ଆର ଏମ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
କଟକ ସଦର,୧୭/୧୧: ୪୨ମୌଜା, କୁଳସରିଚୁଆଁ ସ୍ଥିତ ରେକୀ ମିଶନ ସ୍କୁଲ ଠାରେ ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଉପସ୍ଥିତ ଅତିଥି ତଥା ପୂଜ୍ୟ ବିଜ୍ଞାନିଗୁରୁ ଶ୍ରୀସନ୍ଥଙ୍କ ମାର୍ଗ ଦର୍ଶନରେ ଓ ଉପାଧ୍ୟକ୍ଷା ସରସ୍ଵତୀ ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପିଲାମାନେ ସ୍କୁଲରେ ପହଞ୍ଚିଲା ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ତାଙ୍କୁ ଚନ୍ଦନ ଓ ଫୁଲ ଦେଇ ସ୍ବାଗତ କରିଥିଲେ। ପରେ ପରେ ଅତିଥି ଓ ପିଲା ମାନଙ୍କ ଦ୍ଵାରା କେକ୍ କାଟି ଶିଶୁ ଦିବସର ଶୁଭ […]
ସଂପୂର୍ଣ୍ଣ ପଢନ୍ତୁ