | ତାଙ୍କର ବିୟୋଗରେ ରେ ପୂର୍ବତନ ମହିଳା କମିଶନର ଡଃ ମିନତୀ ବେହେରା, ତିନିନମ୍ବର ଜୋନର ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ବିରିତୋଳ ପଞ୍ଚାୟତ ର ବିଜେପି ସଭାପତି ସ୍ବପ୍ନସରିତ ପରିଡା, ସାରଳା ସଂସ୍କୃତି ଗବେଷକ […]

ସଂପୂର୍ଣ୍ଣ ପଢନ୍ତୁ

ମଇଦାନକେଲରେ ‘ହିଂସା ବିରୋଧୀ ଏକତା ଅଭିଯାନ’ ଅନୁଷ୍ଠିତ: ମହିଳା ସୁରକ୍ଷା ଓ ସଚେତନତା ପାଇଁ ଗର୍ଜିଲେ ନାରୀଶକ୍ତି

କେନ୍ଦୁଝର (ନି.ପ୍ର) : କେନ୍ଦୁଝର ଜିଲ୍ଲା ମଇଦାନକେଲ ହାଟପଡ଼ିଆ ଠାରେ ଶୁକ୍ରବାର ଦିନ ଏକ ବିଶାଳ “ହିଂସା ବିରୋଧୀ ଏକତା ଅଭିଯାନ” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଗ୍ରାହକ କଲ୍ୟାଣ ଓ ଆଇନଗତ ଅନୁପାଳନ କମିଶନ (CWLCC) ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ବଢୁଥିବା ହିଂସା ବିରୋଧରେ ଏକତା ବଜାୟ ରଖିବା ପାଇଁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

ମାହାଙ୍ଗା  : ସାରା ଦେଶରେ ପାଳନ ହୋଇଛି ହୋଲି ଉତ୍ସବ l ଓଡ଼ିଶାର ପୁର ପଲ୍ଲୀରେ ମଧ୍ୟ ଆୟୋଜିତ ହୋଇଛି ଏହି ରଙ୍ଗର ପର୍ବ ହୋଲି l କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଠାରେ ରହୁଥିବା ଆଦିମ ଜନଜାତି ବସ୍ତିରେ ଏବର୍ଷ ବେଶ ଧୁମ ଧାମରେ ପାଳନ ହୋଇଥିଲା ହୋଲି ଉତ୍ସବ l ଏହି ଆଦିବାସୀ ବସ୍ତିରେ ଦୀର୍ଘ ୭0 ବର୍ଷରୁ ଉର୍ଦ୍ଧ୍ଵ ହେବ ସ୍ଥାୟୀଭାବେ ରହିଆସୁଥିବା ଆଦିମ ଜନଜାତିର ମଣିଷ ମାନେ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଘର ୩୬ତମ ବାର୍ଷିକୋତ୍ସବ ୧୫ରେ

ଝଙ୍କଡ଼ :  ଜିଲ୍ଲାର ପୁରାତନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ତଥା ବାଲିଘର ଫାଉଣ୍ଡେସନ ର ୩୬ ତମ ବାର୍ଷିକୋତ୍ସବ ଓ ସାରସ୍ୱତ ସମାରୋହ ଚଳିତ ମାସ୧୫ ତାରିଖ ରେ ତିର୍ତ୍ତୋଲ ବ୍ଲକ୍ ତେନ୍ତୁଳିପଦା ସ୍ଥିତ ସାରଳା ଦାସଙ୍କ ସମାଧିପୀଠ ମୁନିଗୋସେଇଁ ମଠ ପରିସରରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଂପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ଓ ସଭାପତି ଅଜୟ କୁମାର ବେହେରା ଜଣାଇଛନ୍ତି। ଏହି ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

.ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପାଖରେ ଆମପାଞ୍ଜି ର ସମର୍ପଣ

ଝଙ୍କଡ଼ : ଓଡ଼ିଆ ଭାଷା ସାହିତ୍ୟ ଓ କାବ୍ୟ କଳା ର ଆରାଧ୍ୟା ଦେବୀ, ଉତ୍କଳଭାରତୀ ମା ସାରଳା ଠାକୁରାଣୀ ଙ୍କ ନିକଟରେ, ବିଶିଷ୍ଟ ଜ୍ୟୋତିର୍ବିଜ୍ଞ୍l ନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ, ସମ୍ବାଦ ଓ ଆମ ଓଡିଶା ଆନୁକୂଲ୍ୟରେ ପ୍ରକାଶିତ, ଚଳିତବର୍ଷ 2026-27 ର ନୂତନ ପାଞ୍ଜି, ” ଆମ ପାଞ୍ଜି ” ର ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗତ ବୁଧବାର ଅପରାହ୍ନରେ, ମାଆଙ୍କୁ ରଙ୍ଗଅବିର ଲାଗି ନୀତି ସମ୍ପନ୍ନ ହେବାପରେ, ସାରଳା ମନ୍ଦିରର […]

ସଂପୂର୍ଣ୍ଣ ପଢନ୍ତୁ

ଶତାୟୁ ହାରାମଣି ବେହେରା଼ଙ୍କ ଏକାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳି

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧୀଶ୍ୱର ବାବା ଝଙ୍କେଶ୍ୱର ମହାଦେବ ଙ୍କ ମନ୍ଦିର ନିକଟସ୍ଥ ଝଙ୍କେଶ୍ୱର ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସେ ଜଣେ ସରଳ, ନିଷ୍ଠାପର, ପରୋପକାରୀ, ଧର୍ମପ୍ରାଣା ମହିଳା ଥିବାରୁ ତାଙ୍କର ଏହି ପୁଣ୍ୟତିଥିରେ ପ୍ରାକ୍ତନ ଅଧ୍ୟାପକ ଶାନ୍ତନୁ କୁମାର ଦାସ ଙ୍କ ସଭାପତିତ୍ୱରେ ଓ ମା ସାରଳା ଙ୍କ ସମର୍ପିତଭକ୍ତ ବିଳାସ ଚନ୍ଦ୍ର ବେହେରାଙ୍କ  ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ସ୍ମୃତିଚାରଣ ସଭାରେ, ଡଃ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣା ହାରାମଣି ବେହେରାଙ୍କ ବିୟୋଗରେ ଶୋକ

ତିର୍ତ୍ତୋଲ :   ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ, ଝଙ୍କେଶ୍ୱର ଗ୍ରାମର ଧର୍ମପ୍ରାଣା, ମହିୟସୀ ମହିଳା ହାରାମଣି ବେହେରା (89) ଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଭଗବତପ୍ରେମୀ ଥିବାରୁ, ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ, ମୂଳିସିଂହ ପଞ୍ଚାୟତ ସରପଞ୍ଚ ସଫି ଆଜାମ୍, ଜଗତସିଂହପୁରଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ଇଂ ସୁବ୍ରତ ମଲ୍ଲିକ, ପିତାମ୍ବର ବାବା, ଆଇନୀଜୀବି ରମେଶଚନ୍ଦ୍ର ଦଳେଇ, କୈଳାଶ […]

ସଂପୂର୍ଣ୍ଣ ପଢନ୍ତୁ

ତାରିଣୀଗଡ଼ାରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଦୁଷ୍କର୍ମ ପରେ ୪ ମହଲା ଛାତରୁ ଠେଲି ହତ୍ୟା, ଅଭିଯୁକ୍ତ ଅଟକ

ପାରାଦୀପ: ପାରାଦୀପ ତାରିଣୀଗଡ଼ା ଅଞ୍ଚଳରେ ଏକ ହୃଦୟବିଦାରକ ତଥା ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ଜଣେ ଅଣଓଡ଼ିଆ ଭଡ଼ାଟିଆ ଯୁବକ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିଜ ସହ ପାରାଦୀପକୁ ନେଇ ଆସିଥିଲା। ସେଠାରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ