ଖୋଲିବ ବନ୍ଦ ପଡ଼ିଥିବା ୭୦ ମଦ ଦୋକାନ

ଭୁବନେଶ୍ୱର, ୨୦/୯: ରାଜ୍ୟରେ ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର**-ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉତ୍ତର**-ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ବିଭାଗ ତରଫରୁ ଅନୁମତି**-୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବାକୁ ପ୍ରସ୍ତାବ**-ବାଲେଶ୍ୱରରେ ସର୍ବାଧିକ ୧୭ଟି ମଦ ଦୋକାନ ଖୋଲିବେ ସରକାର*

ସଂପୂର୍ଣ୍ଣ ପଢନ୍ତୁ

ମହିଳା ଉଦ୍ୟୋଗୀ ଙ୍କ ପାଇଁ , ଓସିଏଫ୍ ର ଜାତୀୟ ପୁରସ୍କାର ପ୍ରଦାନ

ଝଙ୍କଡ଼, ୨୦/୯: ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ( 0CF ) ତରଫରୁ ଶିଳ୍ପୋଦ୍ୟୋଗୀ ମହିଳା ମାନଙ୍କ ଉଲ୍ଲେଖନୀୟ ଅବଦାନ କୁ ଦୃଷ୍ଟିରେ ରଖି,ସେମାନଙ୍କ ନିଜ ନିଜର ସଫଳତା , ନବସୃଜନ, ନେତୃତ୍ଵ ଓ ବିକଶିତ ଭାରତ ଗଠନ କ୍ଷେତ୍ରରେ ତାଙ୍କର ଉଦ୍ୟମ କୁ ପ୍ରୋତ୍ସାହିତ କରିବା ସହିତ ମହିଳା ସଶକ୍ତି କରଣ ନିମନ୍ତେ, ଗତ ୧୩ ତାରିଖ ଦିନ ଅପରାହ୍ନରେ , ଭୁବନେଶ୍ୱର ସ୍ଥିତ ନିୟୁ ମାରିଅନ ହୋଟେଲ ରେ ଏକ ଜାତୀୟ ପୁରସ୍କାର ପ୍ରଦାନ ଉତ୍ସବ, […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍

କଟକ,୨୦/୯: ଆସନ୍ତା ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୁଷଣ ଜେନା ଏବଂ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବ୍ରହ୍ମପୁର ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଆଜି ପୂର୍ବାହ୍ନରେ ଡିଜିପି ବ୍ରହ୍ମପୁର […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ, କଟକରୁ ଟେକିନେଲା ଇଓଡବ୍ଲ୍ୟୁ

କଟକ,୨୦/୯: ବିଜେଡି ନେତା ଦିଲ୍ଲୀପ କୁମାର ନାୟକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। ପୁରୀରେ ଏକ ୭ କୋଟି ଟଙ୍କାର ଜମି ଠକେଇ ଘଟଣାରେ ଇଓଡବ୍ଲ୍ୟୁ ତାଙ୍କୁ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ଅଞ୍ଚଳରୁ ଗିରଫ କରିଛି। ସୂଚନା ଅନୁଯାୟୀ, ପୁରୀର ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇବାକୁ କହି ଦିଲ୍ଲୀପ ୭ କୋଟି ଟଙ୍କା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଦେଇ ନଥିଲେ। ଟଙ୍କା ଫେରସ୍ତ ପାଇଁ ପରବର୍ତ୍ତୀ ସମୟରେ ଏକ ଚୁକ୍ତି ବି କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜା ବିଦ୍ୟୁତ୍ କାର୍ଯ୍ୟାଳୟ ରେ ପୂଜା ପାଳିତ

କଟକ, ୨୦/୯: ୪୨ମୌଜା ବେଣ୍ଟକାର ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟା ସମୟରେ କୀର୍ତ୍ତନ କାର୍ଯ୍ୟ ସରିଛି । କର୍ତ୍ତା ରୂପରେ ୪୨ମୌଜା ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଦୀପକ କୁମାର ସାହୁ ପୌରହିତ୍ୟ କରିଥିଲେ। ୪୨ମୌଜା ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଲା ବେଳେ ପୁଲିସ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ

ସୋର, ୨୦/୯: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଅନନ୍ତପୁର ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକଟିକୁ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ତ୍ରିଶୂଳିଆରେ ହେବ ଦ୍ବିତୀୟ ବ୍ରିଜ୍: ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର, ୨୦/୯: କଟକ- ଭୁବନେଶ୍ବର ଦ୍ବୈତନଗରୀରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଥିବା ସଂପର୍କରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି। ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ। ଏହି ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ କହିଛନ୍ତି। କଟକ- ଭୁବନେଶ୍ବର ଦ୍ବୈତନଗରୀରେ […]

ସଂପୂର୍ଣ୍ଣ ପଢନ୍ତୁ

ଜମି ଅଧିଗ୍ରହଣ ପାଇଁ ଲାଞ୍ଚ ନେଲା ‌ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାଟା ଏଣ୍ଟ୍ରି ଅପରେଟର

ବଣାଇଁଗଡ଼,୨୦/୯ ଭିଜିଲାନ୍ସ ହାତରେ ପୁଣି ଜଣେ ସରକାରୀ କର୍ମଚାରୀ ଫସିଛନ୍ତି। ଜମି ଅଧିଗ୍ରହଣ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୭୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଡାଟା ଏଣ୍ଟ୍ରି ଅପରେଟର ପୃଥ୍ବୀରାଜ କାମିଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୁନ୍ଦରଗଡ଼ଜିଲ୍ଲା ବଣାଇରେ ଥିବା ରୁକୁଡ଼ା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ପୃଥ୍ୱୀରାଜ କାମିଲା ଜଣେ ବ୍ୟକ୍ତିଙ୍କର ଜମି ଅଧିଗ୍ରହଣ ସଂପର୍କିତ ମାମଲାର ସମାଧାନ କରିବା ପାଇଁ ୨୦ ହଜାର ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

ସାରସ୍ୱତ ସାଧକ ପଠାଣି ପଟ୍ଟନାୟକ ଙ୍କ ୯୭ ତମ ଜୟନ୍ତୀ ପାଳନ

ଝଙ୍କଡ଼, ୧୯/୯: ଓଡିଆ ଭାଷା ସାହିତ୍ୟ ର ଗବେଷକ , କଟକ ଖ୍ରୀଷ୍ଟ କଲେଜର ପ୍ରାକ୍ତନ ଅଧ୍ୟକ୍ଷ , ଉତ୍କଳ ସାହିତ୍ୟ ସମାଜର ସଭାପତି , ତଥା ବିଶିଷ୍ଟ ସାରସ୍ଵତ ସାଧକ ସ୍ୱର୍ଗତ ପଠାଣି ପଟ୍ଟନାୟକ ଙ୍କ ୯୭ ତମ ଜୟନ୍ତୀ, ତିର୍ତ୍ତୋଲ ବ୍ଲକ, ମୁଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗତ ଶୁକ୍ରବାର ଦିନ ପୂର୍ବାହ୍ନ ରେ ,ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ , […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ ଶୁଭାରମ୍ଭ

ବ୍ରହ୍ମପୁର,୧୯/୯: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏସ୍କର୍ଟ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ତୀର୍ଥ ଟ୍ରେନର ଉଦଘାଟନ କରିଥିଲେ l ସମସ୍ତ ତୀର୍ଥଯାତ୍ରୀ ଙ୍କୁ ଅଧିଷ୍ଠାତ୍ରୀ ମା ବୁଢ଼ୀ ଠାକୁରାଣୀ ପୀଠରୁ ବାହାରି ପବିତ୍ର ଗଙ୍ଗା ଘାଟ,ବାରାଣସୀର ଶୈବ ପୀଠ ,ଗଙ୍ଗା ଆଳତି ,କାଶୀ ବିଶ୍ଵନାଥ ପରିଦର୍ଶନ କରିବେ। […]

ସଂପୂର୍ଣ୍ଣ ପଢନ୍ତୁ